ହେରା ପଞ୍ଚମୀ: ନନ୍ଦିଘୋଷରୁ କାଠ ଭାଙ୍ଗି ଶ୍ରୀମନ୍ଦିର ବାହୁଡ଼ିଲେ ଲକ୍ଷ୍ମୀ
ଅନୁଗୁଳ: ଶ୍ରୀ ଜଗନ୍ନାଥ ସଂସ୍କୃତିରେ ଭଗବାନଙ୍କ ମାନବୀୟ ଲୀଳା ଖେଳାର ସ୍ଵତନ୍ତ୍ର ଗୁରୁତ୍ଵ ରହିଛି। ହେରା ପଞ୍ଚମୀ ଜଗନ୍ନାଥ ସଂସ୍କୃତିର ଅନ୍ୟତମ ନୀତି।ଏ ପରିପ୍ରେକ୍ଷୀରେ ଗୁଣ୍ଡିଚା ଯାତ୍ରା ଦିନ ଜଗନ୍ନାଥ ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସାଥିରେ ନେଇ ମାଉସୀ…
