୭୯୬ ଏଏସ୍‌ଓ ପଦ ପାଇଁ ପରୀକ୍ଷା କରିବ ଓପିଏସ୍‌ସି, ୨୦ରୁ ପଞ୍ଜୀକରଣ

ଅନୁଗୁଳ: ଗୃହ ବିଭାଗ ଅଧୀନରେ ଥିବା ୭୯୬ଟି ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସ୍ଓ) ପଦ ପୂରଣ ହେବ। ଏଥିପାଇଁ ଓଡ଼ିଶା ଲୋକସେବା ଅୟୋଗ(ଓପିଏସ୍‌ସି) ପରୀକ୍ଷା କରାଯିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୨୦ ତାରିଖରୁ ଏହି ପଦଗୁଡିକ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ…

Continue Reading୭୯୬ ଏଏସ୍‌ଓ ପଦ ପାଇଁ ପରୀକ୍ଷା କରିବ ଓପିଏସ୍‌ସି, ୨୦ରୁ ପଞ୍ଜୀକରଣ

ନୂଆ ବର୍ଷରେ କଙ୍କାଳ ଗଲା କଟକ

ଅନୁଗୁଳ:ନୂଆ ବର୍ଷ ସକାଳେ କଣିହାଁ ଥାନା ଅନ୍ତର୍ଗତ ଛେଳିଆ ଅଞ୍ଚଳର ଅନୀଲ ପ୍ରଧାନଙ୍କ ଗଳିତ ତଥା କଙ୍କାଳ ସାର ଶବକୁ ବ୍ୟବଛେଦ ନିମନ୍ତେ କଟକ ଏସ୍‌ସିବି ମେଡିକାଲ କଲେଜ ପଠାଯାଇଛି। ଘଟଣାରୁ ପ୍ରକାଶ ଯେ, ପ୍ରାୟ ଦୁଇ ସପ୍ତାହ ତଳେ ଅନୀଲ…

Continue Readingନୂଆ ବର୍ଷରେ କଙ୍କାଳ ଗଲା କଟକ

ବିଜେପିରେ ମିଶିଲେ ଦୁର୍ଗାଚରଣ

ଅନୁଗୁଳ: ନିକଟରେ ବିଜେଡି ଦଳ ଛାଡିଥିବା ଦୁର୍ଗା ଚରଣ ପ୍ରଧାନ ଶେଷରେ ବିଜେପିରେ ଯୋଗ ଦେଇଛନ୍ତି। ଅନୁଗୁଳ ବ୍ଲକ ଉପାଧ୍ୟକ୍ଷ ଓ ଜିଲ୍ଲା ବିଜେଡ଼ିର ସମ୍ପାଦକ ଏବଂ ତିନି ଥର ସମିତି ସଭ୍ୟ ହୋଇଥିବା ଦୁର୍ଗାଙ୍କ ପାଖରେ ଦୀର୍ଘ ୩୧ ବର୍ଷର…

Continue Readingବିଜେପିରେ ମିଶିଲେ ଦୁର୍ଗାଚରଣ

ନିଯୁକ୍ତି ଦାବିରେ ଛେଳିଆ ଗ୍ରାମବାସୀଙ୍କ ଆମରଣ ଅନଶନ

ଅନୁଗୁଳ: କଣିହା ବ୍ଲକ୍ ଅନ୍ତର୍ଗତ ଛେଳିଆ ଗାଁ ର ଗ୍ରାମବାସୀ ଏମ୍‌ସିଏଲ୍ ଠାରୁ ନିଯୁକ୍ତି ଦାବି ରେ ମଙ୍ଗଳାର ସକାଳୁ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ‌ ଆରମ୍ଭ କରିଛନ୍ତି। ଉପରୋକ୍ତ ଛେଳିଆ ଗାଁ ଟି ୨୦୦୬ ମସିହା ରେ…

Continue Readingନିଯୁକ୍ତି ଦାବିରେ ଛେଳିଆ ଗ୍ରାମବାସୀଙ୍କ ଆମରଣ ଅନଶନ

ଜୀବନ ଜୀବିକା:ଶୋଇଲେ ୫ଶହ ଚାଲିଲେ ୫ଶହ

ଅନୁଗୁଳ: ଶିଳ୍ପ ରାଜଧାନୀ ଅନୁଗୁଳ ସହରରେ ଜୀବନ ଜିବୀକା ପାଇଁ ରାଜ୍ୟ ବାହାରୁ କେତେକେତେ ଲୋକ ଏଠି ବର୍ଷ ବର୍ଷ ଧରି ରହି ଆସୁଛନ୍ତି। କିଏ ଚାକିରୀ ତ କିଏ ବେପାର କରୁଛି। ତେବେ ଏସବୁ ଭିଡ ଭିତରେ ଏଭଳି କିଛି…

