ଅନୁଗୁଳରେ ଘନ କୁହୁଡି

ଅନୁଗୁଳ: ଅନୁଗୁଳରେ ପ୍ରଚଣ୍ଡ ଶୀତ ସାଙ୍ଗକୁ ଘନ କୁହୁଡି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗାଡି ମଟର ସକାଳ ୮ଟା ପର୍ଯ୍ୟନ୍ତ ଵି ଲାଇଟ୍ ଜଳାଇ ଯାଉଥିବା ଦେଖା ଯାଇଛି। ସହରର ଦୋକାନ ବଜାରରେ ମଧ୍ୟ ଗହଳି ଦେଖିବାକୁ…
Read More...

ମହିଳାଙ୍କ ବେକରୁ ସୁନା ଚେନ୍‌ ଛିଣ୍ତାଇନେଲେ

ଅନୁଗୁଳ: ଶନିବାର ଅପରାହ୍ଣ ପ୍ରାୟ ଗୋଟାଏ ୩୦ ସମୟରେ ୫୫ ନ˚ ଜାତୀୟ ରାଜପଥର ଅନୁଗୁଳ କାଲ୍‌ଟାକ୍ସ ଛକ ନିକଟରେ ଜଣେ ମହିଳା ଆକ୍ଟିଭା ସ୍କୁଟରରେ ଅନୁଗୁଳ ବସ୍‌ଷ୍ଟାଣ୍ତ ଆଡ଼କୁ ଆସୁଥିବାବେଳେ ପଛରୁ ୨ ଜଣ ଦୁବୃର୍ତ୍ତ…
Read More...

ଭିଜନ୍‌ ଡକୁମେଣ୍ଟରେ ଜେଲ୍‌ ଆଧୁନିକୀକରଣ

ଅନୁଗୁଳ: ୨୦୨୩ ସୁଦ୍ଧା ଏକ ସୁନ୍ଦର ସମୃଦ୍ଧି ଅନୁଗୁଳ ଗଠନ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଯେଉଁ ଭିଜନ ଡକୁମେଣ୍ଟ ପ୍ରସ୍ତୁତ କରାଯାଇଛି ସେଥିରେ ଜେଲର ପରିବେଶ ଉପରେ ପ୍ରାଥମିକତା ଦିଆଯାଇଛି। ଜେଲ୍‌ ଅନ୍ତେବାସୀଙ୍କ ରହିବା…
Read More...

ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗୁଟ୍‌ଖା ଦୋକାନରେ ଚଢ଼ାଉ

ଅନୁଗୁଳ: ଶୁକ୍ରବାର ଜିଲ୍ଲା ଜନସ୍ବାସ୍ଥ୍ୟ ବିଭାଗର ଭ୍ରାମ୍ୟମାଣ ଶାଖା ପକ୍ଷରୁ ଅନୁଗୁଳ ବସ୍‌ଷ୍ଟାଣ୍ତ ଏବ˚ ଅନ୍ୟାନ୍ୟ ଅଞ୍ଚଳରେ ଚଢ଼ାଉ କରାଯାଇ ଗୁଟ୍‌ଖା, ଜର୍ଦ୍ଦା ଆଦି ଜବତ କରାଯାଇଥିଲା। ବିଭିନ୍ନ ପାନ ଦୋକାନରେ ଚଢ଼ାଉ…
Read More...

ପାର୍କରେ ନେତାଜୀଙ୍କୁ ଇଏ କି ସମ୍ମାନ!

ଅନୁଗୁଳ: ଅନେକ ସମୟରେ ପୌରପାଳିକା ପାର୍କ ଗଢେ଼। ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନା ହୁଏ। ତା’ପରେ କଥା ସରିଯାଏ। ଏହିଭଳି ଏକ ଦୃଶ୍ୟ ଅନୁଗୁଳ ଶିମିଳିପଡ଼ାବାସୀଙ୍କୁ ବ୍ୟଥିତ କରିଛି। ପୌରପାଳିକା ପକ୍ଷରୁ ଏଥିରେ ଉଦ୍ୟାନ…
Read More...

