ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ମିଳିବ ପଦ୍ମଶ୍ରୀ ରାଧାମୋହନ ଗଡ଼ନାୟକ ଭାଷା ସମ୍ମାନ, ପାଠଶାଳାର ନିଷ୍ପତ୍ତି

ଅନୁଗୁଳ : ପାଠଶାଳା ଅନୁଷ୍ଠାନ ପକ୍ଷରୁ ରାଧା ମୋହନ ଗଡ଼ନାୟକଙ୍କ ନାମରେ ଏକ ମୁକ୍ତ ପାଠାଗାର ଖୋଲାଯାଇଛି। ଏହି ପାଠାଗାର ପକ୍ଷରୁ କିଛି ନୂଆ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ବୋଲି ଅନୁଷ୍ଠାନର ସଭାପତି ନିରୋଦ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ସାମ୍ବାଦିକ…

Continue Readingଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ମିଳିବ ପଦ୍ମଶ୍ରୀ ରାଧାମୋହନ ଗଡ଼ନାୟକ ଭାଷା ସମ୍ମାନ, ପାଠଶାଳାର ନିଷ୍ପତ୍ତି

ଆସନ୍ତା ୧୦ ତାରିଖରୁ ରାଜ୍ୟସ୍ତରୀୟ ସ୍କୁଲ କ୍ରିକେଟ

ଅନୁଗୁଳ: ଆସନ୍ତା ୧୦ ତାରିଖରୁ ୧୪ ତାରିଖ ଯାଏ ଅନୁଗୁଳ ଠାରେ ୧୭ ବର୍ଷରୁ କମ ବାଳିକା ଓ ବାଳକ ବିଭାଗର ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। କଦମ ପଡ଼ିଆରେ ଉଦ୍ଘାଟନ ଓ ଉଦଯାପନ ସମାରୋହ ଅନୁଷ୍ଠିତ ହେବ।…

Continue Readingଆସନ୍ତା ୧୦ ତାରିଖରୁ ରାଜ୍ୟସ୍ତରୀୟ ସ୍କୁଲ କ୍ରିକେଟ

ଭୂମିକମ୍ପରୁ ଅନୁଗୁଳ କେତେ ନିରାପଦ

ଅନୁଗୁଳ: ଅନୁଗୁଳ ଜିଲ୍କା ଏକ ଭୂମିକମ୍ପ ପ୍ରବଣ ଜିଲ୍ଲା। ଯୋନ ୩ ମୋଡ଼ରେଟ ରିସ୍କ ଯୋନ ଭିତରେ ଏହା ରହିଛି। ବିଶେଷକରି ବ୍ରାହ୍ମଣୀ ନଦୀର ଅବବାହିକା ଅର୍ଥାତ ଆମ ଜିଲ୍ଲାରେ ତାଳଚେର ସହର ଏଭଳି ଚଳନ ଶିଳ ଶିଳା ଉପରେ ଅବସ୍ଥିତ…

Continue Readingଭୂମିକମ୍ପରୁ ଅନୁଗୁଳ କେତେ ନିରାପଦ

ଅନୁଗୁଳ ଆକାଶରେ ସନ୍ଦିଗ୍ଧ ବେଲୁନ!!

ଅନୁଗୁଳ: ଆଜି ସନ୍ଧ୍ୟାରେ ଅନୁଗୋଳ ଆକାଶରେ ପଶ୍ଚିମ ଦିଗରୁ ପୂର୍ବ ଦିଗକୁ ଗତି କରୁଥିବା ଏକ ବେଲୁନ ଭଳି ପଦାର୍ଥ ଦେଖିବାକୁ ମିଳିଥିଲା । ଜଣେ ସ୍ଥାନୀୟ ଯୁବକ ଏହି ଦୃଶ୍ୟର ଭିଡିଓ ମୋବାଇଲରେ ଉତ୍ତୋଳନ କରିଥିବା ଦାବି କରିଛନ୍ତି। ଏହି…

Continue Readingଅନୁଗୁଳ ଆକାଶରେ ସନ୍ଦିଗ୍ଧ ବେଲୁନ!!

ପୂର୍ବତନ କାଉନସିଲରଙ୍କ ପରଲୋକ

ଅନୁଗୁଳ: ଅମଲା ପଡ଼ା ନିବାସୀ ଅନୁଗୁଳ ଏନ୍ଏସିର ପୂର୍ବତନ କାଉନସିଲର,ବର୍ଷୀୟାନ ସମାଜସେବୀ ସାହି ପୂଜା କମିଟିର ପ୍ରତିଷ୍ଠାତା ସଦସ୍ୟ ଏବଂ ଷ୍ଟାମ୍ପ ଭେଣ୍ଡର ବିଶ୍ଵନାଥ ଦାସଙ୍କ ଆଜି ସକାଳେ ନିଜ ବାସ ଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨…

