ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ୍ ସ୍ପୋର୍ଟସ ହଷ୍ଟେଲ କଟକ ୨-୦ ରେ ବିଜୟୀ

ଅନୁଗୁଳ: ଓପି ଜିନ୍ଦଲ ଅନୁଗୁଳ କପ୍‌ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଗୁରୁବାର ମ୍ୟାଚରେ କଟକର ସ୍ପୋର୍ଟସ ହଷ୍ଟେଲ ୨-୦ ଗୋଲରେ ଅଷ୍ଟକିଳା କ୍ଳବ୍ ପତାକାକୁ ପରାସ୍ତ କରିଥିଲା। ସିନେ ଅଭିନେତା ଅଶୋକ ଦାସ ଖେଳରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳାଳୀ…

Continue Readingଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ୍ ସ୍ପୋର୍ଟସ ହଷ୍ଟେଲ କଟକ ୨-୦ ରେ ବିଜୟୀ

ରୋଟାରୀ କ୍ଳବ୍ ପରିଚାଳନା ସଙ୍କଟ ନେଇ ସାମ୍ବାଦିକ ସମ୍ମିଳନୀ

ଅନୁଗୁଳ: ଆଜି ଅପରାହ୍ନରେ ରୋଟାରୀ କ୍ଳବ୍‌ ଅନୁଗୁଳ ଓ ରୋଟାରୀ ପବ୍ଲିକ ସ୍କୁଲ ପରିଚାଳନା ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି ସମ୍ମିଳନୀରେ ରୋଟାରୀଆନ ନିଖିଲ ରଞ୍ଜନ ମିଶ୍ର,ଉଲ୍ଲାସ ଚମ୍ପତିରାୟ,ନିର୍ମଳ କୁମାର ମିଶ୍ର ଓ ଅଶୋକ କୁମାର ବେହେରା…

Continue Readingରୋଟାରୀ କ୍ଳବ୍ ପରିଚାଳନା ସଙ୍କଟ ନେଇ ସାମ୍ବାଦିକ ସମ୍ମିଳନୀ

ଡିଇଓ ଅଫିସ ଆଗରେ ଶିକ୍ଷକମାନଙ୍କ ବିକ୍ଷୋଭ

ଅନୁଗୁଳ: ଆଜି ଶତାଧିକ ବ୍ଲକ ଗ୍ରାଣ୍ଟ ଶିକ୍ଷକ ବିଭିନ୍ନ ଦାବି ନେଇ ଅନୁଗୁଳ ଡିଇଓ ଅଫିସ ଆଗରେ ବିକ୍ଷୋଭ ସଭା କରିବା ସହ ସେମାନଙ୍କ ଦାବି ନେଇ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପ୍ରଦାନ କରିଥିଲେ।ଅନୁଦାନରୁ ବଞ୍ଚିତ ଯୋଗ୍ୟ ବିଦ୍ୟାଳୟକୁ…

Continue Readingଡିଇଓ ଅଫିସ ଆଗରେ ଶିକ୍ଷକମାନଙ୍କ ବିକ୍ଷୋଭ

ଓପି ଜିନ୍ଦଲ ଅନୁଗୁଳ କପ୍‌ ଫୁଟବଲ୍ ଅଷ୍ଟକିଳା ପତାକା ୪-୦ ଗୋଲରେ ବିଜୟୀ

ଅନୁଗୁଳ: ଓପି ଜିନ୍ଦଲ ଅନୁଗୁଳ କପ୍‌ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସରେ ଅଷ୍ଟକୀଳା କ୍ଳବ୍‌ ପତାକା ୪-୦ ଗୋଲରେ ପାଲଲହଡ଼ା ଏକାଦଶକୁ ପରାସ୍ତ କରିଥିଲା। ପୂର୍ବତନ ତାମଡ଼ା ଅଧ୍ୟକ୍ଷ ଶକ୍ତି‌ ପ୍ରସାଦ‌ ପଟ୍ଟନାୟକ,ଅବସରପ୍ରାପ୍ତ ପୋଲିସ ଅଧିକାରୀ ଅରୁଣ ଦାସ,ଜିଲ୍ଲା କ୍ରୀଡା ସଂସଦ…

Continue Readingଓପି ଜିନ୍ଦଲ ଅନୁଗୁଳ କପ୍‌ ଫୁଟବଲ୍ ଅଷ୍ଟକିଳା ପତାକା ୪-୦ ଗୋଲରେ ବିଜୟୀ

ମା’ ବାସନ୍ତୀ ଦୁର୍ଗା ପୂଜା ପଡିଆର ସୁରକ୍ଷା ନେଇ ସାହି ବାସୀ ଦେଲେ ସ୍ମାରକ

ଅନୁଗୁଳ: ଆଜି ମା ବାସନ୍ତୀ ଦୁର୍ଗା ପୂଜା କମିଟି, ଅମଲାପଡ଼ା ବାସୀ ଏବଂ ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ପଡିଆର ସୁରକ୍ଷା ନେଇ ଅନୁଗୁଳ ଜିଲ୍ଲାପାଳଙ୍କୁ ଏକ ଦାବୀ ପତ୍ର ଦିଆ ଯାଇଥିଲା। ତାମଡ଼ା ପକ୍ଷରୁ ସେଭ୍ ଦି ଲ୍ୟାଣ୍ଡ ଯୋଜନାରେ…

