ବେଲଶୁଣ୍ଠାରେ କମ୍ବଳ ଓ ମଶାରୀ ବଣ୍ଟନ

ଅନୁଗୁଳ: ରବିବାର ପୁର୍ବାହ୍ନରେ ଅନୁଗୁଳ ସହର ଉପକଣ୍ଠରେ ଥିବା ବେଲଶୁଣ୍ଠା କୁଷ୍ଠ କଲୋନୀରେ ଅନୁଗୁଳ ଲୟନ୍ସ ପ୍ରାଇଡ଼ର ପୂର୍ବତନ ସଭାପତି ତଥା ସିଡିଏମଓ ଡ଼ା ତ୍ରିଲୋଚନ ପ୍ରଧାନ ପକ୍ଷରୁ ଚାଳିଶ ଜଣ ଅନ୍ତେବାସୀଙ୍କୁ କମ୍ବଳ ଓ ମଶାରୀ ବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ…

Continue Readingବେଲଶୁଣ୍ଠାରେ କମ୍ବଳ ଓ ମଶାରୀ ବଣ୍ଟନ

ଅନୁଗୁଳରେ ନିଆରା ଦୀପାବଳି

ଅନୁଗୁଳ: ଦୀପାବଳି ଅବସରରେ କୋଠାବାଡି, ଘରଦ୍ୱାର,ବାଣିଜ୍ୟିକ ପ୍ରତିଷ୍ଠାନ ସବୁଠି ଦୀପ ଜଳୁଛି।ରଙ୍ଗୀନ ବିଜୁଳି ଏଲିଡି ଆଲୁଅରେ ଝଲମଲ ସାରା ସହର।ହେଲେ ସହର ର ବିଭିନ୍ନ ବରପୁତ୍ର ମଣ୍ଡପ ଗୁଡିକରେ ଖାଲି ଅନ୍ଧାର ର ରାଜୁତି। ଅଧିକାଂଶ ପାର୍କରେ ଲାଇଟ ଜଳୁନି। ତେଣୁ…

Continue Readingଅନୁଗୁଳରେ ନିଆରା ଦୀପାବଳି

ଟ୍ରେନରେ କଟି ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ

ଅନୁଗୁଳ: ବୁଧବାର ବିଳମ୍ବିତ ରାତିରେ ଅନୁଗୁଳ ରେଳ ଷ୍ଟେସନରେ କଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ବୟସ ପ୍ରାୟ ୩୫ ବର୍ଷ। ସେ ସବୁଜ ରଙ୍ଗର ଜ୍ୟାକେଟ ପିନ୍ଧିଛନ୍ତି। ସମ୍ବଲପୁର ଯାଉଥିବା ତପସ୍ୱିନୀ ଏକ୍ସପ୍ରେସରେ କଟି ଯାଇଥିବା କୁହାଯାଉଛି।ରେଳ ସୁରକ୍ଷା…

Continue Readingଟ୍ରେନରେ କଟି ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ

ଦୀପାବଳିରେ ଟେରାକୋଟା ସାମଗ୍ରୀର ଆଦର ବଢିଛି

ଅନୁଗୁଳ: ଦୀପାବଳି ବଜାରରେ କେବଳ ସୁନାଗହଣା ଓ ଇଲୋଟ୍ରୋନିକ୍ସ ସାମଗ୍ରୀର ଯେ ବେପାର ବଢିଛି ତାହା ନୁହେଁ ଘର ସାଜସଜା ଏବଂ ଦୀପ ଜାଳିବାପାଇଁ ଟେରାକୋଟା ସାମଗ୍ରୀର ଆଦର ମଧ୍ୟ ବଢିଛି।ଅନୁଗୁଳ ବସ ଷ୍ଟାଣ୍ଡରେ ଜରଡା ପାରିପରା ଗାଁର ମହିମା ଟେରାକୋଟା…

Continue Readingଦୀପାବଳିରେ ଟେରାକୋଟା ସାମଗ୍ରୀର ଆଦର ବଢିଛି

ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ ବିଜେଡି ଛାଡିଲେ

ଅନୁଗୁଳ: ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ ବିଜେଡି ଛାଡିଛନ୍ତି । ସେ ଆଜି ନିଜର ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ତଥା ଦଳ ସୁପ୍ରିମୋ ପାଖକୁ ପଠାଇଛନ୍ତି । ତେବେ କାହିଁକି ସେ ବିଜେଡି ଛାଡିଲେ ତାହା…

Continue Readingପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ ବିଜେଡି ଛାଡିଲେ

