ପୁରୁଣା ଷ୍ଟାଣ୍ଡରେ ପୌରପାଳିକାର ଚଢ଼ାଉ ୨୬୩୦୦ ଟଙ୍କା ଫାଇନ ଆଦାୟ

ଅନୁଗୁଳ: ଆଜି ଅନୁଗୁଳ ପୌରପାଳିକା ପକ୍ଷରୁ ପୁରୁଣା ବସ୍‌ ଷ୍ଟାଣ୍ଡ ଓ ଏହାର ଆଖପାଖ ଅଞ୍ଚଳରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ପଲିଥିନ ଜରି ଓ ଥର୍ମୋକୁଲ ଥାଳି ତାଟିଆ ଜବତ କରାଯାଇଥିଲା ହୋଟେଲ,ରାସନ୍‌ ଦୋକାନ ଓ ଭେରାଇଟି ଷ୍ଟୋର ଗୁଡିକରେ…

Continue Readingପୁରୁଣା ଷ୍ଟାଣ୍ଡରେ ପୌରପାଳିକାର ଚଢ଼ାଉ ୨୬୩୦୦ ଟଙ୍କା ଫାଇନ ଆଦାୟ

ନୀଳମଣି ଦାସଙ୍କୁ ମିଳିବ ମୁକୁନ୍ଦ ବରାଳ ସ୍ମାରକୀ କ୍ରୀଡା ଗୁରୁ ସମ୍ମାନ

ଅନୁଗୁଳ: ଆସନ୍ତା ଆଠ ତାରିଖରେ ଭୁବନେଶ୍ଵର ଜୟଦେବ ଭବନ ଠାରେ ମୁକୁନ୍ଦ ବରାଳ କ୍ରୀଡା ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହେବ। ରାଜ୍ୟର ବଛା ବଛା କ୍ରୀଡା ପ୍ରତିଭା ମାନଙ୍କୁ ସେଠାରେ ସମ୍ବର୍ଦ୍ଧିତ କରାଯିବ। ଅନୁଗୁଳର ବିଶିଷ୍ଟ କ୍ରୀଡାବିତ ନୀଳମଣି ଦାସଙ୍କୁ…

Continue Readingନୀଳମଣି ଦାସଙ୍କୁ ମିଳିବ ମୁକୁନ୍ଦ ବରାଳ ସ୍ମାରକୀ କ୍ରୀଡା ଗୁରୁ ସମ୍ମାନ

ମାଡ଼ି ଆସୁଚି ଡେଙ୍ଗୁ ସାବଧାନ!

ଅନୁଗୁଳ: ବର୍ଷା ନ ଆସୁଣୁ ଓଡ଼ିଶାରେ ଡେଙ୍ଗୁ ଡରାଇଲାଣି। ଏକ ରିପୋର୍ଟ ଅନୁସାରେ ଓଡ଼ିଶାରେ ବର୍ତ୍ତମାନ ୧୭୫ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି।ସେଥିମଧ୍ୟରୁ କେବଳ ଭୁବନେଶ୍ୱରରେ ୯୨ ଜଣ ଚିହ୍ନଟ ହୋଇଛନ୍ତି।ଏହାବାଦ ଯାଜପୁର,ବାଲେଶ୍ଵର,କଟକ,ପୁରୀ,ଜଗତସିଂହପୁର,ଝାରସୁଗୁଡ଼ା,ଢେଙ୍କାନା ଆଦି ଜିଲ୍ଲାରେ ଡେଙ୍ଗୁ ରୋଗୀ ଠାବ କରାଯାଇସାରିଲାଣି।…

Continue Readingମାଡ଼ି ଆସୁଚି ଡେଙ୍ଗୁ ସାବଧାନ!

ପାଣିରେ ବୁଡ଼ି ଶିଶୁ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଗଞ୍ଜଡ଼ା ଗାଁର ଜେହବ ଚନ୍ଦ୍ର ସାହୁଙ୍କ ସାତ ବର୍ଷର ଝିଅ ସୋନାଲି ସାହୁ ଆଜି ପାଣିରେ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି। ଆଜି ରବିବାର ସ୍କୁଲ ଛୁଟି ଥିବାରୁ ଦିନ ବେଳା ସୋନାଲି ଏକୁଟିଆ…

Continue Readingପାଣିରେ ବୁଡ଼ି ଶିଶୁ ମୃତ

ପୁଅକୁ ଭେଟି ପାରିଲେନି ଟ୍ରକ ଧକ୍କାରେ ବାପା-ମା ମୃତ

ଅନୁଗୁଳ: ଆଜି ଅନୁଗୁଳ ୫୫ ନମ୍ୱର୍ ଜାତୀୟ ରାଜପଥରେ ପୁଣି ଦୁଇଟି ମୁଣ୍ଡ ଗଡିଚି।ବେଆଇନ ପାର୍କିଂ ଯୋଗୁଁ ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇଜଣଙ୍କର ପ୍ରାଣହାନି ଘଟିଛି।ସଦର ଥାନା ଅନ୍ତର୍ଗତ କରଡ଼ା ଗାଡିଆ ତେଲ ଟାଙ୍କି ପାଖରେ ଏହି ଦୁର୍ଘଟଣା ଘଟିଛି ବଡକେରା ପାଖ…

