ଜଳବନ୍ଦୀ ସମସ୍ୟା ପରେ ଡେଙ୍ଗୁ ମ୍ୟାଲେରିଆ ଆଶଙ୍କା ବଢ଼ିଲା
ଅନୁଗୋଳ: କିଛି ଦିନ ଧରି ଲଗାଣ ବର୍ଷା ଛାଡ଼ି ଯିବା ପରେ ଏବେ ଶୁଖିଲା ପାଗ ଯୋଗୁଁ ଅନୁଗୋଳ ସହରରରେ ଡେଙ୍ଗୁ ଓ ମ୍ୟାଲେରିଆ ଆଶଙ୍କା ବୃଦ୍ଧିପାଇଛି। ଗତ ଲଗାଣ ବର୍ଷାରେ ସହରର ଅନେକ ବସ୍ତି ଓ ୱାର୍ଡ ପାଣି ଘେରରେ…
ଅନୁଗୋଳ: କିଛି ଦିନ ଧରି ଲଗାଣ ବର୍ଷା ଛାଡ଼ି ଯିବା ପରେ ଏବେ ଶୁଖିଲା ପାଗ ଯୋଗୁଁ ଅନୁଗୋଳ ସହରରରେ ଡେଙ୍ଗୁ ଓ ମ୍ୟାଲେରିଆ ଆଶଙ୍କା ବୃଦ୍ଧିପାଇଛି। ଗତ ଲଗାଣ ବର୍ଷାରେ ସହରର ଅନେକ ବସ୍ତି ଓ ୱାର୍ଡ ପାଣି ଘେରରେ…
ଅନୁଗୋଳ: ତାଳଚେର ଆଇସିଆଇସିଆଇ ବ୍ୟାଙ୍କର ଏକ ବଡ଼ଧରଣର ବ୍ୟାଙ୍କିଙ୍ଗ ଠକେଇ ମାମଲା ସାମ୍ନାକୁ ଆସିଛି। ଗ୍ରାହକଙ୍କ ଆକାଉଣ୍ଟ ହ୍ୟାକ୍ କରି ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ବ୍ୟାଙ୍କର ରିଲେସନସିପ୍ ମ୍ୟାନେଜର ଅଭିମନ୍ୟୁ ସାହୁଙ୍କୁ ପୋଲିସ ଗିରଫ କରିଛି। ବ୍ୟାଙ୍କର ଦୁଇ…
ଅନୁଗୋଳ: ଭାରତ ବର୍ଷର ଅନେକ ସ୍ଥାନରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଚାଲୁ ରହିଛି।ମଧ୍ୟପ୍ରଦେଶ, ଛତିଶଗଡ, ଉତ୍ତରପ୍ରଦେଶ ଆଦି ରାଜ୍ୟରେ ଏହି ପ୍ରକଳ୍ପ ସଫଳତାର ସହ ଚାଲିଛି। ଓଡ଼ିଶାର ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଯୋଜନା ମଧ୍ୟ ସଫଳତାର ସହ ଚାଲିଛି। ତେବେ ଆମ…
ଅନୁଗୋଳ: ଅନୁଗୋଳ ଜିଲ୍ଲା ପୋଲିସ ପକ୍ଷରୁ ଅପରେସନ ଅନ୍ୱେଷଣ ତୃତୀୟ ଭାଗ ସମ୍ପନ୍ନ ହୋଇଛି। ରାଜ୍ୟ ପୋଲିସ ମୁଖ୍ୟାଳୟର ନିର୍ଦ୍ଦେଶକ୍ରମେ ଅନୁଗୋଳ ପୋଲିସ ପକ୍ଷରୁ ଗତ ୧୮ ତାରିଖ ରୁ ୨୨ ତାରିଖ ପର୍ଯ୍ୟନ୍ତ ଏହି ଅପରେସନ ଚାଲୁ ରହିଥିଲା।ଏହି ଅପରେସନରେ…
