ସ୍କୁଟିକୁ ଧକ୍କା ଦେଇ ଅଟୋ ବାଲା ହେଲା ଉଠବସ୍
ଅନୁଗୁଳ: ଅନୁଗୁଳ ଗାନ୍ଧୀମାର୍ଗରେ ଥିବା ଏକ ସ୍କୁଲ ସମ୍ମୁଖରେ ଆଜି ସକାଳେ ଏକ ସାମାନ୍ୟ ଦୁର୍ଘଟଣା ଘଟି ଅଟୋ ଚାଳକ ନିସ୍ତୁକ ମାଡ଼ ଖାଇବା ସହ ରାସ୍ତାରେ ଉଠବସ ହୋଇଛନ୍ତି। ସୂଚନା ମୁତାବକ, ସକାଳେ ସ୍କୁଲ ପିଲାଙ୍କୁ ଛାଡି ଅଟୋଟି ବ୍ୟାକ…
ଅନୁଗୁଳ: ଅନୁଗୁଳ ଗାନ୍ଧୀମାର୍ଗରେ ଥିବା ଏକ ସ୍କୁଲ ସମ୍ମୁଖରେ ଆଜି ସକାଳେ ଏକ ସାମାନ୍ୟ ଦୁର୍ଘଟଣା ଘଟି ଅଟୋ ଚାଳକ ନିସ୍ତୁକ ମାଡ଼ ଖାଇବା ସହ ରାସ୍ତାରେ ଉଠବସ ହୋଇଛନ୍ତି। ସୂଚନା ମୁତାବକ, ସକାଳେ ସ୍କୁଲ ପିଲାଙ୍କୁ ଛାଡି ଅଟୋଟି ବ୍ୟାକ…
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ତାଳପଦା ପଞ୍ଚାୟତର କିଆଝର ପ୍ରାଥମିକ ବିଦ୍ୟାଳୟକୁ ପୁନଃ ଚାଲୁ କରିବାକୁ ଗ୍ରାମବାସୀ ମାନେ ଆଜି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଦେଇଛନ୍ତି। ଆବଶ୍ୟକ ସଂଖ୍ୟକ ଛାତ୍ରଛାତ୍ରୀ ନ ଥିବାରୁ ଏହି ବିଦ୍ୟାଳୟଟିକୁ ସରକାର…
ଅନୁଗୁଳ: ଆଜି ସକାଳେ ଅନୁଗୁଳ ଗାନ୍ଧୀମାର୍ଗ କେନ୍ଦ୍ରୀୟ ବିଦ୍ୟାଳୟ ସମ୍ମୁଖରେ ଗୋଟିଏ କାର ସାମ୍ନାରେ ଠିଆ ହୋଇଥିବା ଏକ ଟ୍ରକ ଦେହରେ ପଛରୁ ପିଟି ହୋଇଯିବାରୁ କାରଟି ର ଅଗ୍ର ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଘଟଣାରୁ ପ୍ରକାଶ ଯେ, ସନ୍ଦୀପ…
ଅନୁଗୁଳ: ୨୦୨୩ର ଶେଷ ଭାଗରେ ରାଜ୍ୟ ବିଧାନସଭା ପାଇଁ ନିର୍ବାଚନ ହେବାର ଚର୍ଚ୍ଚା ସାଧାରଣରେ ଜୋର୍ ଧରୁଥିବା ବେଳେ ଏବେ ରାଜନୈତିକ ସ୍ତରରେ ହଲଚଲ ଆରମ୍ଭ ହେଲାଣି। ଯଦି ବା ବାହାରକୁ ସମୁଦ୍ର ଶାନ୍ତ ଦିଶୁଛି ବିଭିନ୍ନ ରାଜନୈତିକ ଦଳ ନିର୍ବାଚନ…
ଅନୁଗୁଳ: ବର୍ଷା ଜଳ ଉପରେ ନିର୍ଭର ନକରି ଉଠା ଜଳସେଚନ ମାଧ୍ୟମରେ କୃଷିର ଉନ୍ନତି ପାଇଁ ରାଜ୍ୟ ସରକାର ପାର୍ବତୀଗିରି ଜଳ ସେଚନ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ଉକ୍ତ ଯୋଜନା ମାଧ୍ୟମରେ ମୋଟ ୧୦୭୫୯ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟରେ…
ଭୁବନେଶ୍ୱର: ମନ୍ତ୍ରୀ ଓ ବିଧାୟକଙ୍କୁ ନୂଆ ଦାଇତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବିଭିନ୍ନ ଜିଲ୍ଲାର ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି । ତେବେ ଆସନ୍ତୁ ନଜର ପକାଇବା କାହାକୁ କେଉଁ ଜିଲ୍ଲାର ଯୋଜନା ବୋର୍ଡ ଅଧ୍ୟକ୍ଷ ଦାଇତ୍ବ ଦିଆଯାଇଛି…
ଅନୁଗୁଳ: ଅନୁଗୁଳ ପ୍ରଶାସନର ବହୁମୁଖି ଟାସ୍କ ଫୋର୍ସ ପକ୍ଷରୁ ସହରର ବିଭିନ୍ନ ହୋଟେଲ୍ ଓ ଗ୍ୟାସ ଏଜେନ୍ସୀ ଉପରେ ଚଢ଼ାଉ କରାଯାଇଥିଲା। ମା ବୁଢ଼ୀ ଗ୍ୟାସ ଏଜେନ୍ସିରେ ଅନିୟମିତତା ପାଇଁ ୬୦ ହଜାର ଟଙ୍କା ଫାଇନ କରାଯାଇଥିବା ବେଳେ ରାଜଲକ୍ଷ୍ମୀ ହୋଟେଲ୍…
ଅନୁଗୁଳ: ଗତ କିଛି ବର୍ଷ ଧରି ଜିଲ୍ଲା କ୍ରୀଡା ସଂସଦ ଓ ଉପଖଣ୍ଡ କ୍ରୀଡା ସଂସଦର ନିର୍ବାଚନ ନ ହେବା ଯୋଗୁଁ ଉପୁଜିଥିବା ସମସ୍ୟାର ସମାଧାନ ପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ବିଶେଷ କରି ଅନୁଗୁଳ ଉପଖଣ୍ଡ କ୍ରୀଡା…
ଅନୁଗୁଳ: ନାଲକୋ ଦ୍ଵାରା କ୍ଷତିଗ୍ରସ୍ତ ଓ ବିସ୍ଥାପିତ ଗୋପିବଲଭପୂର ଓରଫ ନାଣ୍ଡିଛୋଡ ଗାଁର ପ୍ରଜାମାନେ ଆଜି ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତିନି ଦଫା ଦାବି ନେଇ ଧାରଣାରେ ବସିଛନ୍ତି। ନାଲକୋ କମ୍ପାନୀ ଉତ୍କଳ ଡି ଓ ଇ କୋଲ ବ୍ଲକ…
ଅନୁଗୁଳ: ଅନୁଗୁଳ ହେମସୁରପଡ଼ାର ସାହି ମୂରବୀ ଗଙ୍ଗାଧର ସ୍ୱାଇଁଙ୍କ ଆଜି ସକାଳେ ତାଙ୍କ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ପ୍ରାୟ ଅଶି ବର୍ଷ ହୋଇଥିଲା। ସେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଭୋଗି ଆସୁଥିଲେ। ସେ ଅନୁଗୁଳ ଟ୍ରକ ମାଲିକ ସଂଘର…