Continue Readingମା’ ବାସନ୍ତୀ ଦୁର୍ଗା ପୂଜା ପଡିଆର ସୁରକ୍ଷା ନେଇ ସାହି ବାସୀ ଦେଲେ ସ୍ମାରକ

ଅସୁସ୍ଥ ଅଗସ୍ତି ବେହେରାଙ୍କୁ ଭେଟିଲେ ବିଜେପି ଯୁବ ନେତା

ଅନୁଗୁଳ: ଅନୁଗୁଳ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ବିଧାନସଭା ପ୍ରାର୍ଥୀ ତଥା ରାଜ୍ୟ ବିଜେପି କାର୍ଯ୍ୟକାରୀ କମିଟି ସଭ୍ୟ ଅଗସ୍ତି ବେହେରା ଅସୁସ୍ଥ ହୋଇ ଭୁବନେଶ୍ବର ସମ୍‌ ଅଲ୍ଲଟିମେଟ୍‌ରେ ଭର୍ତ୍ତି ହୋଇଥିବା ବେଳେ ଆଜି ତାଙ୍କୁ ଭେଟିଥିଲେ ଅନୁଗୁଳ ଯୁବ ବିଜେପିର ମୁଖପାତ୍ର…

Continue Readingଅସୁସ୍ଥ ଅଗସ୍ତି ବେହେରାଙ୍କୁ ଭେଟିଲେ ବିଜେପି ଯୁବ ନେତା

ବାଜି ରାଉତ ଛାତ୍ରାବାସର ବାଳିକା ଅନ୍ତେବାସୀଙ୍କ ନିମନ୍ତେ ‘ଋତୁବାନ୍ଧବୀ’ କାର୍ଯ୍ୟକ୍ରମ ଆୟୋଜିତ, ମାସିକ ଧର୍ମ ବିଷୟରେ ବୁଝାଇଲେ ବିଶେଷଜ୍ଞ

ଅନୁଗୁଳ: ସର୍ବ ଭାରତୀୟ ଚିକିତ୍ସକ ସଂଘର ଅନୁଗୁଳ ଶାଖା ଓ ମହିଳା ଡାକ୍ତର ଶାଖା ତାଳଚେର -ଅନୁଗୁଳର ସଦସ୍ୟମାନଙ୍କ ଆନୁକୂଲ୍ୟରେ ରବିବାର ବାଜି ରାଉତ ଛାତ୍ରବାସର ବାଳିକା ଅନ୍ତେବାସୀଙ୍କ ନିମନ୍ତେ 'ଋତୁବାନ୍ଧବୀ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଛାତ୍ରୀମାନେ ଡାକ୍ତରମାନଙ୍କ ଠାରୁ ମାସିକ…

Continue Readingବାଜି ରାଉତ ଛାତ୍ରାବାସର ବାଳିକା ଅନ୍ତେବାସୀଙ୍କ ନିମନ୍ତେ ‘ଋତୁବାନ୍ଧବୀ’ କାର୍ଯ୍ୟକ୍ରମ ଆୟୋଜିତ, ମାସିକ ଧର୍ମ ବିଷୟରେ ବୁଝାଇଲେ ବିଶେଷଜ୍ଞ

ଓପି ଜିନ୍ଦଲ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ନାଲକୋକୁ ହରାଇ ଢେ଼ଙ୍କାନାଳ ସେମିଫାଇନାଲରେ

ଅନୁଗୁଳ: ଓପି ଜିନ୍ଦଲ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟର ମଙ୍ଗଳବାର ଦ୍ଵିତୀୟ ଦିବସରେ ନାଲକୋ ଜୁନିଅରକୁ ୩-୧ ଗୋଲରେ ହରାଇ ପୋପୁଲାର୍ କ୍ଳବ୍‌ ଢେ଼ଙ୍କାନାଳ ସେମିଫାଇନାଲକୁ ଉନ୍ନୀତ ହୋଇଛି। ସ୍କୁଲ କ୍ରୀଡା ଅଧିକାରୀ ଭିକାରୀ ବନ୍ଧୁ ସାହୁ ମୁଖ୍ୟ ଅତିଥି ଏବଂ ଜିଲ୍ଲା କ୍ରୀଡା…

Continue Readingଓପି ଜିନ୍ଦଲ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ନାଲକୋକୁ ହରାଇ ଢେ଼ଙ୍କାନାଳ ସେମିଫାଇନାଲରେ

ଫାଇଲେରିଆ ନିରାକରଣ ନେଇ ସାମ୍ବାଦିକ ସମ୍ମିଳନୀ

ଅନୁଗୁଳ: ଫାଇଲେରିଆ ନିରାକରଣ କାର୍ଯ୍ୟକ୍ରମ ଏବଂ ସାମୁହିକ ଔଷଧ ସେବନ ଉପରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭା କକ୍ଷରେ ଆୟୋଜିତ ଏହି ସମ୍ମିଳନୀକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ତ୍ରିଲୋଚନ ପ୍ରଧାନ ଉଦ୍‌ଘାଟନ କରିବା…

Continue Readingଫାଇଲେରିଆ ନିରାକରଣ ନେଇ ସାମ୍ବାଦିକ ସମ୍ମିଳନୀ

ଓପି ଜିନ୍ଦଲ ଅନୁଗୁଳ କପ୍‌ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ଅନୁଗୁଳ: ଆଜି ଅପରାହ୍ନରେ ସ୍ଥାନୀୟ ପିଟିସି ଖେଳ ପଡିଆରେ ଓପି ଜିନ୍ଦଲ ଅନୁଗୁଳ କପ୍‌ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି। ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ତଥା ଜେଏସ୍‌ପି ଫାଉଣ୍ଡେସନ ସହଯୋଗରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟକୁ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ…

Continue Readingଓପି ଜିନ୍ଦଲ ଅନୁଗୁଳ କପ୍‌ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