ସରକାରୀ ଜାଗାରୁ ହଟିଲା ହୋର୍ଡ଼ିଂ

ଅନୁଗୁଳ: ନେତା ହେଲେ କଣ ହେବ ନିର୍ବାଚନ ବେଳେ ଆଇନ କଣ କହୁଚି ତାହା ଅନେକଙ୍କୁ ଜଣା ନଥାଏ।ଏଥିପାଇଁ ସେମାନଙ୍କୁ ହଟହଟା ହେବାକୁ ପଡ଼ିଥାଏ। ମଙ୍ଗଳବାର ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଲିସ ସହାୟତାରେ ସହର ମଧ୍ୟରେ ଥିବା ସରକାରୀ ଯାଗା…

Continue Readingସରକାରୀ ଜାଗାରୁ ହଟିଲା ହୋର୍ଡ଼ିଂ

ମାଳତୀ ଦେବୀଙ୍କ ୨୪ ତମ ପୁଣ୍ୟତିଥି ପାଳିତ

ଅନୁଗୁଳ : ନବ ମାଳତୀ ସ୍ମୃତି କମିଟି ପକ୍ଷରୁ ଚିର ବିପ୍ଳବୀନି ତଥା ସମାଜସେବୀ ମାଳତୀ ଚୌଧୁରୀଙ୍କ ୨୪ ତମ ପୁଣ୍ୟତିଥି ମଙ୍ଗଳବାର ପାଳିତ ହୋଇଯାଇଛି । ଏ ଅବସରରେ ମାଳତିଦେବିଙ୍କ ସ୍ମୃତି ପୀଠ ରେ ମାଲ୍ୟାର୍ପଣ କରାଯିବା ସହ ଓଡ଼ିଶାରେ…

Continue Readingମାଳତୀ ଦେବୀଙ୍କ ୨୪ ତମ ପୁଣ୍ୟତିଥି ପାଳିତ

ସ୍ବାଧୀନ ପ୍ରାର୍ଥୀ ରଘୁବୀରଙ୍କ ପ୍ରତି ସମର୍ଥନ ବଢ଼ୁଛି

ଅନୁଗୁଳ: ଆସନ୍ତା ପୌର ନିର୍ବାଚନ ପାଇଁ ଅନୁଗୁଳ ମ୍ୟୁନିସିପାଲିଟିର ୬ ନ˚ ୱାର୍ଡ କାଉନ୍‌ସିଲର ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଥିବା ସ୍ବାଧୀନ ପ୍ରାର୍ଥୀ ରଘୁବୀର ସି˚ହଙ୍କ ପ୍ରତି ଜନସମର୍ଥନ ବଢ଼ୁଛି। ଦଳୀୟ ପ୍ରାର୍ଥୀଙ୍କ ସ୍ଥାନରେ ସ୍ବାଧୀନ ପ୍ରାର୍ଥୀଙ୍କ ପ୍ରତି ଜନସମର୍ଥନ ବଢ଼ିବାରେ…

Continue Readingସ୍ବାଧୀନ ପ୍ରାର୍ଥୀ ରଘୁବୀରଙ୍କ ପ୍ରତି ସମର୍ଥନ ବଢ଼ୁଛି

ବିଧାୟକ ଜଗଦ୍ଦେବଙ୍କୁ ବିରୋଧ: ତହସିଲ ଅଫିସ ସାମ୍ନାରେ ଧାରଣା ଦେଲା ବିଜେପି

ଅନୁଗୁଳ: ଶୋଭାଯାତ୍ରା ବେଳେ ଲୋକଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିବା ବାଣପୁର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିରୋଧ କରି ସ୍ଥାନୀୟ ତହସିଲ ଅଫିସ ସାମ୍ନାରେ ଜିଲ୍ଲା ବିଜେପି ପକ୍ଷରୁ ଧାରଣା ଦିଆଯାଇଛି। ସୋମବାର ସକାଳ ୧୧ ଟାରୁ ଦିନ ୧୨ ଟା…

Continue Readingବିଧାୟକ ଜଗଦ୍ଦେବଙ୍କୁ ବିରୋଧ: ତହସିଲ ଅଫିସ ସାମ୍ନାରେ ଧାରଣା ଦେଲା ବିଜେପି

ନକଲି ଗାଡ଼ି ନମ୍ୱରରେ ମଦ ଚାଲାଣ: ଅସଲି ମାଲିକ ହରଡ଼ଘଣାରେ

ଅନୁଗୁଳ: ମଦ ମାଫିଆ ମାନେ ଗାଡ଼ି ମଟରରେ ଅନ୍ୟର ନମ୍ୱର ପ୍ଲେଟ ଲଗାଇ ମଦ ଚାଲାଣ କରୁଥିବାବେଳେ ଧରା ପଡିଲେ ବିଚରା ଅସଲି ମାଲିକ ହରଡ଼ଘଣାରେ ପଡ଼ୁଛି।ଏଭଳି ଏକ ଅଭିଯୋଗ ଆଣିଛନ୍ତି ଅନୁଗୁଳ ଲିଙ୍ଗରା ଯୋଡ଼ି ଗ୍ରାମର ଉପେନ୍ଦ୍ର ପଟ୍ଟନାୟକ।ଗତ ୨୫…

