୬୨ତମ ପୁଲିସ୍ ଶହୀଦ ସ୍ମୃତି ଦିବସ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଳିଆପଡା ରିଜର୍ଭ ପୁଲିସ୍ ପଡିଆ ଠାରେ ଗୁରୁବାର ୬୨ ତମ ପୁଲିସ୍ ଶହୀଦ ସ୍ମୃତି ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ସାର୍ଥକ ଷଡଙ୍ଗୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଦେଶର…

Continue Reading୬୨ତମ ପୁଲିସ୍ ଶହୀଦ ସ୍ମୃତି ଦିବସ

ଧରାବତରଣ କଲେ ଧନଦାତ୍ରୀ

ଅନୁଗୁଳ: ଅନୁଗୁଳରେ କୁମାରପୁର୍ଣିମା ଏବଂ ଗଜଲଷ୍ମୀ ପୂଜା ପାରମ୍ପରିକ ବିଧିବିଧାନ ସହ ଆରମ୍ଭ ହୋଇଛି। ସହର ଏବଂ ଆଖପାଖ ଅଞ୍ଚଳରେ ପ୍ରାୟ ତିରିଶ ଟି ମଣ୍ଡପ ତିଆରି ହୋଇଛି। ସରକାରଙ୍କ କୋଭିଡ଼ ଆଇନକୁ ଅନୁପାଳନ କରି ପୂଜା କମିଟି ଗୁଡିକ ପ୍ରସ୍ତୁତି…

Continue Readingଧରାବତରଣ କଲେ ଧନଦାତ୍ରୀ

ପୌରପାଳିକା ପକ୍ଷରୁ ଜବରଦଖଲ ଉଛେଦ ଅଭିଯାନ

ଅନୁଗୁଳ: ଅନୁଗୁଳ ପୌରପାଳିକା ପକ୍ଷରୁ ବୁଧବାର ସକାଳେ ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ କରାଯାଇଥିଲା। ଅମଲା ପଡା କେନାଲ ରୋଡ଼ ନିକଟରେ ସିୱେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ସ୍ଥାପନ ନିମନ୍ତେ ପୌରପାଳିକା ପକ୍ଷରୁ ଏକ ଯାଗା ରଖାଯାଇଥିଲା ନିକଟରେ କିଛି ମାଂସ ଦୋକାନୀ…

Continue Readingପୌରପାଳିକା ପକ୍ଷରୁ ଜବରଦଖଲ ଉଛେଦ ଅଭିଯାନ

ରକ୍ତଦାନ ଶିବିର , ୮୧ ୟୁନିଟ ରକ୍ତ ସଂଗୃହୀତ

ଅନୁଗୁଳ : ଅନୁଗୁଳ ପୌରାଞ୍ଚଳ ଅମଲାପଡା ଜୟଦୁର୍ଗା ୟୁଥ କ୍ଲବ ପରିସରରେ ମଙ୍ଗଳବାର ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମହାବିନାୟକ ୟୁଥ କ୍ଲବ ଓ ଓଡ଼ିଶା ମୋ ପରିବାର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ଓଡିଶା…

Continue Readingରକ୍ତଦାନ ଶିବିର , ୮୧ ୟୁନିଟ ରକ୍ତ ସଂଗୃହୀତ

ସ୍ଥାୟୀ ନିଯୁକ୍ତି ଦାବିରେ ଆୟୁଷ ଡାକ୍ତରଙ୍କ ସାମ୍ବାଦିକ ସମ୍ମିଳନୀ

ଅନୁଗୁଳ: ସ୍ଥାୟୀ ନିଯୁକ୍ତି ଦାବିରେ ଅନୁଗୁଳ ଜିଲ୍ଲା ଆୟୁଷ ଡାକ୍ତର ସଂଘ ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ଏକ ହୋଟେଲରେ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ସଂଘର ସଭାପତି ଅଶ୍ୱିନୀ କୁମାର ଖେତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ସଂଘର ଉପ ସଭାପତି…

Continue Readingସ୍ଥାୟୀ ନିଯୁକ୍ତି ଦାବିରେ ଆୟୁଷ ଡାକ୍ତରଙ୍କ ସାମ୍ବାଦିକ ସମ୍ମିଳନୀ

ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁକୁ ନେଇ ଡାକ୍ତରଖାନାରେ ଉତ୍ତେଜନା

