କ୍ୟାପଟେନ ବ୍ରଜବନ୍ଧୁ ବଳଙ୍କୁ ଅବସରକାଳୀନ ସମ୍ବର୍ଧନା

ଅନୁଗୁଳ: ଦୀର୍ଘ ତିରିଶ ବର୍ଷର ଦେଶ ସେବା ପରେ ଅନୁଗୁଳ ମାଟିର ସନ୍ତାନ ବୀର ଯବାନ କ୍ୟାପଟେନ ବ୍ରଜବନ୍ଧୁ ବଳଙ୍କୁ ଏଡିଭି ବା ପୂର୍ବତନ ସୈନିକ ସଂଘ ପକ୍ଷରୁ ସେବାନିବୃତ ଉପଲକ୍ଷେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ୧୨ ମାହାର ରେଜିମେଣ୍ଟରେ କାର୍ଯ୍ୟ…

Continue Readingକ୍ୟାପଟେନ ବ୍ରଜବନ୍ଧୁ ବଳଙ୍କୁ ଅବସରକାଳୀନ ସମ୍ବର୍ଧନା

ବିଶ୍ୱ ବାଇସାଇକଲ ଦିବସ:ବଜାରରେ ବାଇସାଇକଲର ଆଦର ବଢ଼ିଛି

ଅନୁଗୁଳ: ପିଲାଦିନେ ଆମେ ଶୁଣିଛେ ବିଜୁ ବାବୁ ସାଇକେଲ ଚଲାଇ ପାକିସ୍ଥାନର ଲାହୋର ଯାଇଥିଲେ। ଓଡ଼ିଶାର ପୂର୍ବତନ ମୁଖ୍ୟ ମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ନିର୍ବାଚନ ପ୍ରଚାର ବେଳେ ସାଇକେଲ ଚଢି ଗାଁ ଗାଁ ବୁଲୁଥିଲେ ବୋଲି କୁହାଯାଏ। ସବୁଠୁ ରୋଚକ କଥା…

Continue Readingବିଶ୍ୱ ବାଇସାଇକଲ ଦିବସ:ବଜାରରେ ବାଇସାଇକଲର ଆଦର ବଢ଼ିଛି

ରାସ୍ତା ଅବରୋଧ ଓ ବେଆଇନ ପାର୍କିଂ ଜଗିବ ସିସିଟିଭି: କ୍ୟାମେରା ଲିଙ୍କ୍ ଏବେ ପୌରପାଳିକା ହାତରେ

ଅନୁଗୁଳ: ଜିଲ୍ଲା ପୋଲିସ ପକ୍ଷରୁ ଅନୁଗୋଳ ପୌରପାଳିକାକୁ ଏବେ ବୁଲେଟ୍ ଓ ଏଫ୍ଆରସି କ୍ୟାମେରା ଲିଙ୍କ୍  ଦିଆଯାଇଛି। ପୌରକର୍ମଚାରିଙ୍କୁ ଏଥିନେଇ ପୋଲିସ ପକ୍ଷରୁ ତାଲିମ ଦିଆଯାଇଛି।ବିଶେଷ କରି ପୁରୁଣା ବସ୍ ଷ୍ଟାଣ୍ଡ ବଜାର ଆଦି ଅଞ୍ଚଳରେ କୌଣସି ଦୋକାନୀ ରାସ୍ତା ଅବରୋଧ…

Continue Readingରାସ୍ତା ଅବରୋଧ ଓ ବେଆଇନ ପାର୍କିଂ ଜଗିବ ସିସିଟିଭି: କ୍ୟାମେରା ଲିଙ୍କ୍ ଏବେ ପୌରପାଳିକା ହାତରେ

୧୬ କେଜି ଗଞ୍ଜେଇ ଜବତ: ଚୋରା ଚାଲାଣ ବେଳେ ୨ ଗିରଫ

ଅନୁଗୁଳ: ଅନୁଗୁଳ ପୋଲିସ ଚୋରା ଗଞ୍ଜେଇ ଚାଲାଣ ରୋକିବାରେ ବଡ ସଫଳତା ପାଇଛି। ପୋଲିସ ୧୬ କେଜି ଗଞ୍ଜେଇ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ଦୁଇ ଜଣ ହେଉଛନ୍ତି ଆଠମଲ୍ଲିକ ପୁରୁଣା…

Continue Reading୧୬ କେଜି ଗଞ୍ଜେଇ ଜବତ: ଚୋରା ଚାଲାଣ ବେଳେ ୨ ଗିରଫ

ସହରର ଶୋଭା ବଢ଼ାଉଛି ବୃକ୍ଷ ପେଣ୍ଟିଂ

ଅନୁଗୁଳ: ଅନୁଗୁଳ ପୌରପାଳିକା ପକ୍ଷରୁ ସହର ସାରା ରଙ୍ଗିନ ବିଦ୍ୟୁତ୍ ଆଲୋକ ଲଗାଯିବା ପରେ ଶୋଭା ବର୍ଦ୍ଧନ ପାଇଁ ବୃକ୍ଷ ପେଣ୍ଟିଂ ମଧ୍ୟ କରାଯାଇଛି। ଏହି ପେଣ୍ଟିଂରେ ହାଲୁକା ୱାଟର ବେସ୍ ରଙ୍ଗ ବ୍ୟବହାର କରାଯାଇ ସେଥିରେ ସଡ଼କ ସୁରକ୍ଷା, ପରିବେଶ…