Continue Readingଜୀବନ ଜୀବିକା:ଶୋଇଲେ ୫ଶହ ଚାଲିଲେ ୫ଶହ

କାଜୁଆଲିଟିରେ ପ୍ରସୂତୀର ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ରବିବାର ରାତିରେ ଜଣେ ପ୍ରସୂତୀଙ୍କ କାଜୁଆଲିଟିରେ ମୃତ୍ୟୁ ଘଟିଥିବା ଜଣା ପଡ଼ିଛି।ହିନ୍ଦୋଳ ଶରଧା ପୁର ଅଂଚଳର ମହେନ୍ଦ୍ର ବେହେରାଙ୍କ ସ୍ତ୍ରୀ ଲିପା ଖିଲାର ରବିବାର ପ୍ରସୂତୀ ଯନ୍ତ୍ରଣା ହେତୁ ହିନ୍ଦୋଳ ଡାକ୍ତର ଖାନା…

Continue Readingକାଜୁଆଲିଟିରେ ପ୍ରସୂତୀର ମୃତ୍ୟୁ

ଚିକୁନ ମୃତ୍ୟୁ ମାମଲା, ୩ ସିକ୍ୟୁରୀଟି ଗାର୍ଡ ବହିଷ୍କୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତ ଡିସେମ୍ବର ୧୬ ତାରିଖରେ ୪ ମହଲା ଆଇପିଡ଼ି କୋଠାରୁ ଖସି ଜଣେ ଯୁବକଙ୍କ ମୃତ୍ୟୁ ଘଟଣାରେ ମେଡିକାଲରେ ନିୟୋଜିତ ୩ ଜଣ ସିକ୍ୟୁରୀଟି ଗାର୍ଡଙ୍କୁ ବହିଷ୍କୃତ କରାଯାଇଛି। ଗୋତମରା ଗାଁ ପଦ୍ମ ଚରଣ…

Continue Readingଚିକୁନ ମୃତ୍ୟୁ ମାମଲା, ୩ ସିକ୍ୟୁରୀଟି ଗାର୍ଡ ବହିଷ୍କୃତ

ଟଙ୍କା ଦେଲାନି ବୋଲି ବାପାକୁ ହାଣିଲା ପୁଅ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବଡକେରା ଗାଁରେ ଟଙ୍କା ନ ଦେବାରୁ ବାପାଙ୍କୁ ପନିଖିରେ ଗୋଡ଼ାଇ ହାଣିଛି ପୁଅ। ଶୁକ୍ରବାର ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନା ମୁତାବକ, ବାପା ବିକ୍ରମ ସାହୁଙ୍କ ଆକାଉଣ୍ଟକୁ କୋଭିଡ ସହାୟତା…

Continue Readingଟଙ୍କା ଦେଲାନି ବୋଲି ବାପାକୁ ହାଣିଲା ପୁଅ

ଅବସରପ୍ରାପ୍ତ ପରିମଳ ଅଧିକାରୀଙ୍କ ପରଲୋକ

ଅନୁଗୁଳ: ଅନୁଗୁଳ ଏନ୍ଏସିର ପ୍ରାକ୍ତନ ସ୍ୟାନିଟାରୀ ଇନ୍ସପେକ୍ଟର ବ୍ରଜବନ୍ଧୁ ସାହୁଙ୍କ ଶନିବାର ସନ୍ଧ୍ୟାରେ ତାଙ୍କ ସିମିଳିପଡା ସ୍ଥିତ ବାସ ଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ସେ କିଛି ମାସ ଧରି ବାର୍ଦ୍ଧକ୍ୟ ଜନିତ…

Continue Readingଅବସରପ୍ରାପ୍ତ ପରିମଳ ଅଧିକାରୀଙ୍କ ପରଲୋକ

ସଡକ ସୁରକ୍ଷା ପ୍ରହସନ, ବର୍ଷକରେ ଯାଇଛି ୧୬୩ ଜୀବନ

ଅନୁଗୁଳ: ୨୦୨୧ ସରିସରି ଆସୁଛି,ଆଗାମୀ କୋଭିଡର ତୃତୀୟ ଲହର ଆଶଙ୍କାରେ ମଣିଷ ମରିମରି ବଞ୍ଚୁଛି ସରକାର ଯୋଜନା ପରେ ଯୋଜନା କରୁଛନ୍ତି। ଏସବୁ କାର୍ଯ୍ୟକାରୀ ବେଳକୁ ରାଜନିତୀର ପଶାପାଲି ଓ ନାଲି ଫିତା ତଳେ ଅଟକି ଯାଉଛି। ଜିଲ୍ଲା ସଡକ ସୁରକ୍ଷା…

Continue Readingସଡକ ସୁରକ୍ଷା ପ୍ରହସନ, ବର୍ଷକରେ ଯାଇଛି ୧୬୩ ଜୀବନ