ଏମସିସି ଓ ଡମ୍ପୟାର୍ଡ ବୁଲି ଦେଖିଲେ କଲେଜ୍ ଛାତ୍ରଛାତ୍ରୀ
ଅନୁଗୁଳ: ଅନୁଗୁଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ବିଜ୍ଞାନ ସ୍ନାତକ ପ୍ରାଣୀ ବିଜ୍ଞାନ ବିଭାଗ ଛାତ୍ରଛାତ୍ରୀଙ୍କ ଏକ ପ୍ରତିନିଧି ଦଳ ନିକଟରେ ମିଶ୍ରପଡ଼ା ସ୍ଥିତ ଏମସିସି ଏବଂ ପଞ୍ଚମହଲା ସ୍ଥିତ ଡମ୍ପୟାର୍ଡ ଓ ତରଳ ମଳ ଉପଚାର କେନ୍ଦ୍ର ଆଦି ବୁଲି ଦେଖିଥିଲେ।…




