କାର ଧକ୍କାରେ ହେଲ୍‌ଥ କରିଡର ପାଚେରୀ ଭାଙ୍ଗିଲା

ଅନୁଗୁଳ: ଅନୁଗୁଳ ଜଗନ୍ନାଥ ମନ୍ଦିର ବିଏଡ଼ କଲେଜ ରାସ୍ତାରେ ସୋମବାର ରାତି ପ୍ରାୟ ସାଢ଼େ ବାରଟା ସମୟରେ ଏକ ଦ୍ରୁତଗାମୀ କାର ଧକ୍କାରେ ହେଲ୍‌ଥ କରିଡର ପାଚେରୀ ଭାଙ୍ଗି ଯାଇଛି। ଉକ୍ତ କାରଟି (ଓଡ଼ି୦୨ ବିଟି ୮୭୬୩) ବିଏଡ଼ କଲେଜ ଆଡକୁ…

Continue Readingକାର ଧକ୍କାରେ ହେଲ୍‌ଥ କରିଡର ପାଚେରୀ ଭାଙ୍ଗିଲା

ଜାତୀୟ ରାଜପଥ ପାଇଁ ଜନ ସମାବେଶ ଆଜି

ଅନୁଗୁଳ: ବହୁ ପ୍ରତିଶ୍ରୁତି ପରେ ବି ସୁଧୁରୁନି ୫୫ନମ୍ବର ଜାତୀୟ ରାଜପଥର ଅବସ୍ଥା ବରଂ ଦିନକୁ ଦିନ ଅତି ଶୋଚନୀୟ ହୋଇ ପଡ଼ିଲାଣି। ପଞ୍ଚମହଲାଠାରୁ ବଅଁରପାଳ ଯାଏ ରାସ୍ତା ପାଲଟିଛି ମରଣଯନ୍ତା। ଆଗକୁ ବର୍ଷା ଆସୁଛି। ତା’ ପୂର୍ବରୁ ରାସ୍ତା ମରାମତି…

Continue Readingଜାତୀୟ ରାଜପଥ ପାଇଁ ଜନ ସମାବେଶ ଆଜି

କାମ ଦେଲାନି ଝଡାଫୁଙ୍କା,ସାପ କାମୁଡ଼ାରେ ଯୁବକର ଜୀବନ ଗଲା

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ ଟିକରପଡାର ପର୍ଯ୍ୟଟନ କ୍ୟାମ୍ପରେ କାର୍ଯ୍ୟ କରୁଥିବା ଜଣେ ଯୁବକର ସାପ କାମୁଡ଼ାରେ ମୃତ୍ୟୁ ହୋଇଛି। ଅନ୍ଧ ବିଶ୍ବାସର ବଶବର୍ତ୍ତି ହୋଇ ଝଡ଼ାଫୁଙ୍କା କରି ସମୟ ଗଡ଼ାଇ ଥିବାରୁ ଏହି ମୃତ୍ୟୁ ହେଲା ବୋଲି…

Continue Readingକାମ ଦେଲାନି ଝଡାଫୁଙ୍କା,ସାପ କାମୁଡ଼ାରେ ଯୁବକର ଜୀବନ ଗଲା

ଅନୁଗୁଳ ଡ଼ାକ୍ତରଖାନା ମୁଖ୍ୟ ଫାଟକ ଛାତ ଭୁଷୂଡ଼ିଲା

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟ ଫାଟକ ଉପରେ ଥିବା ଏକ ଛାତ ରବିବାର ଅପରାହ୍ନରେ ଭୁଷୁଡ଼ି ପଡ଼ିଛି। ଜନଗହଳି ପୂର୍ଣ୍ଣ ଏହି ଫାଟକ ଦେଇ ସେତେବେଳେ କୌଣସି ରୋଗୀ କି’ ସମ୍ପର୍କୀୟ ଯାତାୟାତ କରୁନଥିଲେ। ଫଳରେ ଏକ ବଡ…

Continue Readingଅନୁଗୁଳ ଡ଼ାକ୍ତରଖାନା ମୁଖ୍ୟ ଫାଟକ ଛାତ ଭୁଷୂଡ଼ିଲା

ବଲଦମରାରେ ଘଡ଼ିଆଳ ୩୦ ଶାବକ ଜନ୍ମ ଦେଲା

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଟିକରପଡ଼ାର ବଳଦମରାର ମହାନଦୀ ଶଯ୍ୟାରେ ମଙ୍ଗଳବାର ଗୋଟିଏ ଘଡ଼ିଆଳ କୁମ୍ଭୀର ୩୦ରୁ ଅଧିକ ଛୁଆଙ୍କୁ ଜନ୍ମ ଦେଇଛି। ଘଟଣାଟି ଜଙ୍ଗଲ ବିଭାଗ ଅଧିକାରୀ ସମେତ ସ୍ଥାନୀୟ ଅଧିବାସୀ ଏବଂ ପରିବେଶବିତଙ୍କୁ ଯଥେଷ୍ଟ ଆନନ୍ଦ ଦେଇଛି…

