ଆଖିବୁଜିଲେ ବିଶିଷ୍ଟ ରକ୍ତଦାତା ରମଣୀ ରଂଜନ

ଅନୁଗୁଳ: ଯୁବ ସ୍ୱେଚ୍ଛା ରକ୍ତଦାତା ତଥା ଅନୁଗୁଳ ରକ୍ତ ଭଣ୍ଡାର କର୍ମଚାରୀ ରମଣୀ ରଞ୍ଜନ ଗଡ଼ନାୟକଙ୍କ ଶୁକ୍ରବାର ରାତିରେ ଆଖି ବୁଜିଛନ୍ତି । ତାଙ୍କୁ ମାତ୍ର ୪୧ ବର୍ଷ ହୋଇଥିଲା। ସେ ପାନ୍‌କ୍ରିୟାଟିକ୍ କ୍ୟାନ୍‌ସରରେ ପୀଡ଼ିତ…
Read More...

ଜିଲ୍ଲାପାଳଙ୍କ କୋଭିଡ୍ ସମୀକ୍ଷା

ଅନୁଗୁଳ: ଜିଲ୍ଲାରେ କରୋନା ସ୍ଥିତି ବିଗିଡ଼ି ଚାଲିଥିବା ବେଳେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଗୁରୁବାର ଅପରାହ୍ନରେ କୋଭିଡ୍ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଆସନ୍ତାକାଲିଠୁ ବନ୍ଦ ହେବ ଅନୁଗୁଳ ଜିଲ୍ଲା…
Read More...

ପୁଲିସକୁ ଚକମା ଦେଖାଇଲା ଅମାନିଆ

ଅନୁଗୁଳ: ରାଜା ଛକରେ ପୁଲିସର ମାସ୍କ ଚେକିଂ ଚାଲିଛି। ଏତିକିବେଳେ କ୍ଷୀର କ୍ୟାନ ଧରି ଗୋପାଳ ଟୋକା ଜଣେ ଛକ ପାଖକୁ ମାଡ଼ିଆସିଲା। ମାସ୍କ ନାହିଁ । ପୁଲିସ୍ ଅଟକାଇ ୫୦୦ ଟଙ୍କା ଫାଇନ୍ ମାଗିଲା। ଗୋପାଳ ଟୋକା ଯେତେ ନେହୁରା ହେଲେ…
Read More...

ବିସ୍ଫୋରଣ ବନ୍ଦ ପାଇଁ ଦାବିପତ୍ର

ଅନୁଗୁଳ: କିଶୋରନଗର ବ୍ଳକ ଅନ୍ତର୍ଗତ ଜାମୁନାଳୀ ପଞ୍ଚାୟତ ଗିରିଦାପାହାଡରେ ଉଚ୍ଚଶକ୍ତି ସମ୍ପନ୍ନ ବିସ୍ଫୋରକ ବ୍ୟବହାର କରାଯାଇ ପଥର ଫଟାଯାଉଥିବାରୁ ନିକଟସ୍ଥ ଖଣ୍ଡବର ଗ୍ରାମବାସୀ ଛାନିଆ ହୋଇପଡିଛନ୍ତି। ମଙ୍ଗଳବାର ଗ୍ରାମ…
Read More...

କରୋନା ଗ୍ରାଫ୍ ଉର୍ଦ୍ଧ୍ବଗାମୀ,ଟେଷ୍ଟିଂ ରିପୋର୍ଟ ବିଳମ୍ବ ନେଇ ଜନଅସନ୍ତୋଷ

ଅନୁଗୁଳ: ଗତ ଏକ ସପ୍ତାହ ଧରି ଅନୁଗୁଳ ଜିଲ୍ଲାରେ କରୋନା ଗ୍ରାଫ୍ ଉର୍ଦ୍ଧ୍ବଗାମୀ ହୋଇଛି । ସପିଂ କଲାବେଳେ ସାମାଜିକ ଦୂରତା ନରଖିବା,ମାସ୍କ ନପିନ୍ଧିବା, କାରଣରୁ ସଂକ୍ରମିତଙ୍କ ସଂଖ୍ୟା ବଢୁଛି। ଏହାଛଡା ଲକ୍ଷଣ ନଥିବା ଅନେକ…
Read More...

୩ଟି ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ

ଅନୁଗୁଳ: ଅନୁଗୁଳ ବିଧାୟକ ତଥା ଓଡ଼ିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ଦ୍ଵାରା ଅନୁଗୁଳ ବ୍ଲକ୍‌ର ୩ଟି ରାସ୍ତା ନିର୍ମାଣ ପାଇଁ ସୋମବାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ…
Read More...

ନିଷ୍ପତ୍ତି ପରିବର୍ତ୍ତନ କଲା ବଣିକ ସଂଘ

ଅନୁଗୁଳ: ଆସନ୍ତା ୫ ତାରିଖରୁ ରାଜ୍ୟ ସରକାରଙ୍କ ଦ୍ବାରା ୧୪ ଦିନିଆ ଲକ୍‌ଡାଉନ୍‌ ଘୋଷଣା ହେବା ପରେ ଓଡିଶା ବ୍ୟବସାୟ ମହାସଙ୍ଘ ଅପରାହ୍ନ ୨ଟା ପରେ ଦୋକାନ ଖୋଲା ରଖିବାକୁ ନିଷ୍ପତ୍ତି ନେଇଛି। ମଇ ୩ ରୁ ସାରା ରାଜ୍ୟରେ ଅପରାହ୍ନ…
Read More...

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ

ଅନୁଗୁଳ: ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ୍ ବନ୍ଦ ହୋଇଯିବା ପରେ ଛଟେଇ ହୋଇଥିବା ୮୮୯ ଶ୍ରମିକଙ୍କୁ ପୁନଃ ନିଯୁକ୍ତି ମିଳିବ ବୋଲି ଶୁକ୍ରବାର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
Read More...

ଅନୁଗୁଳରେ ମଧୁ ଜୟନ୍ତୀ

ଅନୁଗୁଳ: ଅନୁଗୁଳ ଓକିଲ ସଂଘ ପକ୍ଷରୁ ମଧୁଜୟନ୍ତୀ ଓ ଆଇନଜୀବୀ ଦିବସ ନିରାଡ଼ମ୍ବର ଭାବରେ ପାଳିତ ହୋଇଯାଇଛି । ଜିଲ୍ଲା ଓ ଦୌରାଜଜ ଭାଗ୍ୟଲକ୍ଷ୍ମୀ ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୋର୍ଟ ପରିସରରେ ସ୍ଥାପିତ ମଧୁବାବୁଙ୍କ…
Read More...

ଆମ୍ବୁଲାନ୍ସ ଧକ୍କାରେ ବୃଦ୍ଧାଙ୍କ ଜୀବନ ଗଲା

ଅନୁଗୁଳ: ଆମ୍ବୁଲାନ୍ସ ଧକ୍କାରେ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ମୃତ ବୃଦ୍ଧା ହେଲେ ଜରପଡ଼ା ଥାନା ଇଲାକା ତୁବେ ଗ୍ରାମର ଚୁଇଁ ସାହୁ(୬୫)। ପ୍ରାପ୍ତ ସୂଚନା…
Read More...
error: Content is protected !!