ନିଯୁକ୍ତି ଦାବିରେ ଛେଳିଆ କ୍ଷତିଗ୍ରସ୍ତ ପ୍ରଜାଙ୍କ ଅନଶନ

ଅନୁଗୁଳ: ଏମ୍‌ସିଏଲ୍‌ର କଣିହାଁ ଓସିପି ଦ୍ବାରା କ୍ଷତିଗ୍ରସ୍ତ ଛେଳିଆ ଗ୍ରାମର ପ୍ରଜା ନିଯୁକ୍ତି ଦାବିରେ ସୋମବାର ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ ଆରମ୍ଭ କରିଛନ୍ତି। କଣିହାଁ ଓସିପି ଦ୍ବାରା କ୍ଷତିଗ୍ରସ୍ତ ଏବଂ ବିସ୍ଥାପିତ ପ୍ରଜା ନିଯୁକ୍ତି ନେଇ ବାରମ୍ବାର ଆବେଦନ…

Continue Readingନିଯୁକ୍ତି ଦାବିରେ ଛେଳିଆ କ୍ଷତିଗ୍ରସ୍ତ ପ୍ରଜାଙ୍କ ଅନଶନ

ବିଭିନ୍ନ ସଙ୍ଗଠନ ପକ୍ଷରୁ ରାଷ୍ଟ୍ରୀୟ ନବବର୍ଷ ପାଳିତ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ରାଷ୍ଟ୍ରୀୟ ନବବର୍ଷ ପାଳିତ ହୋଇଯାଇଛି। ଶୈଳ ଶ୍ରୀକ୍ଷେତ୍ର ବେଦ ଭବନରେ ଆୟୋଜିତ ସମାରୋହରେ ପୁରୀ ଗୋବର୍ଦ୍ଧନ ପୀଠର ମୁଖ୍ୟ ସଂଯୋଜକ ସ୍ବାମୀ ସତଚିଦାନନ୍ଦ ମହାରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହିନ୍ଦୁ ମାନଙ୍କ…

Continue Readingବିଭିନ୍ନ ସଙ୍ଗଠନ ପକ୍ଷରୁ ରାଷ୍ଟ୍ରୀୟ ନବବର୍ଷ ପାଳିତ

ଏସବିଆଇର ମଲବେରି ଚାଷ ପାଇଁ ଋଣ ପ୍ରଦାନ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ମଲବେରି ଚାଷ ପାଇଁ ଏସବିଆଇ ପକ୍ଷରୁ ଏକ ଋଣପତ୍ର ବଣ୍ଟନ ସମାରୋହ ଶନିବାର ଆୟୋଜିତ ହୋଇଥିଲା। ଅନୁଗୁଳ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଅଡିଟରିଅମ୍ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଭୁବନେଶ୍ୱର ମଣ୍ଡଳ…

Continue Readingଏସବିଆଇର ମଲବେରି ଚାଷ ପାଇଁ ଋଣ ପ୍ରଦାନ

ରାହଗିରିର ମଜା ଉଠାଇଲେ ଅନୁଗୁଳ ବାସୀ

ଅନୁଗୁଳ: ପବିତ୍ର ଉତ୍କଳ ଦିବସ ଏବଂ ଅନୁଗୁଳ ଜିଲ୍ଲା ପ୍ରତିଷ୍ଠା ଦିବସ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମନୋରଞ୍ଜନ ଏବଂ ସଚେତନତା ଭିତ୍ତିକ ପର୍ବ ରାହଗିରି ଅନୁଷ୍ଠିତ ହୋଇଯାଇଛି। ଅନୁଗୁଳ ଜଗନ୍ନାଥ ମନ୍ଦିର ରାସ୍ତାରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା। ସକାଳ…

Continue Readingରାହଗିରିର ମଜା ଉଠାଇଲେ ଅନୁଗୁଳ ବାସୀ

ଜାତୀୟ ଖୋଖୋ ପ୍ରତିଯୋଗିତା, ମହିଳା ବିଭାଗରେ ଓଡ଼ିଶା ବିଜୟୀ

ଅନୁଗୁଳ: ଚଳିତ ମାସ ୨୭ ଓ ୨୮ ତାରିଖ ଦୁଇ ଦିନ ଧରି ଉତ୍ତର ପ୍ରଦେଶର କାନପୁର ଠାରେ ଆୟୋଜିତ ଜାତୀୟ ସେଭେନ୍ ବ୍ଲକ ଖୋଖୋ ପ୍ରତିଯୋଗିତାର ମହିଳା ବିଭାଗରେ ଓଡ଼ିଶା ଉତ୍ତର ପ୍ରଦେଶକୁ ୧୨-୮ ପଏଣ୍ଟରେ ପରାସ୍ତ କରି ଚାମ୍ପିଅନ…

