ଖାଉଟି ଅଦାଲତରେ ଏନ୍ଜେନ୍ ଓ ସେସୁ ଦଣ୍ଡିତ
ଅନୁଗୁଳ: ବିଦ୍ୟୁତ ଯୋଗାଣକାରୀ ସଂସ୍ଥା ଏନଜେନ ଗ୍ଲୋବାଲ ସୋଲ୍ୟୁସନ ଓ ସେସୁ ଅନୁଗୁଳକୁ ଅନୁଗୁଳ ଖାଉଟି ବିବାଦ ବିଚାର ଆୟୋଗ ପକ୍ଷରୁ ସେବାରେ ତ୍ରୁଟି ନିମନ୍ତେ ଦଣ୍ଡିତ କରାଯାଇଛି। ଦୀର୍ଘ ଚାରି ବର୍ଷର ଲଢେଇ ପରେ ଖାଉଟିଙ୍କୁ ନ୍ୟାୟ ମିଳିଛି। ତୁରଙ୍ଗ…
ଅନୁଗୁଳ: ବିଦ୍ୟୁତ ଯୋଗାଣକାରୀ ସଂସ୍ଥା ଏନଜେନ ଗ୍ଲୋବାଲ ସୋଲ୍ୟୁସନ ଓ ସେସୁ ଅନୁଗୁଳକୁ ଅନୁଗୁଳ ଖାଉଟି ବିବାଦ ବିଚାର ଆୟୋଗ ପକ୍ଷରୁ ସେବାରେ ତ୍ରୁଟି ନିମନ୍ତେ ଦଣ୍ଡିତ କରାଯାଇଛି। ଦୀର୍ଘ ଚାରି ବର୍ଷର ଲଢେଇ ପରେ ଖାଉଟିଙ୍କୁ ନ୍ୟାୟ ମିଳିଛି। ତୁରଙ୍ଗ…
ଅନୁଗୁଳ: କଟକ-ଭୁବନେଶ୍ୱର ଭଳି ଅନୁଗୁଳରେ ଲାଇନ ଅଟୋ ଚାଲିବାର ସମ୍ଭାବନା ଦେଖାଦେଇଛି। ପ୍ରଥମ ପର୍ଯ୍ୟାୟରେ ପାଞ୍ଚଟି ଲାଇନ ଅଟୋ କିଣାଯାଇ କେତେକ ରୁଟରେ ପରୀକ୍ଷା କରାଯିବ। ଏହି ଇ ବିଦ୍ୟୁତ ଭେଇକିଲକୁ ମହିଳା ଚାଳକ ମାନେ ଚଳାଇବାର ଯୋଜନା ମଧ୍ୟ ରହିଛି।…
ଅନୁଗୁଳ: ଅନୁଗୁଳ ଶାବଳଭଙ୍ଗା ଠାରେ ଏକ ସମନ୍ବିତ ଟ୍ରକ ଟର୍ମିନାଲ ନିର୍ମାଣ କରାଯିବ। ଅନୁଗୁଳ ସମେତ ମୋଟ ୬ଟି ଜିଲ୍ଲାରେ ଏହି ଟର୍ମିନାଲ ନିର୍ମାଣ କରାଯିବ। ଏ ନେଇ ସୂଚନା ଦେଇଛନ୍ତି ଅତିରିକ୍ତ ପରିବହନ କମିଶନର ଲାଲମୋହନ ସେଠୀ। ଏକ ଆକଳନରୁ…
ଅନୁଗୁଳ: ଏକଦା ଅନୁଗୁଳ ପୌରପାଳିକାରେ ଏବିସିଡି ନାମରେ ଥିବା ଚାରି କର୍ମଚାରୀଙ୍କ ହୁକୁମ ଚାଲୁଥିଲା। ଅନୁଗୁଳ ଜନସାଧାରଣ ବିଶେଷ କରି ବ୍ୟବସାୟୀ ମହଲ ବିଶେଷ ହନ୍ତସନ୍ତ ହେଉଥିଲେ। ସମୟକ୍ରମେ ସେ ଗୋଷ୍ଠୀ ଭାଙ୍ଗି ଯିବା ପରେ କରୋନା କାଳରେ ବି ସ୍କୋୟାର…
ଅନୁଗୁଳ: ସରକାର ରାଜ୍ୟ ସ୍ୱାସ୍ଥ୍ୟ ସେବାରେ ଆଖିଦୃଶିଆ ଉନ୍ନତି ଆଣିବା ପାଇଁ ରାଜ୍ୟରେ ୨୦୦୦ ନୂଆ ଏଲଟିଆରେମୋ ପଦବୀ ମଞ୍ଜୁର କରିଛନ୍ତି। ଏଥି ନେଇ ସ୍ୱାସ୍ଥ୍ୟ ସଚିବ ଏକ ପତ୍ର ମାଧ୍ୟମରେ ସ୍ପଷ୍ଟ କରିଛନ୍ତି। ଏହି ଚିଠି ମୁତାବକ ୩୦ଟି ଜିଲ୍ଲାକୁ…
