ଅନୁଗୁଳ ସଦର ଥାନା ଉଦଘାଟିତ

ଅନୁଗୁଳ: ସ୍ଥାନୀୟ ରନ୍ତଲେଇ ଠାରେ ଅନୁଗୁଳ ସଦର ଥାନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି l ଉଦଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ନୂତନ ଥାନା ଅନୁଗୁଳ ଜିଲ୍ଲାର ୧୮ ଟି ପଞ୍ଚାୟତରେ ଭଲମନ୍ଦ ବୁଝିବା ସହ ପୂର୍ବରୁ ପୁଲିସ ଉପରେ…

Continue Readingଅନୁଗୁଳ ସଦର ଥାନା ଉଦଘାଟିତ

ଅନୁଗୁଳ ପୌରପାଳିକାରେ ଦଲାଲ ସକ୍ରିୟ

ଅନୁଗୁଳ: ଅନୁଗୁଳ ପୌରପାଳିକାରେ ଏବେ ଦଲାଲ୍‌ ସକ୍ରିୟ ହୋଇପଡ଼ିଥିବା ଦେଖିବାକୁ ମିଳୁଛି। ପୌରପାଳିକାର କିଛି ତଳିଆ କର୍ମଚାରୀ ଏ କାମ କରୁଥିବା ଅଭିଯୋଗ ହେଉଛି। ପୌରପାଳିକାର ଜନ୍ମ ପ୍ରମାଣପତ୍ର, ମୁତ୍ୟୁ ପ୍ରମାଣପତ୍ର, ଜୀବିକା ମିଶନରେ ଋଣ, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା…

Continue Readingଅନୁଗୁଳ ପୌରପାଳିକାରେ ଦଲାଲ ସକ୍ରିୟ

କୋଭିଡ୍‌ ଯୋଦ୍ଧାଙ୍କ ପରିବାରକୁ ସହାୟତା

ଅନୁଗଳ: ସମ୍ପ୍ରତି କରୋନା ସ˚କ୍ରମଣ ସମୟରେ ଆକ୍ରାନ୍ତମାନଙ୍କୁ ଚିକିତ୍ସା ସେବା ଯୋଗାଇ ନିଜ ଜୀବନକୁ ଉତ୍ସର୍ଗ କରିଥିବା ୨ ଜଣ କରୋନା ଯୋଦ୍ଧାଙ୍କ ପରିବାରଙ୍କୁ ମଙ୍ଗଳବାର ଜିଲ୍ଲା ପ୍ରଶାସନ ତରଫରୁ ୫୦ ଲକ୍ଷ ଟଙ୍କା ଲେଖାଏଁ କୋଭିଡ୍‌ ସହାୟତା ରାଶି ପ୍ରଦାନ…

Continue Readingକୋଭିଡ୍‌ ଯୋଦ୍ଧାଙ୍କ ପରିବାରକୁ ସହାୟତା

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଯୁବ ଓ ଛାତ୍ର ବିଜେଡି କର୍ମକର୍ତା

ଅନୁଗୁଳ: ଅନୁଗୁଳ ବସଷ୍ଟାଣ୍ଡ ରାଜା ଛକଠାରେ ଅନୁଗୁଳ ଯୁବ ବିଜେଡି ଓ ଛାତ୍ର ବିଜେଡି ପକ୍ଷରୁ ମଙ୍ଗଳବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।ମୁଖ୍ୟମନ୍ତ୍ରୀ କ୍ୟାବିନେଟ ବୈଠକରେ ସରକାରୀ ଉଚ୍ଚ ବିଦ୍ୟାଳୟରେ ପଢିଥିବା ଛାତ୍ରଛାତ୍ରୀଙ୍କ ପାଇଁ ୫…

Continue Readingମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଯୁବ ଓ ଛାତ୍ର ବିଜେଡି କର୍ମକର୍ତା

ଭିଜିଲାନ୍ସ ଜାଲରେ ଆରଡବ୍ଲୁଏସଏସ କନିଷ୍ଠ କିରାଣି

ଅନୁଗୁଳ: ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗର କନିଷ୍ଠ କିରାଣୀ ରୋହିତାଶ୍ଵ ବାଗଙ୍କ ଘର ଓ କାର୍ଯ୍ୟାଳୟ ସମେତ ମୋଟ ୭ ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢାଉ ଜାରି ରଖିଛି l ଆରଡବ୍ଲ୍ୟୁଏସଏସ…

Continue Readingଭିଜିଲାନ୍ସ ଜାଲରେ ଆରଡବ୍ଲୁଏସଏସ କନିଷ୍ଠ କିରାଣି

ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ବିତର୍କ ପ୍ରତିଯୋଗିତା

ଅନୁଗୁଳ: କେନ୍ଦ୍ର କ୍ରୀଡ଼ା ଏବ˚ ଯୁବ ସେବା ମନ୍ତ୍ରଣାଳୟ ଆନୁକୂଲ୍ୟରେ ନେହେରୁ ଯୁବ କେନ୍ଦ୍ର ଅନୁଗୁଳ ସହାୟତାରେ ଏକ ବିତର୍କ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଭର୍ଚୁଆଲ୍‌ ମୋଡ୍‌ରେ ଆୟୋଜିତ ଏହି ପ୍ରତିଯୋଗିତାରେ ଅନୁଗୁଳ, ବୌଦ୍ଧ, ଢେଙ୍କାନାଳ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାର ୫୦ରୁ…

