ହାତୀ ଆକ୍ରମଣରେ ଚାଷୀ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡା ଥାନା ପରା ଗାଁରେ ଶୁକ୍ରବାର ସକାଳେ ହାତୀ ଆକ୍ରମଣରେ ଜଣେ ଚାଷୀର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟ , ପରା ଗାଁ ର ସୋମନାଥ ସାହୁ(୩୧) ଘର ପାଖ ବିଲରେ ବାଇଗଣ ଓ କଲରା ଚାଷ…

Continue Readingହାତୀ ଆକ୍ରମଣରେ ଚାଷୀ ମୃତ

ଅବକାରୀ ଚଢ଼ାଉ, ୨ ମହିଳା ଗିରଫ

ଅନୁଗୁଳ : ଅନୁଗୁଳ ଅବକାରୀ ବିଭାଗଦ୍ବାର ଗୁରୁବାର ବଅଁରପାଳ ଥାନା ଅନ୍ତର୍ଗତ ପନ୍ଦରଭରଣିଆ ଗାଁରେ ଚଢ଼ାଉ କରାଯାଇଛି। ଏହି ଛଢ଼ାଉରେ ଗାଁର ସୁଶିଳା ପଧାନଙ୍କ ଘରୁ ୧୦ଲିଟର ଓ ବବିତା ପଧାନଙ୍କ ଘରୁ ୨୦ ଲିଟର ଦେଶୀମଦ ଜବତ କରାଯାଇଛି। ଉଭୟଙ୍କ…

Continue Readingଅବକାରୀ ଚଢ଼ାଉ, ୨ ମହିଳା ଗିରଫ

ଚକବନ୍ଦୀ ରେକର୍ଡ ଉଚ୍ଛେଦ କରି ଶାବକ ପଟ୍ଟା ପ୍ରଦାନ ଦାବିରେ ଚାଷୀ ବିକ୍ଷୋଭ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ୯୨ଟି ରାଜସ୍ବ ଗ୍ରାମକୁ ଦଖଲ ପ୍ରଦାନ କରିଥିବା ଚକବନ୍ଦୀ ରେକର୍ଡକୁ ଉଚ୍ଛେଦ କରି ଶାବକ ଦଖଲ ଅନୁଯାୟୀ ପଟ୍ଟା ପ୍ରଦାନ ଦାବିରେ ଚାଷୀ ସୁରକ୍ଷା କମିଟି ନେତୃତ୍ବରେ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ବିକ୍ଷୋଭ ପ୍ରଦର୍ଶନ…

Continue Readingଚକବନ୍ଦୀ ରେକର୍ଡ ଉଚ୍ଛେଦ କରି ଶାବକ ପଟ୍ଟା ପ୍ରଦାନ ଦାବିରେ ଚାଷୀ ବିକ୍ଷୋଭ

ଚୋରା ବାଇକ ପାଇ ଖବର ଦେଲେ ଜିତେନ୍ଦ୍ର

ଅନୁଗୁଳ: ଆଜିର ଯୁଗରେ ଟଙ୍କା ସୁନା ଗାଡି ପାଇଲେ କିଏ ଛାଡ଼ୁଚି? ଧନ ରଙ୍କୁଣା ମଣିଷ ଯେତେ କମାଇଲେ ବି ଆହୁରି ଧନ ପାଇଁ ପାଗଳ ହେଉଛି। କିନ୍ତୁ କିଛି ବ୍ୟତିକ୍ରମ ଏବେ ବି ରହିଚି। ନାଲକୋ ପାଖ ଗିରାଙ୍ଗ ଗାଁର…

Continue Readingଚୋରା ବାଇକ ପାଇ ଖବର ଦେଲେ ଜିତେନ୍ଦ୍ର

ଏଡସ୍ ସଚେତନତା ରଥର ଶୁଭାରମ୍ଭ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ମଙ୍ଗଳବାର ସକାଳେ ଏଡସ୍ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ତ୍ରିଲୋଚନ ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି। ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଆୟୋଜିତ ଏହି…

