ଡକାୟତି ଯୋଜନା ପଣ୍ଡ: ୩ ଜଣଙ୍କୁ ମାଡ଼ି ବସିଲା ପୋଲିସ, ପିସ୍ତଲ ଜବତ
ଅନୁଗୁଳ: ସୋମବାର ବିଳମ୍ବିତ ରାତିରେ ଚୋରି ପାଇଁ ଯୋଜନା କରୁଥିବା ଡକାୟତି ଗ୍ୟାଙ୍ଗକୁ ମାଡ଼ି ବସିଛି ଅନୁଗୁଳ ପୋଲିସ। ବିଳମ୍ବିତ ରାତିରେ ଅନୁଗୁଳ ଥାନାର ଇନ୍ସପେକ୍ଟର ଗୋବିନ୍ଦ ଚନ୍ଦ୍ର ସାହୁ ଏବଂ ତାଙ୍କ ସହକର୍ମୀ ପାଟ୍ରୋଲିଂରେ ଯାଉଥିବା ବେଳେ ତୁରଙ୍ଗ ମିନି…