ଅନଗୁଳ : ସ୍ଥାନୀୟ ଓ ପି ଜିନ୍ଦଲ ସ୍କୁଲ ପରିସରରେ ଦୁଇ ଦିବସୀୟ ପୁସ୍ତକ ମେଳା ଆୟୋଜିତ ହୋଇଛି, ଏ ଅବସରରେ ବିଭିନ୍ନ ପାଠ୍ୟ ପୁସ୍ତକ ସାଙ୍ଗକୁ ଛାତ୍ରଙ୍କୁ ଆକୃଷ୍ଟ କରିବା ନିମନ୍ତେ ଗଳ୍ପ ଏବଂ ଏକାଙ୍କିକା ପୁସ୍ତକ ପ୍ରଦର୍ଶିତ କରାଯାଇଛି।…
ଅନୁଗୁଳ: ଗତ କିଛିଦିନ ଧରି ଅନୁଗୁଳରେ ବିଭିନ୍ନ ଠକ ବିଭିନ୍ନ ପ୍ରକାରରେ ଲୋକଙ୍କୁ ଠକୁଥିବା ଦେଖିବାକୁ ମିଳୁଛି। ଚେକିଂ ଆଳରେ ଟଙ୍କା ସୁନା ଲୁଟିନେବା, ସାଇବର ଠକେଇ, ଚାକିରୀ ଦେବା ଆଳରେ ଠକେଇ ପରେ ଏବେ ଜାଲି ନୋଟର ରାକେଟ ନେଇ…
ଅନୁଗୁଳ: ଅନୁଗୁଳ ସିମିଳିପଡାରେ ଏକ ସବଜି ମଣ୍ଡି କରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନୁଗୁଳରେ ଥିବା ନିଉ ଡେଲି ମାର୍କେଟରେ ସ୍ଥାନ ଅଭାବରୁ ଚାଷୀ ଓ ବେପାରୀ ଉଭୟ ବସ ଷ୍ଟାଣ୍ଡ ,ମେଡିକାଲ ରୋଡ଼,ବ୍ଲକ କଲୋନୀ ସାମନା ଏବଂ ଅନ୍ୟାନ୍ୟ…
ଅନୁଗୁଳ: ସ୍ଥାନୀୟ ଧର୍ମଶାଳା ସଭାକକ୍ଷରେ ଓଡ଼ିଆ ସଙ୍ଗୀତର ବାଦଶାହ ମୁକୁଟ ବିହୀନ ସମ୍ରାଟ ଅକ୍ଷୟ ମହାନ୍ତିଙ୍କ ସ୍ମୃତିରେ ଗୁରୁବାର ଏକ ସଙ୍ଗୀତ ସନ୍ଧ୍ୟା ଆୟୋଜିତ ହୋଇଯାଇଛି। ଅକ୍ଷୟ ମହାନ୍ତିଙ୍କ କୁନି କୁନି ପ୍ରଶଂସକଙ୍କ ଦ୍ଵାରା ସମରୋହ ଉଦଘାଟିତ ହୋଇଥିଲା। ପରେ ବିଶିଷ୍ଟ…
ଅନୁଗୁଳ: ଅନୁଗୁଳ ଜିଲ୍ଳା ମୁଖ୍ୟ ଡ଼ାକଘର ପରିସରରୁ ଶନିବାର ଏକ ବାଇକ୍ ଚୋରି ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଯେ, ଡ଼ାକ କର୍ମଚାରୀ ପ୍ରଦୀପ କୁମାର ସାମଲ ଶନିବାର ସକାଳେ ତାଙ୍କ ବାଇକ୍(ଓଡି୧୯-୩୮୭୧)ଟିକୁ କାର୍ଯ୍ୟାଳୟ ପଛପାଖରେ ରଖିଥିଲେ। ଅପରାହ୍ନ ୪ଟାରେ ଆସି…