କରିଥିଲେ ବିରିଆନି ଆଡ୍ଡା ଭାଙ୍ଗିଦେଲା ପୌରପାଳିକା

You are currently viewing କରିଥିଲେ ବିରିଆନି ଆଡ୍ଡା ଭାଙ୍ଗିଦେଲା ପୌରପାଳିକା

ଅନୁଗୋଳ: ସରକାରୀ ଜାଗାକୁ ଜବର ଦଖଲ କରି କିଛି ଦୋକାନୀ ଖୋଲିଥିଲେ ବିରିଆନି ଆଡ୍ଡା।ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଅନୁଗୋଳ ନିକଟରେ ଏଭଳି ଆଡ୍ଡାକୁ ଭାଙ୍ଗି ସୋନ୍ଦର୍ଯ୍ୟକରଣ  ପ୍ରଥମ ଦ୍ୱାର ଖୋଲିଛି ପୌରପାଳିକା। କିଛି ମାଫିଆ ଏହି ସରକାରୀ ଜାଗାକୁ ଅକ୍ତିଆର କରି କିଛି ଦୋକାନୀଙ୍କୁ ଭଡ଼ାରେ ଦେଇ ବେଶ୍ ହାତ ଚିକ୍କଣ କରୁଥିଲେ।ଅନୁଗୋଳ ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀ ଘଟଣା ସମ୍ପର୍କରେ ଅବଗତ ହେବା ପରେ ଜବର ଦଖଲ ଉଚ୍ଛେଦ କାର୍ଯ୍ୟ କାର୍ଯ୍ୟକାରୀ କରାଇଥିଲେ ।

Share

Leave a Reply