Continue Readingପୁଅକୁ ଭେଟି ପାରିଲେନି ଟ୍ରକ ଧକ୍କାରେ ବାପା-ମା ମୃତ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସକ ଦିବସ

ଅନୁଗୁଳ: ଆଜି ପୂର୍ବାହ୍ନ ରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତଦାନ ଭବନରେ ଚିକିତ୍ସକ ଦିବସ ଅବସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା ତ୍ରିଲୋଚନ ପ୍ରଧାନ ଏହି ଶିବିରକୁ…

Continue Readingଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସକ ଦିବସ

ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ସାମୁହିକ ଅବସର ସମ୍ବର୍ଦ୍ଧନା

ଅନୁଗୁଳ: ଆଜି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ଶିକ୍ଷକ ଓ ନନ୍‌ ଟିଚିଂ ଷ୍ଟାଫ୍‌ଙ୍କୁ ମିଶାଇ ୧୧ ଜଣଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ, ଏଡିଇଓ ପ୍ରତିଭା ବାରିକ,ଅଜୟ କୁମାର ପାତ୍ର,ବିଜ୍ଞାନ ପର୍ଯ୍ୟବେକ୍ଷକ ଅମ୍ବୁଜ ଗଡ଼ନାୟକ…

Continue Readingଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ସାମୁହିକ ଅବସର ସମ୍ବର୍ଦ୍ଧନା

ସୁନା ବେଶରେ ଝଟକିଲେ ଚତୁର୍ଦ୍ଧା ମୂର୍ତ୍ତି

ଅନୁଗୁଳ: ଶ୍ରୀମନ୍ଦିରରେ ବର୍ଷକରେ ପାଞ୍ଚଥର ସୁନା ବେଶ୍ ହୁଏ,ଚାରି ଥର ରତ୍ନ ମଣ୍ଡପରେ ଏବଂ ଗୋଟିଏ ଥର ବାହୁଡା଼ ପର ଦିନ ରଥ ଉପରେ ଅନୁଷ୍ଠିତ ହୋଇଥାଏ। ଆଜି ଏହି ଉତ୍ସବକୁ ଶାନ୍ତି ଶୃଙ୍ଖଳାର ଶହ ସମ୍ପନ୍ନ କରିବା ପାଇଁ ମନ୍ଦିର…

Continue Readingସୁନା ବେଶରେ ଝଟକିଲେ ଚତୁର୍ଦ୍ଧା ମୂର୍ତ୍ତି

ଅନୁଗୁଳ ଟାଉନରେ ହେବ ୪ ନୂଆଁ କଲ୍ୟାଣ ମଣ୍ଡପ

ଅନୁଗୁଳ: ଅନୁଗୁଳ ଟାଉନ ଭିତରେ ବାହାଘର, ବ୍ରତ ଓ ଶ୍ରାଦ୍ଧ ଉତ୍ସବ ତଥା ବିଭିନ୍ନ ସଭା ସମିତି କରିବା ପାଇଁ ମଣ୍ଡପର ବିଶେଷ ଆବଶ୍ୟକତା ଥିବାରୁ ଅନୁଗୁଳ ପୌରପାଳିକା ପକ୍ଷରୁ ଚାରି ଗୋଟି କଲ୍ୟାଣ ମଣ୍ଡପ ନିର୍ମାଣ କରାଯିବାକୁ ନିଷ୍ପତ୍ତି ନିଆ…

Continue Readingଅନୁଗୁଳ ଟାଉନରେ ହେବ ୪ ନୂଆଁ କଲ୍ୟାଣ ମଣ୍ଡପ

ଖବରକାଗଜ ବିତରକଙ୍କ ପରଲୋକ

ଅନୁଗୁଳ: ଅନୁଗୁଳ ଖବରକାଗଜ ବିତରକ ସଂଘର ବରିଷ୍ଠ ସଦସ୍ୟ ରମେଶ ଚନ୍ଦ୍ର ବିଶ୍ବାଳଙ୍କ ଗତ ବୁଧବାର ରାତିରେ ପରଲୋକ ଘଟିଛି। ବଲାସୀଙ୍ଗା ବାଲିସାହି ଗାଁର ରମେଶ କିଛି ଦିନ ଧରି କିଡନୀ ସମସ୍ୟାରେ ପୀଡ଼ିତ ଥିଲେ। ଗତ ବୁଧବାର ଅବସ୍ଥା ଗୁରୁତର…

Continue Readingଖବରକାଗଜ ବିତରକଙ୍କ ପରଲୋକ