Continue Readingଜାତୀୟ ଖୋଖୋ ପ୍ରତିଯୋଗିତା, ମହିଳା ବିଭାଗରେ ଓଡ଼ିଶା ବିଜୟୀ

ପୌରାଧକ୍ଷ ଦାୟିତ୍ଵ ନେଲେ ଅକ୍ଷୟ ସାମନ୍ତ

ଅନୁଗୁଳ: ଅନୁଗୁଳ ପୌରପାଳିକାର ପୌରାଧକ୍ଷ ଭାବେ ଅକ୍ଷୟ କୁମାର ସାମନ୍ତ ବୁଧବାର ଦାୟିତ୍ଵ ଗ୍ରହଣ କରିଛନ୍ତି। ଆଜି ପୂର୍ବାହ୍ନ ଏଗାରଟା ସମୟରେ ଶ୍ରୀ ସାମନ୍ତ ବିଜୟୀ ବିଜେଡି କାଉନସିଲର ଏବଂ ସମର୍ଥକଙ୍କ ଗହଣରେ ଅମଲାପଡ଼ା ଦୁର୍ଗା ମଣ୍ଡପରୁ ବାହାରି ସିଧା କାର୍ଯ୍ୟାଳୟକୁ…

Continue Readingପୌରାଧକ୍ଷ ଦାୟିତ୍ଵ ନେଲେ ଅକ୍ଷୟ ସାମନ୍ତ

କାୟାକଳ୍ପ ପୁରସ୍କାରରୁ ଅନୁଗୁଳ ମେଡ଼ିକାଲ ବାଦ୍ ପଡ଼ିଲା

ଅନୁଗୁଳ: ରାଜ୍ୟ ସରକାରଙ୍କ ମିଶନ ନିର୍ଦ୍ଦେଶାଳୟ ପକ୍ଷରୁ ସରକାରୀ ସ୍ବାସ୍ଥ୍ୟ ସେବା ପାଇଁ ପ୍ରଦାନ କରାଯାଉଥିବା କାୟ।କଳ୍ପ ପୁରସ୍କାର ଆଜି ୨୯ ମାର୍ଚ୍ଚ ରେ ଘୋଷଣା କରାଯାଇଛି।ଚଳିତ ବର୍ଷ ସବୁ ବିଭାଗରେ ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ…

Continue Readingକାୟାକଳ୍ପ ପୁରସ୍କାରରୁ ଅନୁଗୁଳ ମେଡ଼ିକାଲ ବାଦ୍ ପଡ଼ିଲା

ଅନୁଗୁଳରେ ବିଶ୍ଵ ନାଟ୍ୟ ଦିବସ ପାଳିତ

ଅନୁଗୁଳ: ସ୍ଥାନୀୟ କଳାକାର ଭବନ ଠାରେ ରବିବାର ବିଶ୍ଵ ନାଟ୍ୟ ଦିବସ ପାଳିତ ହୋଇଯାଇଛି। କବୟିତ୍ରୀ ଇନ୍ଦିରା ଦାଶଙ୍କ ମଞ୍ଚ ପରିଚାଳନାରେ ଆୟୋଜିତ ଏହି ସମାରୋହରେ ଜିଲ୍ଲା ସଂସ୍କୃତି ଅଧିକାରୀ ଦୁଃଶାସନ ନାୟକ ମୁଖ୍ୟ ଅତିଥି, ଡା ଶାନ୍ତନୁ କୁମାର ସର…

Continue Readingଅନୁଗୁଳରେ ବିଶ୍ଵ ନାଟ୍ୟ ଦିବସ ପାଳିତ

ଭିକାରୀ ଓ ପାଗଳଙ୍କ କବ୍‌ଜାରେ ଅନୁଗୁଳ

ଅନୁଗୁଳ: ରାଜ୍ୟର ପ୍ରତ୍ୟେକ ସହରକୁ ସୁନ୍ଦର ତଥା ସମୃଦ୍ଧ କରିବାକୁ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ଏହି ଯୋଜନାରେ ଅନୁଗୁଳ ସହରରେ ବି ଅନେକ ଉନ୍ନତିମୂଳକ କାର୍ଯ୍ୟ ହେଉଛି। କିନ୍ତୁ ସହରରେ ଏବେ ବି ଅନେକ ସମସ୍ୟା ଲାଗି ରହିଛି, ଯାହା…

Continue Readingଭିକାରୀ ଓ ପାଗଳଙ୍କ କବ୍‌ଜାରେ ଅନୁଗୁଳ

ଅନୁଗୁଳ ପୌର ନିର୍ବାଚନ: ବିଜେପି ହାତେଇଲା ସବୁଠୁ ଅଧିକ ସିଟ୍, ଅକ୍ଷୟ ସାମନ୍ତ ହେଲେ ନଗରପାଳ

ଅନୁଗୁଳ: ଅନୁଗୁଳରେ ଏଥରକ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଥିବାରୁ ଫଳାଫଳ ଉପରେ ଥିଲା ସମସ୍ତଙ୍କ ନଜର। ତେବେ ଏଥରକ  ବିଜେଡି ପୌର ପରିଷଦ ହାତେଇବାରେ ସଫଳ ହୋଇଛି। ନଗରପାଳ ପଦ ପାଇଁ ହେଉଥିବା ଏହି ନିର୍ବାଚନରେ ପ୍ରାରମ୍ଭିକ…

Continue Readingଅନୁଗୁଳ ପୌର ନିର୍ବାଚନ: ବିଜେପି ହାତେଇଲା ସବୁଠୁ ଅଧିକ ସିଟ୍, ଅକ୍ଷୟ ସାମନ୍ତ ହେଲେ ନଗରପାଳ