Continue Readingପୂର୍ବତନ କାଉନସିଲରଙ୍କ ପରଲୋକ

ଜମି ବାଡ଼ି ବିବାଦ: ପଡ଼ୋଶୀଙ୍କ ଠେଙ୍ଗା ମାଡ଼ରେ ଗଲା ଜଣକ ଜୀବନ

ଅନୁଗୁଳ: ଅନୁଗୁଳ ସଦର ଥାନା ଛେଳିଆପଡ଼ା ଗାଁରେ ଆଜି ପୂର୍ବ ଶତ୍ରୁତାକୁ ନେଇ ପଡ଼ୋଶୀଙ୍କୁ ଠେଙ୍ଗାରେ ପିଟି ହତ୍ୟା କରିଛି ପଡ଼ୋଶୀ। ଘରକୁ ଲାଗିଥିବା ରାସ୍ତାକୁ ନେଇ ଗାଁର ଯୁଧିଷ୍ଠିର ପ୍ରଧାନଙ୍କର ପଡ଼ୋଶୀ ଜିତୁ ପ୍ରଧାନଙ୍କ ସହ ପୂର୍ବରୁ ବିବାଦ ଥିଲା।…

Continue Readingଜମି ବାଡ଼ି ବିବାଦ: ପଡ଼ୋଶୀଙ୍କ ଠେଙ୍ଗା ମାଡ଼ରେ ଗଲା ଜଣକ ଜୀବନ

ବିଶ୍ଵ କର୍କଟ ଦିବସ: ଅନୁଗୁଳ ସ୍ଥିତି ନିୟନ୍ତ୍ରଣରେ ଅଛି

ଅନୁଗୁଳ: ବିଶ୍ଵ କର୍କଟ ଦିବସ ଅବସରରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଅଛି। କର୍କଟ ରୋଗକୁ ପ୍ରତିରୋଧ, ଚିକିତ୍ସା ଏବଂ ଏ ସମ୍ପର୍କରେ ସଚେତନତା ପାଇଁ ସରକାରୀ ସ୍ତରରେ ଅନେକ ଯୋଜନା କରାଯାଇଛି। ଅନୁଗୁଳ ଭଳି ଶିଳ୍ପ…

Continue Readingବିଶ୍ଵ କର୍କଟ ଦିବସ: ଅନୁଗୁଳ ସ୍ଥିତି ନିୟନ୍ତ୍ରଣରେ ଅଛି

ପରୀକ୍ଷାରେ କମ୍ ନମ୍ବର ରଖିବାରୁ ଘରେ ତାଗିଦ୍ କଲେ, ରାଗରେ ରେଳ ଧାରଣାରେ ଶୋଇ ଜୀବନ ହାରିଲେ ଛାତ୍ର

ଅନୁଗୁଳ: ପରୀକ୍ଷାରେ କମ୍ ନମ୍ବର ରଖିବାରୁ ଘରେ ତାଗିଦ୍ କଲେ, ଆଉ ଏତିକି କଥାରେ ଜୀବନ ହାରିଦେଲେ ଯୁକ୍ତ ତିନି ଛାତ୍ର। ଗୁରୁବାର ସନ୍ଧ୍ୟାରେ ଅନୁଗୁଳ କୁମଣ୍ଡ ନିକଟସ୍ଥ ରେଳୱେ ଓଭର ବ୍ରିଜ ଉପରେ ଥିବା ରେଳ ଧାରଣାରେ ଜଣେ କଲେଜ…

Continue Readingପରୀକ୍ଷାରେ କମ୍ ନମ୍ବର ରଖିବାରୁ ଘରେ ତାଗିଦ୍ କଲେ, ରାଗରେ ରେଳ ଧାରଣାରେ ଶୋଇ ଜୀବନ ହାରିଲେ ଛାତ୍ର

ରଙ୍ଗିଲା ଅଧିକାରୀଙ୍କ ଗୁମର ଫିଟୁଛି

ଅନୁଗୁଳ: ଅମଲାପଡ଼ା ଏକ ସରକାରୀ କଲୋନୀରେ ରହୁଥିବା ଠିକା ଅଧିକାରୀ ରାସଲୀଳା କରି ଧରାପଡ଼ିବା ପରେ ଛେଚା ଖାଇ ଅନୁଗୁଳରୁ ଫେରାର ହୋଇଯାଇଥିଲେ।ତେବେ ବୁଧବାର ସନ୍ଧ୍ୟାରେ ହୃଦଘାତରେ ମୃତ୍ୟୁ ବରଣ କରିଥିବା ସ୍ୱଚ୍ଛ ସାଥୀ କଳ୍ପନା ବରାଳଙ୍କ ସ୍ମୃତିରେ ଆଜି ଏକ…

Continue Readingରଙ୍ଗିଲା ଅଧିକାରୀଙ୍କ ଗୁମର ଫିଟୁଛି

ଡିଏମଏଫ୍‌ଟି ପକ୍ଷରୁ ଖର୍ଚ୍ଚ ହେଲାଣି ୨୦୫୮କୋଟି

ଅନୁଗୁଳ: ଅନୁଗୁଳ ଜିଲ୍ଲା ମିନେରାଲ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଜିଲ୍ଲାରେ ହେଉଥିବା ବିଭିନ୍ନ ପ୍ରକଳ୍ପ ବାବଦକୁ ଖର୍ଚ୍ଚ ନେଇ ସାମାଜିକ ଗଣ ମାଧ୍ୟମରେ ଭିନ୍ନଭିନ୍ନ ମତ ମନ୍ତବ୍ୟ ପ୍ରକାଶିତ ହେଉଥିବା ବେଳେ ଅସଲରେ ଜିଲ୍ଲାର ବିକାଶ ପାଇଁ କେଉଁ ବାବଦକୁ କେତେ…

Continue Readingଡିଏମଏଫ୍‌ଟି ପକ୍ଷରୁ ଖର୍ଚ୍ଚ ହେଲାଣି ୨୦୫୮କୋଟି