ଅନୁଗୁଳ: ବାଲିମି ଥାନା ବାଙ୍କୀଡି ଗାଁର ଏକ ପୋଖରୀରେ ବୁଡି ଜଣେ ଯୁବକର ମୃତ୍ୟୁକୁ ନେଇ ଅନୁଗୁଳ ଡାକ୍ତରଖାନାରେ ଉତ୍ତେଜନା ଦେଖା ଦେଇଥିଲା। ସୋମବାର ଅପରାହ୍ନରେ ବାଙ୍କୀଡି ଗାଁର ଆଲୋକ ନାଏକ ଏବଂ ଚନ୍ଦନ ନାଏକ ଗାଁ ପୋଖରୀକୁ ପଦ୍ମ ଫୁଲ…

Continue Readingପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁକୁ ନେଇ ଡାକ୍ତରଖାନାରେ ଉତ୍ତେଜନା

ଅନୁଗୁଳ ପୁରୀ ମେମୁ ଚଳାଚଳ ପାଇଁ ଦାବି

ଅନୁଗୁଳ: ଅନୁଗୁଳ ପୁରୀ ମେମୁ ଟ୍ରେନ ଚଳାଚଳ ପାଇଁ ରାଣୀଗୋଡା ବରିଷ୍ଠ ନାଗରିକମଞ୍ଚ ପକ୍ଷରୁ ଏକ ଦାବିପତ୍ର ଡିଆରଏମଙ୍କ ଜରିଆରେ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଦିଆଯାଇଛି। ଏଥିନେଇ ଏକ ସଭା ରାଣୀଗୋଡା ବଗାଧର ପିଢ ପ୍ରାଙ୍ଗଣରେ ରବିବାର ସକାଳେ ଅନୁଷ୍ଠିତ ହୋଇଥିଲା।…

Continue Readingଅନୁଗୁଳ ପୁରୀ ମେମୁ ଚଳାଚଳ ପାଇଁ ଦାବି

‘ସନ୍ଥ ଭୀମଭୋଇ’ ପତ୍ରିକା ପ୍ରକାଶିତ

ଅନୁଗୁଳ : ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଅନ୍ତର୍ଗତ ବଏଜା ଭୀମଭୋଇ ମହିମା ପୀଠର ପ୍ରତିଷ୍ଠାତା ବାବା ପ୍ରଭାକର ଦାସଙ୍କ ମହାପ୍ରସ୍ଥାନ ତିଥିରେ ସନ୍ଥପ୍ରଭା ଇ'ପତ୍ରିକା ପ୍ରକାଶ ପାଇଛି। ସନ୍ଥକବି ଭୀମଭୋଇ ସାହିତ୍ୟ ପରିଷଦ ତରଫରୁ ପ୍ରକାଶିତ ଇ ପତ୍ରିକା ରେ…

Continue Reading‘ସନ୍ଥ ଭୀମଭୋଇ’ ପତ୍ରିକା ପ୍ରକାଶିତ

କେୱାଇସି ଅପଡେଟ୍ ନାଁ’ରେ ଲୁଟ୍

ଅନୁଗୁଳ: ଜଣେ ସିଆଇଏସ୍ଏଫ୍ କର୍ମଚାରୀ ସାଇବର ଠକେଇର ଶିକାର ହୋଇଛନ୍ତି। କେୱାଇସି ଅପଡେଟ୍ ନାଁରେ ଅନଲାଇନ୍ ଲୁଟେରା ତାଙ୍କ ଆକାଉଣ୍ଟରୁ ୧ ଲକ୍ଷ ୧୭ ଟଙ୍କା ଲୁଟି ନେଇଛନ୍ତି। ନାଲ୍‌କୋ ଥାନାରେ ଅଭିଯୋଗ ପରେ ପୁଲିସ୍ ଅନୁସନ୍ଧାନ ଚଳାଇଛି। ଠକେଇର ଶିକାର…

Continue Readingକେୱାଇସି ଅପଡେଟ୍ ନାଁ’ରେ ଲୁଟ୍

୨୦୨୨ ଅଧ୍ୟକ୍ଷ ଆସନ ଓବିସି ମହିଳାଙ୍କ ପାଇଁ ସଂରକ୍ଷିତ

ଅନୁଗୁଳ: ଶନିବାର ରାଜ୍ୟ ସରକାର ସିଧାସଳଖ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବି ପାଇଁ ଚିଠା ସଂରକ୍ଷଣ ତାଲିକା ପ୍ରକାଶ କରିଛନ୍ତି। ୨୦୧୭ ନିର୍ବାଚନରେ ଅନୁଗୁଳ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷିତ ରହିଥିଲା ବେଳେ ୨୦୨୨ରେ…

Continue Reading୨୦୨୨ ଅଧ୍ୟକ୍ଷ ଆସନ ଓବିସି ମହିଳାଙ୍କ ପାଇଁ ସଂରକ୍ଷିତ