ଅନୁଗୋଳ: କାର୍ଗିଲ ବିଜୟ ଦିବସ ଅବସରରେ ସହିଦ ମାନସ ରଞ୍ଜନ ସ୍ମୃତି ପରିଷଦ ପକ୍ଷରୁ ଏକ ସ୍ମାରକୀ ରଥ ଅନୁଗୋଳ ସହର ପରିକ୍ରମା କରିଥିଲା ଦେଶାତ୍ମବୋଧକ ଗୀତ ସହ ଭାରତର କାର୍ଗିଲ ବିଜୟ ସମ୍ବଳିତ ସ୍ଥିରଚିତ୍ର ଏଥିରେ ପ୍ରଦର୍ଶିତ ହୋଇଥିଲା।ଅନୁଗୋଳ ପୌର…
ଅନୁଗୋଳ: ଶୈଳ ଶ୍ରୀକ୍ଷେତ୍ର ଅନୁଗୋଳ ବଡ଼ ଦାଣ୍ଡରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସୁନା ବେଶ୍ ଦେଖିବା ପାଇଁ ଭକ୍ତଙ୍କ ଭିଡ଼। ଭକ୍ତିର ସେଇ ମୁହୂର୍ତ୍ତରେ ହିଁ ଜଣେ ମହିଳାଙ୍କ ସହ ଅଘଟଣ ଘଟିଯାଇଥାନ୍ତା। ଘଟଣା ଅନୁଯାୟୀ, ଜଣେ ମହିଳା ଠାକୁରଙ୍କୁ ମୁଣ୍ଡ ନୁଆଁଇ…
ଅନୁଗୋଳ: ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି। ସକାଳେ ପ୍ରାରମ୍ଭିକ ନୀତି କାନ୍ତି ସରିବା ପରେ ଦିଅଁ ମାନଙ୍କୁ ସେବକ ମାନେ ଗୋଟି ପହଣ୍ଡିରେ ନେଇ ରଥାରୂଢ଼ କରାଇଥିଲେ। ଚାରମାଳ ପୂର୍ବରୁ ପ୍ରସ୍ତୁତ ହୋଇସାରିଥିବା…
ଅନୁଗୋଳ: ଆଷାଢ଼ ଶୁକ୍ଳ ଦ୍ୱିତୀୟା ୨୦୨୬ରେ ଅବିଶ୍ରାନ୍ତ ବର୍ଷା ଯୋଗୁଁ ଶୈଳ ଶ୍ରୀକ୍ଷେତ୍ର ନୀତି କାନ୍ତିରେ ବିଳମ୍ବ ଘଟିଥିଲା। ବଡି ଭୋରରୁ ଦ୍ୱାର ଫିଟା,ମଙ୍ଗଳ ଆଳତି ପରେ ବେଶ,ସୂର୍ଯ୍ୟପୂଜାଦ୍ୱାରପାଳ ପୂଜା,ବାଳଧୂପ ଆଦି ଠିକଣା ସମୟରେ ଅନୁଷ୍ଠିତ ହୋଇଥିଲା। କିନ୍ତୁ ପହଣ୍ଡି ବେଳକୁ…
ଅନୁଗୋଳ: ସହରରେ ବେଆଇନ ଭାବେ ହୋର୍ଡିଂ ଲଗାଇଥିବା ଅଭିଯୋଗରେ ଜଣେ ପୋଷାକ ଦୋକାନ ମାଲିକଙ୍କୁ ପୌରପାଳିକା ପକ୍ଷରୁ ୪୫ ହଜାର ଟଙ୍କାର ଫାଇନ୍ ଲଗାଯାଇଛି। ପୌର ନିୟମ ଅନୁସାରେ ସହର ଭିତରେ ଯେକୌଣସି ସ୍ଥାନରେ ହୋର୍ଡିଂ ଲଗାଇବା ପୂର୍ବରୁ ପୌରପାଳିକାରୁ ଅନୁମତି…
ଅନୁଗୋଳ : ତା ୦୭ ଜୁଲାଇ ୨୦୨୬ କାର୍ଗିଲ ସହିଦ ବିକ୍ରମ ବାତ୍ରାଙ୍କ ପୁଣ୍ୟତିଥି ଅବସରରେ ଅନୁଗୋଳ ଡିଫେନ୍ସ ଭେଟେରାନ୍ ଆସୋସିଏସନ୍ ପକ୍ଷରୁ ବୃକ୍ଷ ରୋପଣ କରାଯାଇଛି। ଏ ଅବସରରେ ଅନୁଗୋଳ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ବସନ୍ତ କୁମାର ସାହୁ…