ଅନୁଗୁଳ ଆଗମନ ଦିବସରେ ଗାନ୍ଧିଜୀଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଅନୁଗୁଳ: ୧୯୩୪ ମସିହା ମଇ ୬ ତାରିଖ ଦିନ ମହାତ୍ମା ଗାନ୍ଧୀ ବାମୂର ଡାକ ବଙ୍ଗଳାରୁ ଅନୁଗୁଳ ଅଭିମୁଖେ ଆସିଥିଲେ। ଗାନ୍ଧୀଙ୍କ ଏହି ଗସ୍ତକୁ ସ୍ମରଣୀୟ କରିବା ପାଇଁ ବାଜି ରାଉତ ଛାତ୍ରାବାସ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା।…

Continue Readingଅନୁଗୁଳ ଆଗମନ ଦିବସରେ ଗାନ୍ଧିଜୀଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ପିଟିସି ହାଇସ୍କୁଲରେ ମେଧାବୀ   ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ

ଅନୁଗୁଳ: ସ୍ଥାନୀୟ ପିଟିସି ହାଇସ୍କୁଲ ଠାରେ ଚଳିତ ମ୍ୟାଟ୍ରିକ ପରୀକ୍ଷାରେ ଏ ୱାନ ପାଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ପ୍ରଧାନ ଶିକ୍ଷୟିତ୍ରୀ ଅନିତା ଜେନାଙ୍କ ପୌରହିତ୍ୟରେ ଆୟୋଜିତ ଏହି ସଭାରେ ସ୍କୁଲର ଛାତ୍ର କାହ୍ନା ପ୍ରଧାନ ୫୪୮ ଏବଂ ଛାତ୍ରୀ ଅର୍ଚ୍ଚିତା…

Continue Readingପିଟିସି ହାଇସ୍କୁଲରେ ମେଧାବୀ   ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ

ଶ୍ରୀମେଟାଲିକ୍ ପ୍ଲାଣ୍ଟରେ ଦୁର୍ଘଟଣା: ୩ ଶ୍ରମିକ ମୃତ, ଘଟଣାକୁ ଚାପି ଦେବାକୁ ଉଦ୍ୟମ ଅଭିଯୋଗ

ଅନୁଗୁଳ: ଅନୁଗୁଳ ନିଶା ଥାନା ଅନ୍ତର୍ଗତ ଶ୍ରୀମେଟାଲିକ୍ ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ଗତକାଲି ବିଳମ୍ବିତ ରାତିରେ ଏକ ବଡ଼ଧରଣର ଦୁର୍ଘଟଣା ଘଟି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ସୁନ୍ଦରଗଡ଼ ଜିଲ୍ଲା ତିନିଗୁଡ଼ା ଗାଁର ଶ୍ରୀଧର ବୋଗେନ୍, ମଣ୍ଟୁ…

Continue Readingଶ୍ରୀମେଟାଲିକ୍ ପ୍ଲାଣ୍ଟରେ ଦୁର୍ଘଟଣା: ୩ ଶ୍ରମିକ ମୃତ, ଘଟଣାକୁ ଚାପି ଦେବାକୁ ଉଦ୍ୟମ ଅଭିଯୋଗ

ବାର୍ଷିକ ହାଇସ୍କୁଲ ପରୀକ୍ଷା: ଆଦ୍ୟାଶା ଆଚାର୍ଯ୍ୟ ଜିଲ୍ଲା ଟପ୍ପରସେଲୋନି ସାହୁଙ୍କୁ ଦ୍ୱିତୀୟ ସ୍ଥାନ

ଅନୁଗୁଳ: ଚଳିତ ବର୍ଷ ବାର୍ଷିକ ହାଇସ୍କୁଲ ପରୀକ୍ଷାରେ ବାଗେଡିଆ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଆଦ୍ୟାଶା ଆଚାର୍ଯ୍ୟ ମୋଟ ୫୭୮ ନମ୍ୱର ଅର୍ଥାତ୍ ୯୬.୩୩୩ ପ୍ରତିଶତ ନମ୍ବର ରଖି ଜିଲ୍ଲାରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳି ପ୍ରତିକ୍ରିୟା…

Continue Readingବାର୍ଷିକ ହାଇସ୍କୁଲ ପରୀକ୍ଷା: ଆଦ୍ୟାଶା ଆଚାର୍ଯ୍ୟ ଜିଲ୍ଲା ଟପ୍ପରସେଲୋନି ସାହୁଙ୍କୁ ଦ୍ୱିତୀୟ ସ୍ଥାନ

ହାଇସ୍କୁଲ ମ୍ୟାଟ୍ରିକ ପରୀକ୍ଷାଫଳ ପ୍ରକାଶିତ: ଜିଲ୍ଲାରେ ୭୯ ଜଣଙ୍କୁ ଏ’ ୱାନ ଗ୍ରେଡ

ଅନୁଗୁଳ: ଆଜି ଅପରାହ୍ନରେ ରାଜ୍ୟ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେଶନ ପକ୍ଷରୁ ମ୍ୟାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି ଚଳିତ ବର୍ଷ ଅନୁଗୁଳ ଜିଲ୍ଲାର ଫଳାଫଳ ବେଶ ଉତ୍ସାହ ଜନକ ରହିଛି। ଚଳିତ ବର୍ଷ ଜିଲ୍ଲାର ୨୬୩ ଟି ସ୍କୁଲର ୧୬୭୯୯…

