ସାମାନ୍ୟ ଘଟଣାରେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଛେଳିଆପଡ଼ା ଗାଁରେ ମଇଳା ପାଣି ଫିଙ୍ଗିବାକୁ ନେଇ ଜଣେ ଯୁବକଙ୍କୁ ଗୁରୁବାର ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଗାଁର ସିପୁନ ସେଠୀ ଏଥିରେ ଗୁରୁତର ଆହତ ହୋଇଛନ୍ତି। ପୁଲିସ ଏହି ମାମଲାରେ ୩ ଜଣଙ୍କୁ ଗିରଫ…

Continue Readingସାମାନ୍ୟ ଘଟଣାରେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ

ଜିଲ୍ଲାପାଳଙ୍କୁ ଭେଟିଲେ ମୋନେଟ୍ ବିସ୍ଥାପିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ନିଶା ଶିଳ୍ପାଞ୍ଚଳଠାରେ ଥିବା ମୋନେଟ ପାୱାର କମ୍ପାନୀର ବିସ୍ଥାପିତମାନେ ସେମାନଙ୍କର ବିଭିନ୍ନ ସମସ୍ୟା ନେଇ ଗୁରୁବାର ଜିଲ୍ଲାପାଳଙ୍କୁ ଭେଟି ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି। ମୋନେଟ ଦ୍ବାରା ବିସ୍ଥାପିତ ମାଳିବ୍ରାମହଣୀ ଗାଁର…

Continue Readingଜିଲ୍ଲାପାଳଙ୍କୁ ଭେଟିଲେ ମୋନେଟ୍ ବିସ୍ଥାପିତ

ଫାର୍ମାସିଷ୍ଟଙ୍କ ଘରୁ ବାହାରିଥିବା ଗାଡ଼ି ଗାଡ଼ି ଏକ୍ସପାରି ଔଷଧ ବାହାରିବା ଘଟଣା…

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ଫାର୍ମାସିଷ୍ଟଙ୍କ ଘରୁ ବାହାରିଥିବା ଗାଡ଼ି ଗାଡ଼ି ଏକ୍ସପାରି ଔଷଧକୁ ବ୍ୟବସ୍ଥିତ ଢଙ୍ଗରେ ନଷ୍ଟ କରିବା କଥା । ଏନେଇ ଖୋଦ୍ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା କହୁଛନ୍ତି । ମାତ୍ର ଗୋଟିଏ ଭୁଲ୍‌କୁ ଲୁଚାଇବାକୁ…

Continue Readingଫାର୍ମାସିଷ୍ଟଙ୍କ ଘରୁ ବାହାରିଥିବା ଗାଡ଼ି ଗାଡ଼ି ଏକ୍ସପାରି ଔଷଧ ବାହାରିବା ଘଟଣା…

ମେଡିକାଲରେ ଔଷଧ କେଲେଙ୍କାରୀ ନେଇ ବର୍ଷିଲା କଂଗ୍ରେସ

ଅନୁଗୁଳ: ରବିବାର ସନ୍ଧ୍ୟାରେ ଅନୁଗୁଳ ମେଡିକାଲ ପରିସରରେ ପୁରୁଣା କ୍ୱାର୍ଟର ଭଙ୍ଗାଯାଉଥିବାବେଳେ ଗୋଟିଏ ପରିତ୍ୟକ୍ତ କ୍ୱାର୍ଟର ରୁ ଲକ୍ଷ ଲକ୍ଷ ଟଙ୍କାର ଆଇରନ ଏବଂ ଭିଟାମିନ ସିରପ ବାହାରିବା ଅନେକଙ୍କୁ ତାଜୁବ କରିଥିଲା ।ଗରିବ ଶିଶୁଙ୍କୁ ମାଗଣାରେ ଦିଆଯିବାକୁ ଥିବା ଏହି…

Continue Readingମେଡିକାଲରେ ଔଷଧ କେଲେଙ୍କାରୀ ନେଇ ବର୍ଷିଲା କଂଗ୍ରେସ

ଫାର୍ମାସିଷ୍ଟ କ୍ୱାର୍ଟର ଭଙ୍ଗା ବେଳେ ବାହାରିଲା ପେଟି ପେଟି ଏକ୍ସପାଏରି ଔଷଧ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ପୁରୁଣା କ୍ୱାର୍ଟର ଗୁଡ଼ିକ ରବିବାର ସନ୍ଧ୍ୟାରେ ଭଙ୍ଗା ବେଳେ ଜଣେ ଅବସରପ୍ରାପ୍ତ ଫର୍ମାସିଷ୍ଟଙ୍କ ଘରୁ ଲକ୍ଷ ଲକ୍ଷ ଟଙ୍କାର ସରକାରୀ ଔଷଧ ବାହାରିଥିଲା। ଶିଶୁ ମାନକ ପାଇଁ ଉଦ୍ଦିଷ୍ଟ ଫଲିକ ଏସିଡ…

