ଖାଦ୍ୟ ଓ ଗୁଟଖା ଦୋକାନରେ ଅତର୍କିତ ଚଢ଼ଉ, ୨୧ ଦୋକାନକୁ ଫାଇନ୍
ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ କୁମଣ୍ଡ ଏବଂ ପ୍ରଗତି ନଗର ଅଞ୍ଚଳରେ ଗୁଟଖା ଦୋକାନ ଏବଂ ଖାଦ୍ୟ ଦୋକାନ ଉପରେ ଚଢ଼ଉ କରାଯାଇଛି। ଏହି ଚଢ଼ଉରେ ଡିପିଏଚ୍ଓ ଧନଞ୍ଜୟ ବେହେରା, ଏଫ୍ଏସ୍ଓ ହରପ୍ରିୟା ବେହେରା, ଡ୍ରଗ୍ ଇନ୍ସପେକ୍ଟର ଏଫ୍ଏସ୍ଓ ସୁମିତ୍ ସୌରଭ…
