ଭାରତରେ ପ୍ରଥମ

ଅନୁଗୁଳ: ଭାରତୀୟ ରେଳ ଇତିହାସରେ ପୂର୍ବତଟ ରେଳପଥ ପକ୍ଷରୁ ଏକ ନୂଆ ଜ୍ଞାନ କୌଶଳ ପ୍ରୟୋଗ କରାଯାଇ ଏକ ମାଲ୍‌ବାହୀ ଟ୍ରେନ୍‌ ଉପରେ ପରୀକ୍ଷା କରାଯାଇଛି। ଏହି ଟ୍ରେନ୍‌ଟି ନିକଟରେ ତାଳଚେରରୁ ପାରାଦୀପ ଯାତ୍ରା କରିଥିଲା।…
Read More...

ଦାୟିତ୍ବ ନେଲେ ନୂଆ ଏଡିଏମ୍‌ଓ (ମେଡିକାଲ୍‌)

ଅନୁଗୁଳ: ଗୁରୁବାର ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂଆ ସୁପରିଣ୍ଟେଣ୍ଡେଣ୍ଟ ତଥା ଏଡିଏମ୍‌ଓ (ମେଡିକାଲ୍) ଡା. ମାନସ ର˚ଜନ ବିଶ୍ବାଳ ଦାୟିତ୍ବ ଗ୍ରହଣ କରିଛନ୍ତି। ଏଟିଭି ସହ ଏକ ସାକ୍ଷାତକାରରେ ଡା. ବିଶ୍ବାଳ କହିଲେ…
Read More...

ମାର୍ଚ୍ଚ ସୁଦ୍ଧା ସବୁ ଟ୍ରେନ୍‌ ବିଦ୍ୟୁତ ଚାଳିତ କରିବାକୁ ଲକ୍ଷ୍ୟ

ଅନୁଗୁଳ: ଗତ ଡିସେମ୍ବର ୮ରୁ ୧୪ ଯାଏ ପୂର୍ବତଟ ରେଳପଥ ପକ୍ଷରୁ ଶକ୍ତି ସ˚ଚୟ ସପ୍ତାହ ପାଳନ କରାଯାଇଥିଲା। ଏ ଅବସରରେ ରାଜ୍ୟର ଟ୍ରେନ୍‌ଗୁଡ଼ିକୁ ଆଗାମୀ ମାର୍ଚ୍ଚ ସୁଦ୍ଧା ବିଦ୍ୟୁତ୍‌ ଚାଳିତ କରାଯିବାକୁ ଲକ୍ଷ୍ୟଧାର୍ଯ୍ୟ…
Read More...

ଅନୁଗୁଳ ଜିଲ୍ଲାରେ ଆଳୁ ମିଶନ୍‌ ଫେଲ୍‌

ଅନୁଗୁଳ: ଗତ ୫ ବର୍ଷ ତଳେ ଆରମ୍ଭ ହୋଇଥିବା ଆଳୁ ମିଶନ୍‌ ଜିଲ୍ଲାରେ ଫେଲ୍‌ ମାରିଛି। ଜିଲ୍ଲାର ଆଳୁ ଚାଷୀଙ୍କୁ ନା ମିଳିଛି ଆର୍ଥିକ ସହାୟତା ନା ଶୀତଳ ଭଣ୍ତାରର ସୁବିଧା। ଜିଲ୍ଲାର କିଶୋରନଗର, ଛେଣ୍ତିପଦା ଏବ˚ ଅନୁଗୁଳ…
Read More...

କଚ୍ଛପ ଗତିରେ ଚାଲିଛି ୫୫ ନ˚ ଜାତୀୟ ରାଜପଥ କାମ

ଅନୁଗୁଳ: ୨୦୧୬ ମସିହାରୁ ଆରମ୍ଭ ହୋଇଥିବା ୫୫ ନ˚ ଜାତୀୟ ରାଜପଥର ଦୋହରୀକରଣ ଏବ˚ ପ୍ରଶସ୍ତିକରଣ କାର୍ଯ୍ୟ କଚ୍ଛପ ଗତିରେ ଚାଲିଛି। କାମ ଅସମ୍ପୂର୍ଣ୍ଣ ହେତୁ ଅନେକ ସମୟରେ ଦୁର୍ଘଟଣା ଘଟି ଧନଜୀବନ ହାନି ଘଟୁଛି।…
Read More...

ରେଳପଥ କାମ ନେଇ ସମୀକ୍ଷା: ଅନୁଗୁଳ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର

ଅନୁଗୁଳ: ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ୭ଟି ରେଳ ପ୍ରକଳ୍ପର ସମୀକ୍ଷା କରିବା ସହ ଏଥିନେଇ ଲାଗି ରହିଥିବା ସମସ୍ୟାଗୁଡ଼ିକର କିଭଳି ସମାଧାନ ହେବ ସେଥିନେଇ ଆଲୋଚନା କରିଛନ୍ତି। ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇ…
Read More...

ସୁନ୍ଦରୀ ଦେଲା ମହାଶିକ୍ଷା

ଅନୁଗୁଳ: ଭାରତର ପ୍ରଥମ ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ଏବ˚ ବ˚ଶବୃଦ୍ଧି ଯୋଜନା ପ୍ରାୟତଃ ବିଫଳ ହୋଇଛି। ମହାବୀରୀ ବାଘର ମୃତ୍ୟୁ ଏବ˚ ସୁନ୍ଦରୀ ବାଘୁଣୀ ଏବେ ଅନୁଗୁଳ ରାଇଗୁଡ଼ାର ଏନ୍‌କ୍ଲୋଜର ଭିତରେ ରହି ଛାଟିପିଟି…
Read More...
error: Content is protected !!