ବାର୍ଡ ଫ୍ଲୁ ଆଶଙ୍କାରେ ଚିକେନ୍‌ ଚାହିଦା କମୁଛି

ଅନୁଗୁଳ: ଓଡ଼ିଶାରେ ବାର୍ଡ ଫ୍ଲୁର ସ˚କ୍ରମଣ ହୋଇନଥିଲେ ବି ଏକ ଅଜଣା ଆଶଙ୍କାରେ ଗ୍ରାହକମାନେ ଥିବାରୁ ଏହାର ପ୍ରଭାବ ଚିକେନ୍‌ ବଜାର ଉପରେ ପଡ଼ିଛି। ବର୍ତ୍ତମାନ ଅନୁଗୁଳ ଜିଲ୍ଲାରେ ବାହାଘର ବଜାରକୁ ଦେଖି ମେନୁ କଲାବେଳେ…
Read More...

ମଦ ଦୋକାନରେ ବହୁମୁଖୀ ଶୃଙ୍ଖଳା ଟିମର ଚଢ଼ାଉ

ଅନୁଗୁଳ: ଅନୁଗୁଳ ଉପଖଣ୍ତ ବହୁମୁଖୀ ଶୃଙ୍ଖଳା ଟିମ୍‌ ପକ୍ଷରୁ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ଚଢ଼ାଉ ଜାରି ରହିଛି। ପୂର୍ବରୁ ଓଜନ, ସ୍ବଚ୍ଛତା ଓ ଗୁଣବତ୍ତାକୁ ନେଇ ବହୁମୁଖୀ ଶୃଙ୍ଖଳା ଟିମ୍‌ ଅନୁଗୁଳ ସହରରେ ବିଭିନ୍ନ…
Read More...

କୃଷି ଆଇନ୍ ବାତିଲ ଦାବିରେ ଜିଲ୍ଲା କାର୍ଯ୍ୟାଳୟ ଘେରାଉ

ଅନୁଗୁଳ: କେନ୍ଦ୍ର ସରକାର ଦ୍ଵାରା ପ୍ରଣିତ ଜାତୀୟ କୃଷି ଆଇନ୍ ଓ ବିଦ୍ୟୁତ୍ ଆଇନ୍ କଳା ଆଇନ୍ କହି ଏହାକୁ ତୁରନ୍ତ ବାତିଲ କରିବାକୁ ଡାକରା ଦେଇଛି ଏଆଇକେଜେଏଏସ୍ ସଂଗଠକ । ଏଥି ନେଇ ସଂଗଠନର ଜିଲ୍ଲା କମିଟି ପକ୍ଷରୁ ସଭାପତି…
Read More...

ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ ଉପଲକ୍ଷେ ବାହାରିଲା ସଚେତନତା ରଥ

ଅନୁଗୁଳ: ରାସ୍ତା ବ୍ୟବହାରକାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ରାସ୍ତା ଦୁର୍ଘଟଣାକୁ ନିୟନ୍ତ୍ରଣ କରିବା ନିମନ୍ତେ ଆସନ୍ତା ମାସ ୧୭ ତାରିଖ ପର୍ଯ୍ୟନ୍ତ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କରାଯାଉଅଛି। ଏହି ଅବସରରେ ସୋମବାର…
Read More...

ଜିଲ୍ଲାରେ ଚାଷୀଙ୍କୁ ମିଳୁନି ଉନ୍ନତ ମାନର ବିହନ

ଅନୁଗୁଳ: ସମସ୍ତେ ଚାଷ ଗୁରୁତ୍ବପୂର୍ଣ୍ଣ ବୋଲି କହିଥାନ୍ତି। ଚାଷୀ ଭଲରେ ରହିଲେ ଦେଶ ଭଲରେ ରହିବ ବୋଲି କୁହାଯାଏ। କିନ୍ତୁ ଚାଷ ପାଇଁ ସମସ୍ତେ କୁମ୍ଭୀର କାନ୍ଦଣା ହିଁ କାନ୍ଦିଥାନ୍ତି। ଅନୁଗୁଳ ଜିଲ୍ଲାରେ ଶସ୍ୟ, ଡାଲି ଜାତୀୟ…
Read More...
error: Content is protected !!