୫ ଦଫା ଦାବି ନେଇ ଜେଲ କର୍ମଚାରୀ ଙ୍କ ସ୍ମାରକପତ୍ର
ଅନୁଗୁଳ: ଅଲ୍ ଓଡ଼ିଶା ଜେଲ କର୍ମଚାରୀ ସଂଘ,ଅନୁଗୁଳ ସବ କମିଟି ପକ୍ଷରୁ ପାଞ୍ଚ ଦଫା ଦାବୀ ନେଇ ଅଧିକ୍ଷକ ଅନୁଗୁଳ କାରାଗାରଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପ୍ରଦାନ କରିଛନ୍ତି। ୱାଡ଼ର୍ ମାନଙ୍କ ଗ୍ରେଡ ପେ' ୧୯୦୦ ରୁ ୨୦୦୦ କରିବା,ଚିଫ ୱାର୍ଡରଙ୍କ…
ଅନୁଗୁଳ: ଅଲ୍ ଓଡ଼ିଶା ଜେଲ କର୍ମଚାରୀ ସଂଘ,ଅନୁଗୁଳ ସବ କମିଟି ପକ୍ଷରୁ ପାଞ୍ଚ ଦଫା ଦାବୀ ନେଇ ଅଧିକ୍ଷକ ଅନୁଗୁଳ କାରାଗାରଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପ୍ରଦାନ କରିଛନ୍ତି। ୱାଡ଼ର୍ ମାନଙ୍କ ଗ୍ରେଡ ପେ' ୧୯୦୦ ରୁ ୨୦୦୦ କରିବା,ଚିଫ ୱାର୍ଡରଙ୍କ…
ଅନୁଗୁଳ: ମଙ୍ଗଳବାର ଅନୁଗୁଳର ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ଏବଂ ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ମଧ୍ୟରେ ଏକ ବହୁମୁଖୀ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। "ନାକ" ମାନ୍ୟତା ତଥା ଉଭୟ ଶିକ୍ଷାନୁଷ୍ଠାନର ଉଚ୍ଚତର ଭାଗିଦାରିତା ପାଇଁ ଉଦ୍ଦିଷ୍ଟ ଏହି…
ଅନୁଗୁଳ: ଟିଉସନ୍ ରୁ ଫେରୁଥିବା ଝିଅ ପିଲାଙ୍କୁ କମେଣ୍ଟ ମାରିବା ସହ ଟେକା ଫିଙ୍ଗୁଥିବା କିଛି ଯୁବକଙ୍କ ଆକ୍ରମଣରେ ଜଣେ ଗୁରୁତର ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ସ୍ଥାନୀୟ ରାଣିଗୋଡା ଗାଁରେ ଏ ଭଳି ଘଟଣା ଘଟିଛି। ଟିଉସନ୍ ରୁ ଫେରୁଥିବା…
ଅନୁଗୁଳ: କୁମଣ୍ଡ ଜରସିଂହା ଉଚ୍ଚ ବିଦୟାଳୟ ଠାରେ ଜିଲ୍ଲା ସ୍ତରୀୟ ସ୍କୁଲ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଅଜୟ କୁମାର ପାତ୍ର ମୁଖ୍ୟ ଅତିଥି ରୂପେ ଏହାକୁ ଉଦଘାଟନ କରିଥିଲେ। ହରିଶ୍ଚନ୍ଦ୍ର ନାଟକ ଦେଖିବା ପରେ…
ଅନୁଗୁଳ: ପଶ୍ଚିମ ଓଡ଼ିଶାରେ ଆତଙ୍କ ସୃଷ୍ଟି କରୁଥିବା ସ୍କ୍ରବ୍ ଟାଇଫସ ରୋଗରେ ୧୩ ଜଣ ଆକ୍ରାନ୍ତ ହେବା ପରେ ଏହା ସାଧାରଣରେ ଆତଙ୍କ ସୃଷ୍ଟି କରିଛି। ଜ୍ଵର,ମୁଣ୍ଡ ବିନ୍ଧା ସହ ସାଧାରଣ ଟାଇଫଡ ରୋଗର ଲକ୍ଷଣ ଦେଖା ଦେଇଥାଏ। ଅସଲରେ ଏହା…
ଅନୁଗୁଳ: ସ୍ଥାନୀୟ ବସଲା ଓ ଫୁଲପଡ଼ା ପଞ୍ଚାୟତରେ "ମୋ ମାଟି ମୋ ଦେଶ" ଅଭିଯାନ ଆୟୋଜିତ ହୋଇଛି, ଓଡିଶା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଜ୍ୟ ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଗ୍ରାମର ଘର ଘର…
ଅନୁଗୁଳ: ଅନୁଗୁଳ ପୋଲିସ ଟ୍ରେନିଂ କଲେଜର ୮୬ତମ ପ୍ରତିଷ୍ଠା ଦିବସ ଅବସରରେ ଏକ ମେଗା ରକ୍ତ ଦାନ ଶିବିର ଆୟୋଜିତ ହୋଇଥିଲା। ପିଟିସି ହଲରେ ଆୟୋଜିତ ଏହି ଶିବିରକୁ କଲେଜର ପ୍ରିଂଶିପାଲ ଜୟ ନାରାୟଣ ପଙ୍କଜ ଉଦଘାଟନ କରି ରକ୍ତଦାନ ମହତ୍…
ଅନୁଗୁଳ: ଆସନ୍ତା ୧୦ ତାରିଖରୁ ସ୍ଥାନୀୟ ସଭାଘର ମଞ୍ଚରେ ଭାରତର ସୁନାମଧନ୍ୟ ଯାଦୁକର ବାଦଶାହ ଖାନଙ୍କ ଆକର୍ଷଣୀୟ ଯାଦୁ ଖେଳ ଉଦଘାଟିତ ହେବ। ଅନୁଗୁଳ ରେଡକ୍ରସ ପାଣ୍ଠି ବୃଦ୍ଧି ପାଇଁ ଜିଲ୍ଲା ପ୍ରଶାସନ ସହଯୋଗରେ ଏହି ଯାଦୁ ଖେଳ ଆୟୋଜିତ ହେଉଛି।…
ଅନୁଗୁଳ: ଅନୁଗୁଳ ଜିଲ୍ଲା ସାନହୁଲା ପଞ୍ଚାୟତ ଅନ୍ତର୍ଗତ ମିଣ୍ଡୋଳ ଗାଁର ପୁରୁଷୋତ୍ତମ ନାୟକଙ୍କ ସତର ବର୍ଷର ପୁଅ ସାରଥୀ ନାୟକ ଏକ ବିରଳ ନାକ ରୋଗରେ ପୀଡିତ। ବାପା-ମା ମୁଲ ଲାଗି ପରିବାର ଚଳାନ୍ତି। ଗତ ଦୁଇ ବର୍ଷ ହେଲା ସାରଥୀଙ୍କ…
ଅନୁଗୁଳ: ଶିମିଳିପଡ଼ା ସ୍ଥିତ ଲିଟିଲ୍ ହାର୍ଟସ ଟଡଲର୍ସ ଏକାଡେମୀରେ ନନ୍ଦ ଉତ୍ସବ ପାଳିତ ହୋଇଯାଇଛି। ଏ ଅବସରରେ ସ୍କୁଲର ପ୍ରିନସ୍ପାଲ ଶ୍ରୀମତୀ ଜ୍ୟୋତି ଗୋହିଲ ପିଲାମାନଙ୍କୁ ଭାରତୀୟ ସଂସ୍କୃତିରେ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବର ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ। ଏହାପରେ…