ଅନୁଗୁଳ କଲେଜ୍ରେ କ୍ୟାରିୟର ପରାମର୍ଶ ଓ ନିଯୁକ୍ତି ଶିବିର
ଅନୁଗୁଳ: ଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଗତ ୨୨ ତାରିଖରେ କ୍ୟାରିୟର ପରାମର୍ଶ ଓ ନିଯୁକ୍ତି ଶିବିର ଆୟୋଜିତ ହୋଇଯାଇଛି। ବିଶେଷ କରି ରସାୟନ ବିଜ୍ଞାନ ସ୍ନାତକ ଛାତ୍ରଛାତ୍ରୀଙ୍କ ପାଇଁ ଏହି ଶିବିର ଆୟୋଜନ କରାଯାଇଥିଲା।ସଭା ପ୍ରାରମ୍ଭ ରେ କଲେଜ୍ର ଅଧ୍ୟକ୍ଷ ଡ଼ା…




