ମଞ୍ଚାରେ ଶୋଇଥିଲେ ତଣ୍ଟି କାଟିଦେଲେ ଦୁର୍ବୃତ୍ତ

ଅନୁଗୁଳ: ରବିବାର ରାତିରେ ଅନୁଗୁଳ ଜିଲ୍ଲା ପୁରୁଣା କୋଟ ଥାନା ଓଳାବିର ଗାଁରେ ଏକ ହତ୍ୟାକାଣ୍ଡ ଘଟିଛି। ହତ୍ୟାକାଣ୍ଡର ଶିକାର ହୋଇଥିବା ବ୍ୟକ୍ତି ସେହି ଗାଁର ବିଶ୍ଵନାଥ ବର୍ଗିଆ। ସୂଚନା ଯେ, ବିଶ୍ଵନାଥ ବନ୍ୟଜନ୍ତୁଙ୍କ କବଳରୁ ଫସଲକୁ ରକ୍ଷା କରିବା ପାଇଁ…

Continue Readingମଞ୍ଚାରେ ଶୋଇଥିଲେ ତଣ୍ଟି କାଟିଦେଲେ ଦୁର୍ବୃତ୍ତ

ଭିନୁ ମଙ୍କଡ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ଅନୁଗୁଳର ୩ ଖେଳାଳୀ ମନୋନୀତ

ଅନୁଗୁଳ: ଆସନ୍ତା ଅକ୍ଟୋବର ୧୨ ତାରିଖରୁ ପଣ୍ଡିଚେରୀରେ ଆରମ୍ଭ ହେବାକୁ ଯାଉଥିବା ୧୯ ବର୍ଷରୁ କମ ଜାତୀୟ ଭିନୁ ମଙ୍କଡ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ଅନୁଗୁଳ ଜିଲ୍ଲାର ୩ ଜଣ ଯୁବ ଖେଳାଳୀଙ୍କୁ ମନୋନୀତ କରିଛି। ମନୋନୀତ ଖେଳାଳୀ ମାନେ ହେଲେ…

Continue Readingଭିନୁ ମଙ୍କଡ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ଅନୁଗୁଳର ୩ ଖେଳାଳୀ ମନୋନୀତ

ଗାଙ୍ଗ୍‌ଟକ୍ ବୁଲିବାକୁ ଯାଇ ଫସିଲେ ତିନି ସାଙ୍ଗ

ଅନୁଗୁଳ: ସିକିମର ଗାଙ୍ଗ୍‌ଟକ୍‌ରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ଅନୁଗୁଳର ତିନି ସାଙ୍ଗ ଫସି ଥିବା ଖବର ମିଳିଛି।‌ ମିଳିଥିବା ସୂଚନା ଅନୁସାରେ ଅନୁଗୁଳ ହେମସୁରପଡ଼ାର ଯୁବକ ନୃସିଂହ ମହାନ୍ତି, ରାଜକିଶୋରପଡ଼ାର ତପନ ସାହୁ ଏବଂ ରଧାରମନପଡ଼ାର ବଳଭଦ୍ର ସାହୁ ଅନୁଗୁଳରୁ ସାଲିମାର…

Continue Readingଗାଙ୍ଗ୍‌ଟକ୍ ବୁଲିବାକୁ ଯାଇ ଫସିଲେ ତିନି ସାଙ୍ଗ

ସୂର୍ଯ୍ୟ ଇକୋ ରେସର୍ଟସ ପକ୍ଷରୁ ବନ୍ୟ ପ୍ରାଣୀ ସପ୍ତାହ-୨୦୨୩

ଅନୁଗୁଳ: ୬୯ ତମ ବନ୍ୟ ପ୍ରାଣୀ ସପ୍ତାହ ପାଳନ ଅବସରରେ ଆଜି ସୂର୍ଯ୍ୟ ଇକୋ ରେସର୍ଟସ ପକ୍ଷରୁ ମାଣିକ ଯୋଡ଼ି ଉଚ୍ଚ ବିଦ୍ୟାଳୟ ପରିସରରେ ବନ୍ୟ ପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି। ବନ୍ୟ ପ୍ରାଣୀଙ୍କ ପ୍ରତି ଅନୁକମ୍ପା ପ୍ରଦର୍ଶନ କରିବା ଏବଂ…

Continue Readingସୂର୍ଯ୍ୟ ଇକୋ ରେସର୍ଟସ ପକ୍ଷରୁ ବନ୍ୟ ପ୍ରାଣୀ ସପ୍ତାହ-୨୦୨୩

ରସିକିଆ ଫଳବାଲାର ହରକତ ଦେଖି ହମଲା କଲେ ମହିଳା

ଅନୁଗୁଳ: ଆଜି ଅପରାହ୍ନ ପ୍ରାୟ ସାଢେ଼ ଚାରିଟା ସମୟରେ ନନଭେଜ୍ ମାର୍କେଟ ପାଖ ଗୋପବନ୍ଧୁ ଛକରେ ଜଣେ ରସୀକିଆ ଫଳବାଲାକୁ ମହିଳାଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଥିଲା। ରସିକିଆ ଫଳ ବାଲା ଟି ବିଭିନ୍ନ ସମୟରେ ଫୋନ୍ କରି ମହିଳା ମାନେ…

