ନୃଶଂସତାର ସବୁ ସୀମା ଟପିଲା ମଣିଷ! ବିଷ ଦେଇ ଅତି ଅମାନୁଷିକ ଭାବେ ୪ ଛୁଆଙ୍କ ସହ ମା’ କୁକୁରକୁ ହତ୍ୟା, ଛଟପଟ ହୋଇ ଚାଲିଗଲା ଜୀବନ
ଅନୁଗୁଳ: ଆଜିର ମଣିଷ ସମାଜ ଧୀରେ ଧୀରେ ନୃଶଂସତାର ସବୁ ସୀମା ଟପିଗଲାଣି। ନିଜ ସ୍ୱାର୍ଥ ପାଇଁ ହେଉ କି ସାମାନ୍ୟତମ ଆତ୍ମ ସନ୍ତୁଷ୍ଟି ପାଇଁ, ମଣିଷ ଏତେ ତଳକୁ ଖସି ଯାଉଛି ଯେ ତାହା ଭାଷାରେ ବି ପରିପ୍ରକାଶ କରିବା…
