କ୍ରୀଡା ସଂସଦର ପୂର୍ବତନ ସମ୍ପାଦକ ଦୁର୍ଘଟଣାରେ ଗୁରୁତର
ଅନୁଗୁଳ: ଅନୁଗୁଳ ଜିଲ୍ଲା କ୍ରୀଡା ସଂସଦର ପୂର୍ବତନ ସମ୍ପାଦକ ନୀଳମଣି ରାଉତ ଗତ ଶନିବାର ରାତିରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ରାତି ପ୍ରାୟ ଦଶଟା ସମୟରେ କଲେଜ ଛକ ପଟୁ ବସ୍ ଷ୍ଟାଣ୍ଡ ଆଡ଼କୁ ଆସୁଥିିବା ବେଳେ…
ଅନୁଗୁଳ: ଅନୁଗୁଳ ଜିଲ୍ଲା କ୍ରୀଡା ସଂସଦର ପୂର୍ବତନ ସମ୍ପାଦକ ନୀଳମଣି ରାଉତ ଗତ ଶନିବାର ରାତିରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ରାତି ପ୍ରାୟ ଦଶଟା ସମୟରେ କଲେଜ ଛକ ପଟୁ ବସ୍ ଷ୍ଟାଣ୍ଡ ଆଡ଼କୁ ଆସୁଥିିବା ବେଳେ…
ଅନୁଗୁଳ: ଚଳିତ ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମହାପ୍ରଭୁଙ୍କ ଘୋଷ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଆୟୋଜିତ ହୋଇଛି। ଶୈଳ ଶ୍ରୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚା ଯାତ୍ରା ଓ ବାହୁଡା…
ଅନୁଗୁଳ: ଯୁବନେତା ସୌମ୍ୟରଂଜନ ସାହୁ ଭାରତୀୟ ଜନତା ଯୁବ ମୋର୍ଚ୍ଚା ମିଡିଆ ସେଲର ଦାୟିତ୍ୱ ତଥା ମୁଖପାତ୍ର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।ଜିଲ୍ଲା ସଭାପତି ସୁଦୀପ୍ତ ସ୍ୱାଇଁ ଏଥିନେଇ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି।ଶ୍ରୀ ସାହୁ ଏଥି ପୂର୍ବରୁ କଂଗ୍ରେସ…
ଅନୁଗୁଳ: ଆୟୋଜକ ନାହାନ୍ତି,ଗେଷ୍ଟ କେହି ନାହିଁ,ବ୍ଲଡ଼ ବ୍ୟାଙ୍କ କର୍ମଚାରି ହଠାତ ରକ୍ତଦାନ କ୍ୟାମ୍ପ ନା ଶୁଣି କୁନ୍ଥୁକୁନ୍ଥୁ ତଥାପି କିଛି ସ୍ବେଛାସେବୀ ଆଜି ସକାଳେ ଅଣ୍ଟା ଭିଡ଼ିଲେ ବାହନଗା ଟ୍ରେନ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ପାଇଁ ଏକ ରକ୍ତଦାନ ଶିବିର ଆୟୋଜିତ…
ସମ୍ବଲପୁର: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଉତ୍କଳ-ସି କୋଲ ବ୍ଲକ ନିମନ୍ତେ ପୁନର୍ବାସ ଏବଂ ପୁନଃ-ଥଇଥାନ ପରାମର୍ଶଦାତା କମିଟି (ଆରପିଡିଏସି) ବୈଠକ ସମ୍ବଲପୁର ଠାରେ ଆରଡିସି ଡଃ ସୁରେଶ ଚନ୍ଦ୍ର ଦଳେଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଛି। ବୈଠକରେ ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ…
ଅନୁଗୁଳ: ଗ୍ରେଡ ପେ ଓ ସ୍କେଲ ବୃଦ୍ଧି ଦାବିରେ ସାରା ରାଜ୍ୟରେ ଅମଲାମାନେ ଧାରଣାରେ ବସିଛନ୍ତି। ଅନୁଗୁଳ ଜିଲ୍ଲାର ଅମଲା ସଂଘ ମଧ୍ୟ ଏହି ଧାରଣାରେ ସାମିଲ ହୋଇଛନ୍ତି। ଏ ଅବସରରେ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ ଜଣାଇଛନ୍ତି ଯେ, ରାଜ୍ୟ…
ଅନୁଗୁଳ: ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଳିତ ମୋହନ ବେହେରାଙ୍କ ଅଧ୍ୟକ୍ଷତାରେ ଖାଦ୍ୟ ସୁରକ୍ଷା ସମ୍ପର୍କିତ ତଦାରଖ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ମୁଖ୍ୟ…
ଅନୁଗୁଳ: ୨୦୨୧-୨୨ ମସିହା ପାଇଁ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ସିସିଆର୍ଟି ସ୍କଲାରସିପ ତାଲିକାରେ ଓଡ଼ିଶାର ୧୪ ଜଣ ଛାତ୍ର ଛାତ୍ରୀ ସ୍ଥାନ ପାଇଛନ୍ତି।ସେମାନଙ୍କ ମଧ୍ୟରେ ଅନୁଗୁଳ ନୃତ୍ୟନିଳୟ ର ଛାତ୍ରୀ ଲାବନ୍ୟା ପ୍ରସାଦ ଦାଶ୍ ଅନ୍ୟତମ। ଲାବନ୍ୟା…
ଅନୁଗୁଳ : ଅନୁଗୁଳ କ୍ରିତିକା ଡ୍ୟାନସ୍ ଗ୍ୟାଲେରୀ ପକ୍ଷରୁ ହୋଟେଲ ଆଇ. ନମ୍ରା ଠାରେ ଏକ ସମ୍ବର୍ଦ୍ଧନା ସମାରୋହ ଆୟୋଜିତ ହୋଇଯାଇଛି । ଅନୁଷ୍ଠାନର ଛାତ୍ରୀ ଅନ୍ଵେଷା ପ୍ରସାଦ୍ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ନୂଆଦିଲ୍ଲୀର ସି.ସି.ଆର.ଟି (ସେଣ୍ଟର ଫର କଲଚରାଲ୍ ରିସୋର୍ସେସ୍…
ଅନୁଗୁଳ : ଭାରତର ଟ୍ରେଡ ୟୁନିଅନ କେନ୍ଦ୍ର ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏ ଅବସରରେ କେନ୍ଦ୍ର ସରକାରଙ୍କର ଦେଶ ବିରୋଧ, ଶ୍ରମିକ ଓ ଜନ ବିରୋଧୀ ନୀତି ବିରୋଧରେ କେନ୍ଦ୍ରୀୟ ଟ୍ରେଡ ୟୁନିଅନ୍ ଓ…