Continue Readingଫାର୍ମାସିଷ୍ଟ କ୍ୱାର୍ଟର ଭଙ୍ଗା ବେଳେ ବାହାରିଲା ପେଟି ପେଟି ଏକ୍ସପାଏରି ଔଷଧ

ଶ୍ରୀକାନ୍ତ ମିଶ୍ରଙ୍କ ପରଲୋକରେ ଶୋକ ସଭା

ଅନୁଗୁଳ: ଅନୁଗୁଳ ସହରର ଜଣାଶୁଣା ଶିକ୍ଷବିତ, ବୁଦ୍ଧିଜୀବୀ ଶ୍ରୀକାନ୍ତ ମିଶ୍ର(୮୩)ଙ୍କ କଟକ ବଡ ମେଡିକାଲରେ ଶନିବାର ପରଲୋକ ଘଟିଛି। ତାଙ୍କ ପରଲୋକରେ ଅନୁଗୁଳରେ ଶୋକର ଛାୟା ଖେଳିଯାଇଛି। ଏ ଅବସରରେ ଅମଲାପଡା ମା' ବାସନ୍ତୀ ଦୁର୍ଗାପୂଜା କମିଟି ପକ୍ଷରୁ ବାଣୀରୂପା ଷ୍ଟଡି…

Continue Readingଶ୍ରୀକାନ୍ତ ମିଶ୍ରଙ୍କ ପରଲୋକରେ ଶୋକ ସଭା

ଅନୁଗୁଳ ଘରୋଇ ସ୍କୁଲ ସଂଘର ବୈଠକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଘରୋଇ ସ୍କୁଲ ଶିକ୍ଷକ ସଂଘ ପକ୍ଷ ରୁ ଏକ ସ୍ୱତନ୍ତ୍ର ବୈଠକ ଆୟୋଜିତ ହୋଇଥିଲା।ଆଇଡିଏଲ ପବ୍ଲିକ ସ୍କୁଲ ପରିସରରେ ସୁଶାନ୍ତ ତ୍ରିପାଠୀଙ୍କ ପୌରହିତ୍ୟ ରେ ଆୟୋଜିତ ଏହି ବୈଠକରେ ବିଶ୍ବହିନ୍ଦୁ ପରିଷଦର ସାଧାରଣ ସମ୍ପାଦକ ମହେଶ ସାହୁ…

Continue Readingଅନୁଗୁଳ ଘରୋଇ ସ୍କୁଲ ସଂଘର ବୈଠକ

ଭତ୍ତା ଟଙ୍କା ଚୋରି, ହିତାଧିକାରୀ ନିରାଶ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ ଟାପଢୋଲ ପଞ୍ଚାୟତରେ ଭତ୍ତା ଟଙ୍କା ଚୋରି ହୋଇଯାଇଥିବାରୁ ଶତାଧିକ ହିତାଧିକାରୀଙ୍କୁ ନିରାଶ ହେବାକୁ ପଡ଼ିଛି। ଭତ୍ତା ମିଳିବାରେ ବିଳମ୍ବ ହେଉଥିବାରୁ ହିତାଧିକାରୀଙ୍କ ମଧ୍ୟରେ ନାନା ଅସନ୍ତୋଷ ସୃଷ୍ଟି ହୋଇଛି। ପ୍ରକାଶ ଯେ, ଗତ ଜୁନ୍…

Continue Readingଭତ୍ତା ଟଙ୍କା ଚୋରି, ହିତାଧିକାରୀ ନିରାଶ

ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନରେ ବିଜେପିର ବିଭିନ୍ନ କାର୍ଯ୍ୟକ୍ରମ

ଅନୁଗୁଳ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନରେ ଶୁକ୍ରବାର ଅନୁଗୁଳ ଜିଲ୍ଲା ବିଜେପି ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି। ବିଜେପି ମହିଳା ମୋର୍ଚ୍ଚା ତରଫରୁ ମା’ ବୁଢ଼ୀ ଠାକୁରାଣୀ ମନ୍ଦିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୀର୍ଘ ଜୀବନ କାମନା କରି…

Continue Readingନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନରେ ବିଜେପିର ବିଭିନ୍ନ କାର୍ଯ୍ୟକ୍ରମ

ଡେରଜାଙ୍ଗ ଜଳଭଣ୍ଡାରରୁ ବନ୍ୟାଜଳ ଛଡ଼ାଯିବ

ଅନୁଗୁଳ: ଲଗାଣ ବର୍ଷା ଯୋଗୁଁ ଡେରଜ।ଙ୍ଗ ଜଳ ଭଣ୍ଡାର ର ଜଳ ପତ୍ତନ ବୃଦ୍ଧି ପାଇଛି। ଏଣୁ ଜଳଭଣ୍ଡାର ରୁ ବନ୍ୟା ଜଳ ନିଷ୍କାସନ ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଛି।ଅନୁଗୁଳ ଜଳସେଚନ ବିଭାଗର ସୁପରଇନଟେଣ୍ଡିଙ୍ଗ ଇଞ୍ଜିନିୟର ଏକ ପ୍ରେସ ବିଜ୍ଞପ୍ତି…

Continue Readingଡେରଜାଙ୍ଗ ଜଳଭଣ୍ଡାରରୁ ବନ୍ୟାଜଳ ଛଡ଼ାଯିବ