ଆଦାନୀ ଓ ପ୍ରଧାନମନ୍ତ୍ରୀ ଙ୍କ ମଧୁଚନ୍ଦ୍ରିକା ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ଅନୁଗୁଳ: ଆଜି ଅପରାହ୍ନରେ ସ୍ଥାନୀୟ ଏକ ହୋଟେଲରେ ଅନୁଗୋଳ ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦି ଏବଂ ଆଦାନୀ ମଧ୍ୟରେ ଥିବା ମଧୂଚନ୍ଦ୍ରିକା ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଆଡଭୋକେଟ ଗୋପାଳ ନାଥଙ୍କ ସଭାପତିତ୍ଵରେ ଆୟୋଜିତ ଏହି ବୈଠକରେ…

Continue Readingଆଦାନୀ ଓ ପ୍ରଧାନମନ୍ତ୍ରୀ ଙ୍କ ମଧୁଚନ୍ଦ୍ରିକା ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ମାର୍ଚ୍ଚ ୧୫ରେ ନୂଆ ବସ୍ ଷ୍ଟାଣ୍ଡ କାର୍ଯ୍ୟକାରୀ ହେବ!

ଅନୁଗୁଳ: ସ୍ଥାନୀୟ ତାମ୍ରିତ୍ କଲୋନୀ ବା ୱାର୍ଡ ନମ୍ବର ୧୫ରେ ପିପିପି ମୋଡରେ ନିର୍ମାଣ ହୋଇଥିବା ନୂଆ ବସ୍ ଷ୍ଟାଣ୍ଡ ଆସନ୍ତା ମାର୍ଚ୍ଚ ୧୫ ତାରିଖରେ କାର୍ଯ୍ୟକାରୀ ହେବ ବୋଲି ଜଣାପଡ଼ିଛି। ଏଥି ନେଇ ଅନୁଗୁଳ ପୌରପାଳିକା ପକ୍ଷରୁ ଅନୁଗୁଳ ବସ୍…

Continue Readingମାର୍ଚ୍ଚ ୧୫ରେ ନୂଆ ବସ୍ ଷ୍ଟାଣ୍ଡ କାର୍ଯ୍ୟକାରୀ ହେବ!

ସମର କଳା ପ୍ରତିଯୋଗିତାରେ ଅନୁଗୁଳ ଜିଲ୍ଲାକୁ ୭ ପଦକ

ଅନୁଗୁଳ: ଚଳିତ ମାସ ୧୬ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସ୍ତରୀୟ ସ୍କୁଲ୍ ସମୂହ ସମର କଳା (ସ୍କୋଏ) ପ୍ରତିଯୋଗିତା କଟକର ସହିଦ୍ ସେମିନାର ସ୍କୁଲ୍ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଅନୁଗୁଳ ଜିଲ୍ଲାରୁ ବାଳକ…

Continue Readingସମର କଳା ପ୍ରତିଯୋଗିତାରେ ଅନୁଗୁଳ ଜିଲ୍ଲାକୁ ୭ ପଦକ

ଜାଗର ଯାତ୍ରା ହେଲା ମହା ଯାତ୍ରା: ସଡକ ଦୁର୍ଘଟଣାରେ ୩ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଖାଲଗାଁ ମୋଡ ରାସ୍ତାରେ ଶନିବାର ରାତି ପ୍ରାୟ ୧୧:୪୫ ବେଳେ ଏକ ଅଟୋକୁ ଅଜଣା ଗାଡ଼ି ଧକ୍କା ଦେବା ଫଳରେ ଆରୋହୀଙ୍କ ସମେତ ଅଟୋରେ ଥିବା ପାଞ୍ଚ ଜଣଙ୍କ ମଧ୍ୟରୁ ତିନି ଜଣଙ୍କ…

Continue Readingଜାଗର ଯାତ୍ରା ହେଲା ମହା ଯାତ୍ରା: ସଡକ ଦୁର୍ଘଟଣାରେ ୩ ମୃତ

ଅନୁଗୁଳ ଟ୍ରକ ମାଲିକ ସଂଘର ଜରୁରୀ ବୈଠକ, ନିର୍ବାଚନ ପାଇଁ ସୁନା କଏନ ଥୋପ !!

ଅନୁଗୁଳ: ଅନୁଗୁଳ ଟ୍ରକ ମାଲିକ ସଂଘର ଏକ ଜରୁରୀ ବୈଠକ ଆଜି ହୋଟେଲ ଦୁର୍ଗା ଠାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସଂଘର ଅନେକ ପ୍ରତିଷ୍ଠାତା ସଦସ୍ୟ ଯୋଗ ଦେଇଥିଲେ। ସଭା ଆରମ୍ଭରେ ସଦସ୍ୟମାନେ ମୁଷ୍ଟିମେୟ କର୍ମକର୍ତ୍ତା ସଂଘକୁ ନିଜ ସ୍ୱାର୍ଥ…

Continue Readingଅନୁଗୁଳ ଟ୍ରକ ମାଲିକ ସଂଘର ଜରୁରୀ ବୈଠକ, ନିର୍ବାଚନ ପାଇଁ ସୁନା କଏନ ଥୋପ !!