Continue Readingନକଲି ଗାଡ଼ି ନମ୍ୱରରେ ମଦ ଚାଲାଣ: ଅସଲି ମାଲିକ ହରଡ଼ଘଣାରେ

୮ଟି ଯାକ ବ୍ଲକ୍‌ରେ ଅଧ୍ୟକ୍ଷ ପଦ ହାତେଇଲା ବିଜେଡି

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ପୁଣିଥରେ ବାଜି ମାରି ନେଇଛି ବିଜେଡି। ଚଳିତ ନିର୍ବାଚନରେ ଜିଲ୍ଲାର ୮ଟି ଯାକ ବ୍ଲକରେ ଅଧ୍ୟକ୍ଷ ପଦ ବିଜେଡି ହାତେଇଛି। ଅନୁଗୁଳ ଜିଲ୍ଲାର ସମସ୍ତ ୮ଟି ଯାକ ବ୍ଲକରେ ଶଙ୍ଖ ଧ୍ୱନି ବାଜିଛି ଓ ବିଜେଡି ବିପୁଳ…

Continue Reading୮ଟି ଯାକ ବ୍ଲକ୍‌ରେ ଅଧ୍ୟକ୍ଷ ପଦ ହାତେଇଲା ବିଜେଡି

ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା ଅଭିଯୋଗ

ଅନୁଗୁଳ: ଅନୁଗୁଳ ପ୍ରଗତିନଗର ଠାରେ ଶନିବାର ସକାଳ ପ୍ରାୟ ସାଢେ଼ ଆଠଟା ସମୟରେ ଜଣେ ପରିବା ବ୍ୟବସାୟୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଥିବାବେଳେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି। ସୂଚନା ଯେ, ମୃତକ ପରିବା ବ୍ୟବସାୟୀ ଜଣକ ହେଲେ ମାନସ…

Continue Readingବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା ଅଭିଯୋଗ

କମେଣ୍ଟ୍‌ମରାକୁ ନେଇ ଆକ୍ରମଣ:‌ ଛାତ୍ର ଗୁରୁତର

ଅନୁଗୁଳ: ଅନୁଗୁଳ ଖଲାରି ନିକଟରେ ଗୁରୁବାର ଅପରାହ୍ନରେ କିଛି ଅଣଛାତ୍ରଙ୍କ ଆକ୍ରମଣରେ ଜଣେ ହାଇସ୍କୁଲ ଛାତ୍ର ଗୁରୁତର ଆହତ ହୋଇଛନ୍ତି। କଲେଜ୍ ଛକ ନିକଟରେ ଥିବା ଏକ ପ୍ରତିଷ୍ଠିତ ଛାତ୍ରା ବାସର ପିଲାମାନେ ସ୍ଥାନୀୟ ଖଲାରି ହାଇ ସ୍କୁଲ ରେ ପଢନ୍ତି।ଏହି…

Continue Readingକମେଣ୍ଟ୍‌ମରାକୁ ନେଇ ଆକ୍ରମଣ:‌ ଛାତ୍ର ଗୁରୁତର

ବାଣ ଝୁଲ ପଡ଼ି ତିନି ବଖରା ଜଳିଗଲା

ଅନୁଗୁଳ: ଅନୁଗୁଳ ଥାନା ଜରାସିଂହାରେ ଗୁରୁବାର ଅପରାହ୍ନ ପାଞ୍ଚଟା ସମୟରେ ଅଗ୍ନିକାଣ୍ଡ ଘଟି ଶିଶିର କୁମାର ସ୍ବାଇଁଙ୍କ ତିନି ବଖରା ଚାଳ ଘର ପୋଡିଯାଇଛି। ସୂଚନା ଯେ, ଗାଁ ରେ ଏକ ବାହାଘର ଅବସରରେ ବାଣ ଝୁଲ ପଡ଼ି ଚାଳରେ ନିଆଁ…

Continue Readingବାଣ ଝୁଲ ପଡ଼ି ତିନି ବଖରା ଜଳିଗଲା

ଦୁଇ ଅଟୋକୁ ଧକ୍କା ଦେଲା କାର: ଅଳ୍ପକେ ବର୍ତିଲେ ବାଟୋଇ

ଅନୁଗୁଳ: ବୁଧବାର ଅପରାହ୍ନ ପ୍ରାୟ ସାଢେ଼ ତିନିଟା ବେଳେ ମାଛ ମାର୍କେଟ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଥିଲା। ମାଛ ମାର୍କେଟ ପଟୁ ଦୃତ ଗତିରେ ଆସୁଥିବା ଏକ କାର ଜୁଭେନାଇଲ ଜେଲ ନିକଟରେ ମରାମତି ହେବାକୁ ଥିବା ଦୁଇ ଅଟୋ…

Continue Readingଦୁଇ ଅଟୋକୁ ଧକ୍କା ଦେଲା କାର: ଅଳ୍ପକେ ବର୍ତିଲେ ବାଟୋଇ