Continue Readingଏଡସ୍ ସଚେତନତା ରଥର ଶୁଭାରମ୍ଭ

ରାଜ୍ୟସ୍ତରୀୟ ପାଳଲହଡ଼ା କପ୍ ଫୁଟ୍‌ବଲ୍ ଉଦ୍‌ଘାଟିତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ପାଳଳହଡା ଷ୍ଟାଡିୟମରେ ସୋମବାର ବହୁ ପ୍ରତୀକ୍ଷିତ ରାଜ୍ୟସ୍ତରୀୟ ପାଳଲହଡ଼ା କପ୍ ୨୦୨୧ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଛି । ଉଦଘାଟନୀ ମ୍ୟାଚରେ ଏକ ସଂଘର୍ଷପୂର୍ଣ୍ଣ ଖେଳରେ ତାଳଚେର ଏକାଦଶ ପାଳଲହଡ଼ାକୁ ୧-୦ ଗୋଲରେ ପରାସ୍ତ କରି…

Continue Readingରାଜ୍ୟସ୍ତରୀୟ ପାଳଲହଡ଼ା କପ୍ ଫୁଟ୍‌ବଲ୍ ଉଦ୍‌ଘାଟିତ

ସାବରମତି ଆଶ୍ରମରେ ସରକାରୀ ହସ୍ତକ୍ଷେପର ପ୍ରତିବାଦ

ଅନୁଗୁଳ: ରବିବାର ଅପରାହ୍ନରେ ଗାନ୍ଧୀ ପାର୍କ ଠାରେ ସାବରମତି ଆଶ୍ରମର ଉନ୍ନତିକରଣ ନାଁ ରେ ସେଠାରେ ସରକାରୀ ହସ୍ତକ୍ଷେପର ପ୍ରତିବାଦ କରି ଏକ ପ୍ରତିବାଦ ସଭା ଆୟୋଜିତ ହୋଇଯାଇଛି। ଲିପିକା ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି ସଭାରେ ଉତ୍କଳ ନବ ଜୀବନ…

Continue Readingସାବରମତି ଆଶ୍ରମରେ ସରକାରୀ ହସ୍ତକ୍ଷେପର ପ୍ରତିବାଦ

ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିକ୍ଷୋଭ

ଅନୁଗୁଳ: ଶୁକ୍ରବାର ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜା ଛକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ…

Continue Readingଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିକ୍ଷୋଭ

ବେଲସୁଣ୍ଠାରେ ସାମୁହିକ ଟୀକାକରଣ

ଅନୁଗୁଳ: ଅନୁଗୁଳ ବେଲସୁଣ୍ଠା ଜାନସେନ ଲେପ୍ରସୀ କଲୋନୀରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଶୁକ୍ରବାର ଏକ ସାମୁହିକ ଟୀକା କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଗୁଳ ସିଡିଏମଓ ଡ଼ା ତ୍ରିଲୋଚନ ପ୍ରଧାନ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏହି କଲୋନୀରେ ରହୁଥିବା…

Continue Readingବେଲସୁଣ୍ଠାରେ ସାମୁହିକ ଟୀକାକରଣ

କୋଇଲା ବୋଝେଇ ବଗିରେ ନିଆଁ

ଅନୁଗୁଳ : ଅନୁଗୁଳ ରେଳ ଷ୍ଟେସନରେ ଗୁରୁବାର ସକାଳେ ଏକ କୋଇଳା ବୋଝେଇ ଟ୍ରେନର ଏକ ବଗିରେ ନିଆଁ ଲାଗିଥିଲା। ତାଳଚେରରୁ କୋଇଲା ବୋଝେଇ ହୋଇ ଆସିଥିବା ଏକ ଟ୍ରେନର ବଗିରେ ଅଚାନକ ନିଆଁ ଲାଗିଯାଇଥିବା ଖବର ପାଇ ଅନୁଗୁଳ ଅଗ୍ନିଶମ…

Continue Readingକୋଇଲା ବୋଝେଇ ବଗିରେ ନିଆଁ