ଭାଲେଣ୍ଟାଇଁନ ଡେ’ ମହଙ୍ଗା ପଡିଲା: ଚପଲ ମାଡ଼ରେ ଦୋକାନୀ ଘାୟଲ

ଅନୁଗୁଳ: ଅନୁଗୁଳ ସଭାଘର ନିକଟରେ ଦୀର୍ଘଦିନ ହେଲା ଟୋପି ରୁମାଲ ବେଲଟ ଆଦି ବିକୁଥିବା ଦୋକାନୀ ଜଣକର ବେଳା ଆଜି ଭଲ ନଥିଲା ବୋଧ ହୁଏ। ଦୋକାନୀର ଟିକେ ଦୋଷ ମଧ୍ୟ ଅଛି। ମଉକା ଦେଖି ଝିଅ ବୋହୂଙ୍କୁ କମେଣ୍ଟ ମାରିବା…

Continue Readingଭାଲେଣ୍ଟାଇଁନ ଡେ’ ମହଙ୍ଗା ପଡିଲା: ଚପଲ ମାଡ଼ରେ ଦୋକାନୀ ଘାୟଲ

ରାଜ୍ୟ ସ୍ତରୀୟ ୧୭ ବର୍ଷରୁ କମ୍ (ବାଳକ ବାଳିକା) କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସଦର ମହକୁମାରେ ଚାଲିଥିବା ଓଡିଶା ରାଜ୍ୟ ବିଦ୍ୟାଳୟ ସମୁହର କ୍ରିକେଟ ଟୁର୍ଣ୍ଣାମେଣ୍ଟ(୧୭ବର୍ଷରୁ କମ୍ ବାଳକ ବାଳିକା) ୨୦୨୨-୨୩ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଆଜି ଅପରାହ୍ନରେ ଅନୁଗୁଳ କଦମ୍ ପଡିଆଠାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ…

Continue Readingରାଜ୍ୟ ସ୍ତରୀୟ ୧୭ ବର୍ଷରୁ କମ୍ (ବାଳକ ବାଳିକା) କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଛୋଟ ଦୋକାନୀ ସାବଧାନ: ଫୋନ ପେ’ରେ ସ୍ମାର୍ଟ ଠକ ମାତିଛନ୍ତି

ଅନୁଗୁଳ: ବେଶ ପୋଷାକରେ ବେଶ ଶିକ୍ଷିତ ଜଣା ପଡ଼ୁଛନ୍ତି, କଥା ମାର୍ଜିତ କିନ୍ତୁ ମନବୃତ୍ତି ହେଲା ଠକିବା। ସୋମବାର ସନ୍ଧ୍ୟାରେ ଅନୁଗୁଳ ସଂଜୀବନୀ ମାର୍କେଟରେ ଥିବା ଲାଲଟୁ ଭାଇଙ୍କ ଚା' ପକୁଡ଼ି ଦୋକାନରେ ପହଞ୍ଚିଲେ ଜଣେ ଦମ୍ପତ୍ତି। ଭିଡ଼ ଦେଖି ୫୦…

Continue Readingଛୋଟ ଦୋକାନୀ ସାବଧାନ: ଫୋନ ପେ’ରେ ସ୍ମାର୍ଟ ଠକ ମାତିଛନ୍ତି

୧୭ ବର୍ଷରୁ କମ ରାଜ୍ୟସ୍ତରୀୟ କ୍ରିକେଟ୍

ଅନୁଗୁଳ: ୧୭ବର୍ଷରୁ କମ ରାଜ୍ୟସ୍ତରୀୟ କ୍ରିକେଟ୍ ପ୍ରତିଯୋଗିତାର ଚତୁର୍ଥ ଦିବସରେ ନକ ଆଉଟ୍ ଭିତ୍ତିରେ ଖେଳ ହୋଇଥିଲା।ଏଥିରେ ବଲାଙ୍ଗୀର ଗଞ୍ଜାମକୁ,ମାଲକାନଗିରି ଢେ଼ଙ୍କାନାଳକୁ,ବଲାଙ୍ଗୀର କେଉଁଝରକୁ, ସୁନ୍ଦରଗଡ଼ ମାଲକାନଗିରିକୁ,ବରଗଡ଼ ମୟୂରଭଞ୍ଜକୁ ହରାଇଥିଲା। ସେହିଭଳି ଭୁବନେଶ୍ବର ଭଦ୍ରକକୁ,ବଲାଙ୍ଗୀର ଭୁବନେଶ୍ବରକୁ, ବଲାଙ୍ଗୀର ଗଞ୍ଜାମକୁ, ମାଲକାନଗିରି ଢେ଼ଙ୍କାନାଳକୁ,ବାଲେଶ୍ବର କେଉଁଝରକୁ,…

Continue Reading୧୭ ବର୍ଷରୁ କମ ରାଜ୍ୟସ୍ତରୀୟ କ୍ରିକେଟ୍

ହସ୍ପିଟାଲରେ ଗୁଟଖା ଖାଇ ହଟହଟା ହେଲେ ଯୁବକ

ଅନୁଗୁଳ: ସୋମବାର ସମୟ ପ୍ରାୟ ସାଢେ଼ ଦଶଟା ବେଳେ ଅନୁଗୁଳ ମେଡ଼ିକାଲ ଭିତରେ ଥିବା କାଜୁଆଲିଟିରେ ବେଶ ଭିଡ଼ ଥାଏ। ଧାଡ଼ିରେ ଥିବା ଜଣେ ଯୁବକ ଗୁଟଖା ଖାଇ ଥୁ, ଥା କରୁଥାନ୍ତି। ଏହି ସମୟରେ ନୂଆ ଜଏନ କରିଥିବା ଜଣେ…

Continue Readingହସ୍ପିଟାଲରେ ଗୁଟଖା ଖାଇ ହଟହଟା ହେଲେ ଯୁବକ