ଟ୍ରେଡ ୟୁନିଅନ କେନ୍ଦ୍ରର ଦାବି: ଅନୁଗୁଳରେ ଲାଗୁ ହେଉ କେନ୍ଦ୍ରୀୟ ଟ୍ରେଡ ୟୁନିଅନ୍ ଓ ସ୍ଵାଧୀନ ଫେଡେରେସନର ନିଷ୍ପତ୍ତି
ଅନୁଗୁଳ : ଭାରତର ଟ୍ରେଡ ୟୁନିଅନ କେନ୍ଦ୍ର ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏ ଅବସରରେ କେନ୍ଦ୍ର ସରକାରଙ୍କର ଦେଶ ବିରୋଧ, ଶ୍ରମିକ ଓ ଜନ ବିରୋଧୀ ନୀତି ବିରୋଧରେ କେନ୍ଦ୍ରୀୟ ଟ୍ରେଡ ୟୁନିଅନ୍ ଓ…
