ଡେରଜଙ୍ଗ ଡ୍ୟାମ ଜଗୁଆଳି ହତ୍ୟା ମାମଲା: ୧୦ ଦୋଷୀଙ୍କୁ ଆଜୀବନ ଜେଲ୍
ଅନୁଗୋଳ: ଅନୁଗୋଳ ଜିଲ୍ଲା ଡେରଜଙ୍ଗ ଡ୍ୟାମ ଜଗୁଆଳି ଜଗନ୍ନାଥ ସେନାପତି ଓରଫ ଜଗନଙ୍କ ହତ୍ୟା ମାମଲାରେ ଅନୁଗୋଳ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ କୋର୍ଟ ୧୦ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଦେଇଛନ୍ତି। ମାମଲାରୁ ପ୍ରକାଶ, ୨୦୨୧…





