ତାଳଚେର ବ୍ଲକ ୧୨ ଓ ୧୬ ନମ୍ୱର୍ ୱାର୍ଡର ପୁନଃ ନିର୍ବାଚନ ପାଇଁ ଦାବି

ଅନୁଗୁଳ: ତାଳଚେର ବ୍ଲକ କୋଡ଼ିଏ ନମ୍ୱର୍ ଜିଲ୍ଲା ପରିଷଦ ଅନ୍ତର୍ଗତ ୧୨ ଓ ୧୬ ନମ୍ୱର୍ ୱାର୍ଡ ପାଇଁ ହୋଇଥିବା ପଞ୍ଚାୟତ ନିର୍ବାଚନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ଗୁରୁବାର ଅନୁଗୋଳ ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ…

Continue Readingତାଳଚେର ବ୍ଲକ ୧୨ ଓ ୧୬ ନମ୍ୱର୍ ୱାର୍ଡର ପୁନଃ ନିର୍ବାଚନ ପାଇଁ ଦାବି

ଜାତୀୟ ରାଜପଥ ପୁନଃ ନିର୍ମାଣ ପାଇଁ ସାଂସଦଙ୍କ ଧାରଣା

ଅନୁଗୁଳ: ଦୀର୍ଘ ପାଞ୍ଚ ବର୍ଷ ହେବ ୫୫ ନମ୍ୱର୍ ଜାତୀୟ ରାଜପଥ ଭାଙ୍ଗିରୁଜି ନଷ୍ଟ ହେବା ସହ ଖାଲ ଖମାରେ ଭରି ଯାଇଛି। ପ୍ରତିଦିନ ଏଇ ରାସ୍ତାରେ କୋଉଠି ନା କୋଉଠି ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଚି। ଗଣମାଧ୍ୟମରେ…

Continue Readingଜାତୀୟ ରାଜପଥ ପୁନଃ ନିର୍ମାଣ ପାଇଁ ସାଂସଦଙ୍କ ଧାରଣା

ଲକ୍ଷ୍ମୀ ମନ୍ଦିର ହୁଣ୍ଡି ଭାଙ୍ଗି ଚୋରି

ଅନୁଗୁଳ: ଅନୁଗୁଳ ସଂଜୀବନୀ ମାର୍କେରେ ଥିବା ଲକ୍ଷ୍ମୀ ମନ୍ଦିରରୁ ସୋମବାର ରାତିରେ ହୁଣ୍ଡି ଭାଙ୍ଗି ଚୋର ମାନେ ନଗଦ ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି ଚୋର ମନ୍ଦିର ଗ୍ରିଲରେ ଥିବା ସାମାନ୍ୟ ଫାଙ୍କକୁ ଟାଣି ଭିତରେ ପଶି କାଚ ହୁଣ୍ଡିକୁ ଭାଙ୍ଗି…

Continue Readingଲକ୍ଷ୍ମୀ ମନ୍ଦିର ହୁଣ୍ଡି ଭାଙ୍ଗି ଚୋରି

୩୦୦ ସମର୍ଥକଙ୍କୁ ଧରି ବିଜେଡିରେ ମିଶିଲେ ଅକ୍ଷୟ ସାମନ୍ତ

ଅନୁଗୁଳ: କଂଗ୍ରେସ ସହ ଦୀର୍ଘ ବର୍ଷର ସମ୍ପର୍କ ଛିନ୍ନ କରି ଶେଷରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା, ଅନୁଗୁଳର ପୂର୍ବତନ ନଗରପାଳ ତଥା ରାଜ୍ୟ କ୍ରିକେଟ ଆସୋସିଏସନ୍ ଉପସଭାପତି ଅକ୍ଷୟ କୁମାର ସାମନ୍ତ। ସୋମବାର ଅପରାହ୍ନରେ…

Continue Reading୩୦୦ ସମର୍ଥକଙ୍କୁ ଧରି ବିଜେଡିରେ ମିଶିଲେ ଅକ୍ଷୟ ସାମନ୍ତ

କୂଅରୁ ଅଜଣା ବ୍ୟକ୍ତିର ଶବ ଉଦ୍ଧାର

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ବାଳୁଅକଟା ଗାଁ ର ଏକ ଅଣଓସାରିଆ କୂଅର ୨୦ ଫୁଟ୍ ଗଭିରରୁ ଶନିବାର ସନ୍ଧ୍ୟାରେ ଜଣେ ଅଜଣା ବ୍ୟକ୍ତିର ଶବ ଭାସୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି। ଖବର ପାଇ ଅନୁଗୁଳ ଅଗ୍ନିଶମ ବାହିନୀ ଘଟଣା…