Continue Readingନେହେରୁ ଯୁବ କେନ୍ଦ୍ର ପକ୍ଷରୁ ବିତର୍କ ପ୍ରତିଯୋଗିତା

ବିମଳାଗଡ଼-ତାଳଚେର ରେଳପଥ ନିର୍ମାଣ ବିଳମ୍ବିତ

ଅନୁଗୁଳ: ଜମିଜମା ଅଧିଗ୍ରହଣ ଜନିତ ସମସ୍ୟା କାରଣରୁ ୨୦୨୨ ସୁଦ୍ଧା ସମ୍ପୂର୍ଣ୍ଣ ହେବାକୁ ଥିବା ବିମଳାଗଡ଼-ତାଳଚେର ରେଳପଥ ନିର୍ମାଣ ଆହୁରି ୩ ବର୍ଷ ବିଳମ୍ବିତ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଇତିମଧ୍ୟରେ ଏହି ରେଳପଥ ନିର୍ମାଣ ବ୍ୟୟ ଅଟ୍ଟକଳ ୮୦୬…

Continue Readingବିମଳାଗଡ଼-ତାଳଚେର ରେଳପଥ ନିର୍ମାଣ ବିଳମ୍ବିତ

ପାଥୋଲାବ୍‌ ଟାଙ୍ଗୁ ନାହାନ୍ତି ଦର ତାଲିକା: ଚାଲିଛି ରୋଗୀ ଶୋଷଣ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ୫୦୦ରୁ ଅଧିକ ଘରୋଇ ପାଥୋଲାବ୍‌ ରହିଛି। ଏମାନେ ଡାକ୍ତରଙ୍କ ଚିଠା ମୁତାବକ ବିଭିନ୍ନ ପ୍ରକାର ଟେଷ୍ଟ ଯଥା ମଳ, ମୂତ୍ର, ଗର୍ଭ, ଧାତୁ, ସୁଗାର, ଲିଭର ଫଙ୍କସନ୍‌ ଟେଷ୍ଟ, କିଡ୍‌ନୀ ଫଙ୍କସନ୍‌ ଟେଷ୍ଟ ଏବ˚ ଅନ୍ୟାନ୍ୟ ରକ୍ତ…

Continue Readingପାଥୋଲାବ୍‌ ଟାଙ୍ଗୁ ନାହାନ୍ତି ଦର ତାଲିକା: ଚାଲିଛି ରୋଗୀ ଶୋଷଣ

ଅମାନିଆ ଦୋକାନୀ, ବଢୁଛି ପ୍ଲାଷ୍ଟିକ୍‌ ଆବର୍ଜନା

ଅନୁଗୁଳ: ଅନୁଗୁଳ ପୌରପାଳିକା ଅଧୀନରେ ୫୦୦ରୁ ଅଧିକ ଦୋକାନ ରହିଛି। ଏହି ଦୋକାନ ଗୁଡ଼ିକରୁ ଦୈନିକ ଶହଶହ କେଜି ପ୍ଲାଷ୍ଟିକ୍‌ ଆବର୍ଜନା ବାହାରୁଛି। ଦୋକାନୀମାନେ ଏହି ଆବର୍ଜନାକୁ ଦୋକାନ ସମ୍ମୁଖରେ ଫିଙ୍ଗି ଦେଉଛନ୍ତି ଅବା ଜାଳି ଦେଉଛନ୍ତି। ଫଳରେ ପରିବେଶ ପ୍ରଦୂଷିତ…

Continue Readingଅମାନିଆ ଦୋକାନୀ, ବଢୁଛି ପ୍ଲାଷ୍ଟିକ୍‌ ଆବର୍ଜନା

କଲରାପତରିଆ ବଢ଼ିଲେ, ମହାବଳ ବଂଶବୃଦ୍ଧି ନହେବା ଚିନ୍ତାଜନକ

ଅନୁଗୁଳ: ୨୦୧୪ ମସିହାରୁ ୨୦୧୮ ମଧ୍ଯରେ ଦେଶରେ କଲରାପତରିଆ ବାଘଙ୍କ ସ˚ଖ୍ୟା ୬୦ ପ୍ରତିଶତ ବଢ଼ିଛି ଏବ˚ ଓଡ଼ିଶାରେ ଏହା ୨ ଗୁଣରୁ ଅଧିକା ହୋଇଥିବା ସରକାରୀ ଭାବେ କୁହାଯାଉଛି। ଉନ୍ନତ ଜଙ୍ଗଲ ସ˚ରକ୍ଷଣ ଓ ଜିନ୍‌ ବିବଧତାର ବୃଦ୍ଧି କାରଣରୁ…

Continue Readingକଲରାପତରିଆ ବଢ଼ିଲେ, ମହାବଳ ବଂଶବୃଦ୍ଧି ନହେବା ଚିନ୍ତାଜନକ