ଡାକ୍ତରଙ୍କୁ ନପାଇବାରୁ ସିଡିଏମଓ ଅଫିସ ଘେରାଓ

ଅନୁଗୁଳ: ମଙ୍ଗଳବାର ସକାଳେ ଦୀର୍ଘ ତିନି ଘଣ୍ଟା ଅପେକ୍ଷା କରିବା ସତ୍ୱେ ଅସ୍ଥିଶଲ୍ୟ ଡାକ୍ତରଙ୍କୁ ନପାଇବାରୁ ରୋଗୀଙ୍କ ସମ୍ପର୍କୀୟମାନେ ଉତ୍ତ୍ୟକ୍ତ ହୋଇ ସିଡିଏମଓ ଅଫିସ ଘେରାଓ କରିଥିଲେ।ଲୋକଙ୍କ ଅଭିଯୋଗ ହେଲା ସେମାନେ ଅସ୍ଥିଶଲ୍ୟ ବିଭାଗ ଡାକ୍ତରଙ୍କୁ ଭେଟିବାପାଇଁ ସକାଳ ୭ଟା ରୁ…

Continue Readingଡାକ୍ତରଙ୍କୁ ନପାଇବାରୁ ସିଡିଏମଓ ଅଫିସ ଘେରାଓ

ପୋଡି ହୋଇ ଭିନ୍ନକ୍ଷମ ଜୀବନ୍ତ ଦଗ୍ଧ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ସଂଖପୁର ଗାଁରେ ମଙ୍ଗଳବାର ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ଜଣେ ଜୀବନ୍ତ ପୋଡିଯିବା ଖବର ମିଳିଛି।ସୂଚନା ମୁତାବକ, ସଂଖପୁର ଗାଁର କୁମର ଦେହୁରୀ(୬୦) ରାତିରେ କନ୍ଥା ଘୋଡେଇ ଶୋଇ ଥିବା ବେଳେ…

Continue Readingପୋଡି ହୋଇ ଭିନ୍ନକ୍ଷମ ଜୀବନ୍ତ ଦଗ୍ଧ

ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି ମହିଳା ଶାଖା

ଅନୁଗୁଳ: କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ପରିଚାଳନା ତୃଟି ଯୋଗୁଁ ପେଟ୍ରୋଲ, ଡିଜେଲ, ରନ୍ଧା ଗ୍ୟାସ, ଖାଇବା ତେଲ ସହିତ ଅତ୍ୟାବଶ୍ୟକ ସାମଗ୍ରୀ ଦରରେ ଅହେତୁକ ବୃଦ୍ଧି ଘଟିଛି। ଏହାର ପ୍ରତିବାଦରେ ସୋମବାର ଅନୁଗୁଳ ନିର୍ବାଚନ ମଣ୍ଡଳୀର ବିଜୁ ମହିଳା ଜନତା ଦଳ…

Continue Readingଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି ମହିଳା ଶାଖା

ଆଜିଠୁ ଭୋଟର କାର୍ଡ ସଂଶୋଧନ

ଅନୁଗୁଳ: ଆଗକୁ ପଂଚାୟତ ନିର୍ବାଚନ। ତେଣୁ ରାଜ୍ୟରେ ଆଜିଠୁ ଆରମ୍ଭ ହେବ ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା । ମାସେ ଧରି ଚାଲିବ ଏହି ଅଭିଯାନ । ଜାନୁଆରୀ ପହିଲା ସୁଦ୍ଧା ୧୮ ବର୍ଷ ହେଉଥିବା ବ୍ୟକ୍ତି ମାନେ ଭୋଟର…

Continue Readingଆଜିଠୁ ଭୋଟର କାର୍ଡ ସଂଶୋଧନ

ପଦ୍ମଶ୍ରୀ ସୁବା ରାଓଙ୍କ ପରଲୋକରେ ଶୋକ ସଭା

ଅନୁଗୁଳ: ଅନୁଗୁଳ ସ୍ଥାନୀୟ ଗାନ୍ଧୀ ପାର୍କ ଠାରେ ଶୁକ୍ରବାର ଅପରାହ୍ନରେ ବିଶିଷ୍ଟ ଗାନ୍ଧିବାଦୀ ତଥା ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଡ଼ା ଏସ୍ ଏନ୍ ସୁବା ରାଓଙ୍କ ପରଲୋକରେ ଏକ ଶୋକ।ସଭା ଆୟୋଜିତ ହୋଇଯାଇଛି।ସ୍ବେଚ୍ଛା ସେବୀ ସୂର୍ଯ୍ୟନାରାୟଣ ନାଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି…

Continue Readingପଦ୍ମଶ୍ରୀ ସୁବା ରାଓଙ୍କ ପରଲୋକରେ ଶୋକ ସଭା