Continue Readingକୂଅରୁ ଅଜଣା ବ୍ୟକ୍ତିର ଶବ ଉଦ୍ଧାର

ମଦ ମାଫିଆ ଜୟପ୍ରକାଶ ସହ ପରିବାର ୩ କୋର୍ଟ ଚାଲାଣ

ଅନୁଗୁଳ: କୁଖ୍ୟାତ ମଦ ମାଫିଆ ଜୟପ୍ରକାଶ ଗୁପ୍ତାକୁ ଗତକାଲି ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ୱାର୍ଡ ଏବଂ ଅନ୍ୟ ଅଧିକାରୀ ମାନେ ବଅଁରପାଳ ଜେଏମ୍‌ଏଫ୍‌ସି କୋର୍ଟ ସମ୍ମୁଖରୁ ଫିଲ୍ମ ଷ୍ଟାଇଲରେ ଧରିବା ପରେ କଟକ ନେଇଯାଇଥିଲେ। ସେଠାରେ ଅବକାରୀ କମିଶନରଙ୍କ ସମେତ ଅନ୍ୟ…

Continue Readingମଦ ମାଫିଆ ଜୟପ୍ରକାଶ ସହ ପରିବାର ୩ କୋର୍ଟ ଚାଲାଣ

ପୂର୍ବତନ ମନ୍ତ୍ରୀ ଦେବରାଜ ସାହୁଙ୍କ ପରଲୋକ

ଅନୁଗୁଳ: ରାଜ୍ୟ ସରକାରଙ୍କ ପୂର୍ବତନ ଗୃହ ରାଷ୍ଟ୍ରମନ୍ତ୍ରୀ ତଥା ଅନୁଗୁଳର ପୂର୍ବତନ ବିଧାୟକ ଦେବରାଜ ସାହୁଙ୍କ ଶୁକ୍ରବାର ସକାଳେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା। ସେ ଗତ ୧୫ ଦିନ ହେଲା ନିମୋନିଆରେ ଆକ୍ରାନ୍ତ ହୋଇ…

Continue Readingପୂର୍ବତନ ମନ୍ତ୍ରୀ ଦେବରାଜ ସାହୁଙ୍କ ପରଲୋକ

କ୍ରମାନ୍ୱୟରେ ୧୩ ଟି ବିଅର ପିଇ ଯୁବକ ଅଚେତ୍

ଅନୁଗୁଳ: ଗୁରୁବାର ସଂଧ୍ୟାରେ ହୁଲୁରସିଂହା ଖେଳ ପଡ଼ିଆରେ ଜଣେ ଯୁବକ କ୍ରମାନ୍ଵୟରେ ୧୩ ଟି ବିଅର୍ ପିଇ ଅଚେତ୍ ହେବା ଘଟଣା ପଦାକୁ ଆସିଚି। ସୂଚନା ଯେ, ସନ୍ଧ୍ୟାରେ ଖେଳ ପଡ଼ିଆରେ ଏକାଠି ହୋଇଥିବା ଚାରି ସାଙ୍ଗଙ୍କ ମଧ୍ୟରେ ଚ୍ୟାଲେଞ୍ଜ ହେଲା…

Continue Readingକ୍ରମାନ୍ୱୟରେ ୧୩ ଟି ବିଅର ପିଇ ଯୁବକ ଅଚେତ୍

କୁଖ୍ୟାତ ମଦ ମାଫିଆ ଜୟପ୍ରକାଶ ଗିରଫ

ଅନୁଗୁଳ: ଦୀର୍ଘ କୋଡ଼ିଏ ଦିନର ଛକାପଞ୍ଝା ପରେ ଜିଲ୍ଲା ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ଗଙ୍ଗାଜଳ ଚଳଚ୍ଚିତ୍ର ଷ୍ଟାଇଲରେ କୋଡ଼ିଏ ଦିନ ଧରି ଜାଲ ବିଛାଇ ବସିଥିବା ଅବକାରୀ ସ୍କ୍ୱାଡ୍ ଶେଷରେ ଗୁରୁବାର ଅପରାହ୍ନ ପ୍ରାୟ ତିନିଟା ବେଳେ ବଅଁରପାଳରୁ…

Continue Readingକୁଖ୍ୟାତ ମଦ ମାଫିଆ ଜୟପ୍ରକାଶ ଗିରଫ

ସଟର ତାଡି ଲକ୍ଷାଧିକ ଟଙ୍କାର ପାଣିପମ୍ପ ଚୋରି

ଅନୁଗୁଳ: କିଛି ଦିନର ବ୍ୟବଧାନ ପରେ ପୁଣି ମାତିଲେ ସଟର ତଡ଼ା ଚୋର। ବୁଧବାର ବିଳମ୍ବିତ ରାତିରେ ଅନୁଗୁଳ ସଂଜୀବନୀ ମାର୍କେଟ ମଞ୍ଜରୀ ଏଣ୍ଟରପ୍ରାଇଜେସ ଦୋକାନର ସଟର ତାଡ଼ି ଚୋରମାନେ ପ୍ରାୟ ତିନି ଲକ୍ଷ ଟଙ୍କା ମୂଲ୍ୟର ବିଭିନ୍ନ କମ୍ପାନୀର ପାଣି…

Continue Readingସଟର ତାଡି ଲକ୍ଷାଧିକ ଟଙ୍କାର ପାଣିପମ୍ପ ଚୋରି