Continue Readingବଲଦମରାରେ ଘଡ଼ିଆଳ ୩୦ ଶାବକ ଜନ୍ମ ଦେଲା

ନୁମା ବାପିଙ୍କ ହାତଗଢା ଅନୁଷ୍ଠାନର ୭୬ ତମ ଜନ୍ମଦିନ

ଅନୁଗୁଳ: ନୁମା ବାପିଙ୍କ ହାତଗଢା ଅନୁଷ୍ଠାନ ଐତିହାସିକ ବାଜି ରାଉତ ଛାତ୍ରାବାସର ୭୬ତମ ଜନ୍ମଦିବସ ଆଶ୍ରମ ପରିସରରେ ବୁଧବାର ପାଳିତ ହୋଇଯାଇଛି। ବିଶିଷ୍ଟ ସମାଜସେବୀ କୃଷ୍ଣା ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହକୁ ଅବସରପ୍ରାପ୍ତ ସିଡ଼ିଏମଓ ଡ଼ା ବିଛନ୍ଦ ଚରଣ ପ୍ରଧାନ…

Continue Readingନୁମା ବାପିଙ୍କ ହାତଗଢା ଅନୁଷ୍ଠାନର ୭୬ ତମ ଜନ୍ମଦିନ

ପାଦେ ପାଦେ ବିପଦ: ବିଦ୍ୟୁତ୍ ତାରକୁ କାଠ ଖୁଣ୍ଟି ଭରସା

ଅନୁଗୁଳ: ଅନୁଗୁଳ ଜିଲ୍ଲା ହେବାର ୨୯ ବର୍ଷ ବିତିଲାଣି କିନ୍ତୁ ରାଜରାସ୍ତାରେ ବିଦ୍ୟୁତ୍ ବିଭାଗର ଅପାରଗତା କାରଣରୁ ପାଦେ ପାଦେ ବିପଦ ଦେଖା ଦେଇଛି। ହେମସୁରପଡା ୧୯ ନମ୍ବର ୱାର୍ଡରେ ବର୍ଷ ବର୍ଷ ଧରି ରାସ୍ତା କଡରେ କାଠ ଖୁଣ୍ଟିକୁ ଭରସା…

Continue Readingପାଦେ ପାଦେ ବିପଦ: ବିଦ୍ୟୁତ୍ ତାରକୁ କାଠ ଖୁଣ୍ଟି ଭରସା

ଦୁର୍ଘଟଣା ପ୍ରବଣ ଗୋପବନ୍ଧୁ ଛକ:ଟ୍ରାଫିକ ବ୍ୟବସ୍ଥା ଦାବି

ଅନୁଗୁଳ: ଅନୁଗୁଳ ସହର ବାଳିକା ଉଚ୍ଚ ବିଦ୍ୟାଳୟରୁ ନନ୍ ଭେଜ ମାର୍କେଟ ଏବଂ ବସ ଷ୍ଟାଣ୍ଡ ରାଜା ଛକ ରୁ ଡିଆଇସି ଛକ ରାସ୍ତାର ମଝିରେ ରହିଛି ଗୋପବନ୍ଧୁ ଛକ। ଏହି ଚାରି ଛକର ଚାରି ପଟକୁ ବିଭିନ୍ନ ଉଠା ଦୋକାନୀ…

Continue Readingଦୁର୍ଘଟଣା ପ୍ରବଣ ଗୋପବନ୍ଧୁ ଛକ:ଟ୍ରାଫିକ ବ୍ୟବସ୍ଥା ଦାବି

ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଏସୟୁସିଆଇ ପକ୍ଷରୁ ଗଣଧାରଣା

ଅନୁଗୁଳ: ଦେଶରେ ରନ୍ଧନ ଗ୍ୟାସ ଦର ମାତ୍ରାଧିକ ବୃଦ୍ଧି ସହିତ ପେଟ୍ରୋଲ, ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢିବା ଯୋଗୁଁ ଖାଉଟି ମାନେ ହନ୍ତସନ୍ତ ହେଉଛନ୍ତି। ବାରମ୍ବାର ଦର ବୃଦ୍ଧି ଦ୍ୱାରା ଆର୍ଥିକ ଅନଟନରେ ପଡି ଲୋକେ ଦାଦନ ଖଟିବାକୁ…

Continue Readingରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଏସୟୁସିଆଇ ପକ୍ଷରୁ ଗଣଧାରଣା

ଛେଣ୍ଡିପଦା କୋଇଲା ଖଣି ପାଇଁ ସଠିକ ସଂସ୍ଥା ଦ୍ବାରା ପରିବେଶୀୟ ଆକଳନ ଦାବି

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ୍ ଅଞ୍ଚଳରେ ହେବାକୁ ଥିବା କୋଇଲା ଖଣି ଅଞ୍ଚଳରେ ସଠିକ ସଂସ୍ଥା ଦ୍ବାରା ପରିବେଶୀୟ ଆକଳନ କରିବାକୁ ଦାବି ହୋଇଛି। ରବିବାର ଅପରାହ୍ନରେ ସ୍ଥାନୀୟ ଏକ ହୋଟେଲରେ ଛେଣ୍ଡିପଦା ଖଣି ପ୍ରଭାବିତ ପ୍ରଜା ସଂଘ ଏବଂ…

Continue Readingଛେଣ୍ଡିପଦା କୋଇଲା ଖଣି ପାଇଁ ସଠିକ ସଂସ୍ଥା ଦ୍ବାରା ପରିବେଶୀୟ ଆକଳନ ଦାବି