Continue Readingହାଇସ୍କୁଲ ମ୍ୟାଟ୍ରିକ ପରୀକ୍ଷାଫଳ ପ୍ରକାଶିତ: ଜିଲ୍ଲାରେ ୭୯ ଜଣଙ୍କୁ ଏ’ ୱାନ ଗ୍ରେଡ

ଶ୍ୟାମସୁନ୍ଦରପୁର ଅପମୃତ୍ୟୁ ମାମଲାରେ ପୋଲିସ ସ୍ୱଚ୍ଛତାର ସହକାର୍ଯ୍ୟ କରିଛି: ହାଇକୋର୍ଟ

ଅନୁଗୁଳ: ଗତ ସେପ୍ଟେମ୍ବର ୭.୨୦୨୫ ତାରିଖ ଅନୁଗୁଳ ସଦର ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିଲା। ସେପ୍ଟେମ୍ବର ୬ ତାରିଖ ଦିନ ଗାଁର ୧୦ ବର୍ଷର ନାବାଳିକା ସ୍କୁଲରୁ ଆସି ଘରକୁ ଫେରିବା ପରେ ଖେଳିବାକୁ ବାହାରକୁ…

Continue Readingଶ୍ୟାମସୁନ୍ଦରପୁର ଅପମୃତ୍ୟୁ ମାମଲାରେ ପୋଲିସ ସ୍ୱଚ୍ଛତାର ସହକାର୍ଯ୍ୟ କରିଛି: ହାଇକୋର୍ଟ

କାଳବୈଶାଖୀରେ ଉପୁଡ଼ିଲା ଗଛ, ଉଡ଼ିଗଲା ଟିଣ ଛାତ

ଅନୁଗୁଳ: ଆଜି ଅପରାହ୍ନ ପ୍ରାୟ ସାଢେ଼ ଚାରିଟା ସମୟରେ ହଠାତ୍ ଅଦିନିଆ ଝଡ଼ ପବନ ବା କାଳବୈଶାଖୀ ଯୋଗୁଁ ସହର ଭିତରେ ବହୁ ସ୍ଥାନରେ ଗଛ ଉପୁଡ଼ି ରାସ୍ତା ଅବରୋଧ ହୋଇଥିଲା। ୫୫ ନମ୍ୱର୍ ଜାତୀୟ ରାଜପଥର ହୋଟେଲ୍ ଦୁର୍ଗା ନିକଟରେ…

Continue Readingକାଳବୈଶାଖୀରେ ଉପୁଡ଼ିଲା ଗଛ, ଉଡ଼ିଗଲା ଟିଣ ଛାତ

ପୁରୁଣାଗଡ଼ରୁ ଚୋରା ଶାଗୁଆନ କାଠ ଜବତ

ଅନୁଗୁଳ: ଗତ ୨୬ ତାରିଖ ଅପରାହ୍ନ ପ୍ରାୟ ଦୁଇଟା ସମୟରେ ଅନୁଗୁଳ ରେଞ୍ଜ ଅଫିସରଙ୍କ ତତ୍ତ୍ଵାବଧାନରେ ପୁରୁଣାଗଡ଼ ମଦନମୋହନ ପାଟଣା ସାହିରେ ଚଢାଉ କରାଯାଇ ଚୋରା ଶାଗୁଆନ କାଠ ଜବତ କରାଯାଇଥିଲା।ଗୋଟିଏ ବିଲରୁ ରଖା ଯାଇଥିବା ୬ଟି ଶାଗୁଆନ ପଟା  ଏବଂ…

Continue Readingପୁରୁଣାଗଡ଼ରୁ ଚୋରା ଶାଗୁଆନ କାଠ ଜବତ

ମୃତ୍ୟୁ ପରେ ଅଙ୍ଗଦାନ ପାଇଁ ସମ୍ମତି ଦେଲେ ଡାକ୍ତର ଏବଂ ତାଙ୍କ ପତ୍ନୀ

ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜକୁ ପ୍ରଥମ ଥର ପାଇଁ ଅଙ୍ଗ ଦାନପାଇଁ ଜଣେ ଦମ୍ପତ୍ତି ପଞ୍ଜୀକରଣ କରିଛନ୍ତି। ଅନୁଗୁଳ ସହର ନିକଟ ଖଲାରି ଗାଁର ଅବସରପ୍ରାପ୍ତ ରେଡିଓଲଜିଷ୍ଟ ଡ଼ା ଗୋପାଳ ଚନ୍ଦ୍ର ତ୍ରିପାଠୀ ଏବଂ ତାଙ୍କ ପତ୍ନୀ ପ୍ରକୃତି…

Continue Readingମୃତ୍ୟୁ ପରେ ଅଙ୍ଗଦାନ ପାଇଁ ସମ୍ମତି ଦେଲେ ଡାକ୍ତର ଏବଂ ତାଙ୍କ ପତ୍ନୀ

କେନାଲରେ ପଡି ଗୟଳ ମଲା

ଅନୁଗୁଳ: ଆଠମଲ୍ଲିକ ବନଖଣ୍ଡ ଅନ୍ତର୍ଗତ ମାଧପୁର ରେଞ୍ଜ ଜଙ୍ଗଲରୁ ଏକ ବୟଷ୍କ ଗୟଳ ପାଣି ପିଇବାକୁ ବାହାରି ଆସି ସାମନାରେ ଥିବା ନୂଆଗାଁ-ସୋରିସପଙ୍କ ମାଞ୍ଜୋର୍ କେନାଲରେ ପଡି ଯାଇଥିଲା। ଖବର ପାଇ ଗ୍ରାମବାସୀ ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ…

Continue Readingକେନାଲରେ ପଡି ଗୟଳ ମଲା