Continue Readingସହରର ଶୋଭା ବଢ଼ାଉଛି ବୃକ୍ଷ ପେଣ୍ଟିଂ

ଭିଜିଲାନ୍ସ ପଞ୍ଝାରେ ସମବାୟ ସମିତିର ପୂର୍ବତନ ସମ୍ପାଦକ: ୩୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ ଅଭିଯୋଗ

ଅନୁଗୁଳ: ସମବାୟ ସମିତିର ଅର୍ଥ ଆତ୍ମସାତ୍ ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜଣେ ପୂର୍ବତନ ସମ୍ପାଦକ। ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ଅନ୍ତର୍ଗତ ଗଡ଼ସନ୍ତ୍ରି ସମବାୟ ସମିତିର ପୂର୍ବତନ ସମ୍ପାଦକ ପତିତପାବନ ମାଝୀଙ୍କୁ କଟକ ଭିଜିଲାନ୍ସ ଗିରଫ କରିଛି। ସେ ବର୍ତ୍ତମାନ…

Continue Readingଭିଜିଲାନ୍ସ ପଞ୍ଝାରେ ସମବାୟ ସମିତିର ପୂର୍ବତନ ସମ୍ପାଦକ: ୩୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ ଅଭିଯୋଗ

ଅନୁଗୁଳ ମହାବିଦ୍ୟାଳୟର ସ୍ନାତକ ଓ ସ୍ନାତକୋତ୍ତର ବିଭାଗର ପରୀକ୍ଷାଫଳ ପ୍ରକାଶିତ,ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ଦିଆଗଲା ସମ୍ବର୍ଦ୍ଧନା

ଅନୁଗୁଳ: ଆଜି ଅନୁଗୁଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ସ୍ନାତକବଓ ସ୍ନାତକୋତ୍ତର ବିଭାଗର ପରୀକ୍ଷା ଫଳ ପ୍ରକାଶିତ। ଏଥିନେଇ ମହାବିଦ୍ୟାଳୟ ପକ୍ଷରୁ ଏକ ସଭା ଆୟୋଜନ କରାଯାଇ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମହାବିଦ୍ୟାଳୟ ଅଧ୍ଯକ୍ଷ ଡ଼ା ବସନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ…

Continue Readingଅନୁଗୁଳ ମହାବିଦ୍ୟାଳୟର ସ୍ନାତକ ଓ ସ୍ନାତକୋତ୍ତର ବିଭାଗର ପରୀକ୍ଷାଫଳ ପ୍ରକାଶିତ,ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ଦିଆଗଲା ସମ୍ବର୍ଦ୍ଧନା

ସହରରେ ଆଉ ଦେଖିବାକୁ ମିଳୁନି “ଜାମୁ”: କିଲୋ ୩ ଶହ

ଅନୁଗୁଳ: ମେ ମାସ ସରିବାକୁ ବସିଲାଣି କିନ୍ତୁ ଅନୁଗୁଳ ବଜାରରେ ଜାମୁ କୋଳି ଆଉ ଆଗ ଭଳି ଦେଖିବାକୁ ମିଳୁନାହିଁ। ଜାମୁ କୋଳି ଯେଭଳି ସୁଆଦିଆ ସେଭଳି ଗୁଣ କାରକ। ଆୟୁର୍ବେଦରେ ଏହାର ବିଭିନ୍ନ ପ୍ରୟୋଗ ବିଧି ରହିଛି। ଜାମୁ ଉଷ୍ଣ…

Continue Readingସହରରେ ଆଉ ଦେଖିବାକୁ ମିଳୁନି “ଜାମୁ”: କିଲୋ ୩ ଶହ

ଲିଚି ପରେ ବଜାରରେ ଏବେ କେମିକାଲ ବୋଳା ସପୁରୀ!

ଅନୁଗୁଳ: ଅନୁଗୁଳ ଓ ନାଲକୋ ଅଞ୍ଚଳରେ ଲିଚିରେ କେମିକାଲ ଦିଆ ଯାଉଥିବା ନେଇ ଅଭିଯୋଗ ହେବା ପରେ ଏବେ କେମିକାଲ ବୋଳା ସପୁରୀ ବିକ୍ରି ନେଇ ଅଭିଯୋଗ ହେଇଛି। ଅନୁଗୁଳ ଡେଲି ମାର୍କେଟ ପ୍ରବେଶ ଦ୍ୱାର ନିକଟରେ ଖୋଲିଥିବା ଫଳ ଦୋକାନୀ…

Continue Readingଲିଚି ପରେ ବଜାରରେ ଏବେ କେମିକାଲ ବୋଳା ସପୁରୀ!

ତତଲା ସହର ପାଇଁ ଜରୁରତ୍ “କୁଲିଙ୍ଗ ସେଣ୍ଟର୍ “

ଅନୁଗୁଳ: ମେ' ମାସ ସରିବାକୁ ବସିଲାଣି, ଅନୁଗୁଳ ସହରର ତାପମାତ୍ରା ୪୨ ରୁ ୪୩ ଡିଗ୍ରୀ ସେଲସିୟସ୍। ଆର୍ଦ୍ରତା ୭୦ ରୁ ୭୫ ପ୍ରତିଶତ। ସକାଳ ୯ ଟାରୁ ଅପରାହ୍ନ ୫ ଟା ଯାଏଁ ଘରୁ ବାହାରି ହେଉନାହିଁ। ଆକାଶରୁ ନିଆଁ…

Continue Readingତତଲା ସହର ପାଇଁ ଜରୁରତ୍ “କୁଲିଙ୍ଗ ସେଣ୍ଟର୍ “