Continue Readingରସିକିଆ ଫଳବାଲାର ହରକତ ଦେଖି ହମଲା କଲେ ମହିଳା

ପୁସ୍ତକ ସମୀକ୍ଷା: ପଥ ଓ ପଥିକ

ଅନୁଗୁଳ: କବି ଶଶାଙ୍କ ଶେଖର ବାରିକଙ୍କ କବିତା ପୁସ୍ତକ ପଥ ଓ ପଥିକ ଏକ ଅନବଦ୍ୟ କବିତା ପୁସ୍ତକ। ୧୪୦ ଟି କବିତାକୁ ନେଇ ଗୁନ୍ଥା ଯାଇଥିବା ଏହି କବିତାରେ କବିଙ୍କ ସମସାମୟିକ ସ୍ଥିତିର ପ୍ରଭାବ ଦେଖିବାକୁ ମିଳିଛି। ଶ୍ରୀ ଜଗନ୍ନାଥଙ୍କ…

Continue Readingପୁସ୍ତକ ସମୀକ୍ଷା: ପଥ ଓ ପଥିକ

ପୋଲିସ କଲୋନୀ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଅନୁଗୁଳ: ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଶ୍ରୀ ସତ୍ୟ ସାଇ ସେବା ସମିତି ଅନୁଗୁଳ ଶାଖା ପକ୍ଷରୁ ଅନୁଗୁଳ ପୋଲିସ କଲୋନୀରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ "ପ୍ରେମ ତରୁ" ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଡ଼ିଆଇବି ଡିଏସପି…

Continue Readingପୋଲିସ କଲୋନୀ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଅନୁଗୁଳ ନୂତନ ବସଷ୍ଟାଣ୍ଡ ଠାରେ ଓଏସଆରଟିସି ପକ୍ଷରୁ କମ୍ପ୍ୟୁଟର ବୁକିଂ କେନ୍ଦ୍ର ଉଦଘାଟିତ

ଅନୁଗୁଳ: ଆଜି ଅନୁଗୁଳ ନୂତନ ବସଷ୍ଟାଣ୍ଡ ଠାରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ( ଓଏସଆରଟିସି) ର ଏକ କମ୍ପ୍ୟୁଟର ବୁକିଂ କେନ୍ଦ୍ର ଉଦଘାଟିତ ହୋଇଛି। ଅନୁଗୁଳର ମୋଟର ଯାନ ଇନ୍ସପେକ୍ଟର ବିଭୂରଞ୍ଜନ ନାୟକ ଏହାକୁ ଉଦଘାଟନ କରିଛନ୍ତି। ଓଏସଆରଟିସି…

Continue Readingଅନୁଗୁଳ ନୂତନ ବସଷ୍ଟାଣ୍ଡ ଠାରେ ଓଏସଆରଟିସି ପକ୍ଷରୁ କମ୍ପ୍ୟୁଟର ବୁକିଂ କେନ୍ଦ୍ର ଉଦଘାଟିତ

ବାସନ୍ତୀ ଦୁର୍ଗା ପୂଜା ପଡିଆରେ ରକ୍ତଦାନ ଶିବିର

ଅନୁଗୁଳ: ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ ଅବସରରେ ସ୍ଥାନୀୟ ବାସନ୍ତୀ ଦୁର୍ଗାପୂଜା ପଡ଼ିଆରେ ଏକ ରକ୍ତ ଦାନ ଶିବିର ଆୟୋଜିତ ହୋଇଥିଲା।ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ,ସନ୍ଥ ନିରଙ୍କରି ମଣ୍ଡଳ,ଅନୁଗୁଳ ଶାଖା ଏବଂ ବାସନ୍ତୀ ଦୁର୍ଗାପୂଜା କମିଟି ପକ୍ଷରୁ ଆୟୋଜିତ ଏହି…

Continue Readingବାସନ୍ତୀ ଦୁର୍ଗା ପୂଜା ପଡିଆରେ ରକ୍ତଦାନ ଶିବିର

ଲକ୍ଷ୍ମୀ ବଜାର ପୂଜା କମିଟିର ନୂତନ କର୍ମକର୍ତ୍ତା

ଅନୁଗୁଳ: ଅନୁଗୁଳ ଗଜଲକ୍ଷ୍ମୀ ପୁଜା କମିଟି ଲକ୍ଷ୍ମୀ ବଜାରର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଧର୍ମଶାଳାରେ ଆୟୋଜିତ ଏହି ବୈଠକରେ ଗତ ବର୍ଷ ପୂଜାର ଆୟବ୍ୟୟ ଏବଂ ଚଳିତ ପୂଜା ନେଇ ପ୍ରସ୍ତୁତି ଉପରେ ଆଲୋଚନା ହୋଇଥିଲା।…

Continue Readingଲକ୍ଷ୍ମୀ ବଜାର ପୂଜା କମିଟିର ନୂତନ କର୍ମକର୍ତ୍ତା