କୋଭିଡ୍‌ ସ˚କ୍ରମଣ ଖସୁଛି, ବଢୁଛି କ୍ରୀଡା ଆସର

ଅନୁଗୁଳ: ଦୀର୍ଘ ୯ ମାସର ଲକ୍‌ଡାଉନ୍‌, ସଟ୍‌ଡାଉନ୍‌, କଣ୍ଟେନମେଣ୍ଟର ବୁଢ଼ିଆଣି ଜାଲରୁ ମୁକୁଳିବାକୁ ଚେଷ୍ଟା କରୁଛି ମଣିଷ। ମହାମାରୀ କରୋନା ସ˚କ୍ରମଣ ହାର ଖସୁଛି। ଖାଲି ଅନୁଗୁଳ ନୁହଁ ସମଗ୍ର ରାଜ୍ୟରେ ସ˚କ୍ରମଣ ହ୍ରାସ ପାଇବା ଶୁଭଙ୍କର ଖବରଟିଏ ନିଶ୍ଚୟ। ଗତ…

Continue Readingକୋଭିଡ୍‌ ସ˚କ୍ରମଣ ଖସୁଛି, ବଢୁଛି କ୍ରୀଡା ଆସର

ତଳମୂଳରୁ ଅପମିଶ୍ରିତ ଅଟା ହଳଦୀ ଜବତ, ଜଣେ ଗିରଫ

ଅନୁଗୁଳ: ରବିବାର ବଅଁରପାଳ ପୁଲିସ ଏକ ମିଲ ଉପରେ ଚଢ଼ାଉ କରି ବିଭିନ୍ନ ଅପମିଶ୍ରିତ ସାମଗ୍ରୀ ଜବତ କରିବା ସହ ମିଲ ମାଲିକ ପ୍ରମୋଦ ସାହୁଙ୍କୁ ଗିରଫ କରିଛି। ମିଲରୁ ୭ କେଜି ହଳଦୀ ଗୁଣ୍ଡ, ୨୦୦ ପ୍ୟାକେଟ ଆଦର୍ଶ ବ୍ରାଣ୍ଡ…

Continue Readingତଳମୂଳରୁ ଅପମିଶ୍ରିତ ଅଟା ହଳଦୀ ଜବତ, ଜଣେ ଗିରଫ

ପୁଣ୍ୟତିଥିରେ ମହାତ୍ମାଙ୍କୁ ଭୁଲିଗଲେ ଜଣାଇଲେନି ଶ୍ରଦ୍ଧାଞ୍ଜଳି

ଅନୁଗୁଳ: ଛକ, ବଜାରରେ ଦେଶ ଓ ଜାତିର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ପ୍ରଶାସନ ସବୁବେଳେ ଆଗଭର ହୋଇଥାଏ। କିନ୍ତୁ ସେମାନଙ୍କ ଜନ୍ମ କିମ୍ବା ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଟିକେ ଦେବାକୁ ଭୁଲିଯାଏ। ଧୂଳି ମାଟିରେ ପୋତିହୋଇ ପ୍ରତିମୂର୍ତ୍ତି ସେମିତି ଠିଆ…

Continue Readingପୁଣ୍ୟତିଥିରେ ମହାତ୍ମାଙ୍କୁ ଭୁଲିଗଲେ ଜଣାଇଲେନି ଶ୍ରଦ୍ଧାଞ୍ଜଳି

କାଙ୍ଗୁଲା ନାବାଳିକା ଦୁର୍ଷ୍କମ ଓ ହତ୍ୟା ମାମଲା ନ୍ୟାୟ ନମିଳିଲେ ଆତ୍ମାହୁତି ଦେବୁ: ପରିବାର

ଅନୁଗୁଳ: ବହୁ ଚର୍ଚ୍ଚିତ କାଙ୍ଗୁଲା ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅନୁଗୁଳ ଅତିରିକ୍ତ ଦୌରାଜଜ୍‌ ଅଭିଯୁକ୍ତ ଅନାମକୁ ଫାଶୀ ଦଣ୍ତାଦେଶ ଦେଇଥିବାବେଳେ ଏହାପରେ ଅଭିଯୁକ୍ତର ଅପିଲ୍‌ ଉପରେ ମାନ୍ୟବର ହାଇକୋର୍ଟ ତଳ କୋର୍ଟକୁ ରାୟର ପୁନର୍ବିଚାର କରିବା ପାଇଁ କହିଛନ୍ତି।…

Continue Readingକାଙ୍ଗୁଲା ନାବାଳିକା ଦୁର୍ଷ୍କମ ଓ ହତ୍ୟା ମାମଲା ନ୍ୟାୟ ନମିଳିଲେ ଆତ୍ମାହୁତି ଦେବୁ: ପରିବାର

ଦୁଇଦିନ ହାଲୁକା ବର୍ଷା ସମ୍ଭାବନା ଅନୁଗୁଳରେ ଘନ କୁହୁଡି ଆଶଙ୍କା

ଅନୁଗୁଳ: ସାମୟିକ ଭାବେ ବଦଳିବ ପାଗ। ଗୁରୁବାର ଓ ଶୁକ୍ରବାର ରାଜ୍ୟର କେତେକ ଜାଗାରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇପାରେ। ପରେ ରାଜ୍ୟର ଶୀତ ପ୍ରକୋପ ପୁଣି ବଢ଼ିବା ସମ୍ଭାବନା ଅଛି। ସୋଆ ଜଳବାୟୁ ଓ ପରିବେଶ (ସିଇସି) କେନ୍ଦ୍ର…

Continue Readingଦୁଇଦିନ ହାଲୁକା ବର୍ଷା ସମ୍ଭାବନା ଅନୁଗୁଳରେ ଘନ କୁହୁଡି ଆଶଙ୍କା

ବନ୍ଧା ହେଲେ ୨ ଛିନ୍‌ତାଇ ଅଭିଯୁକ୍ତ

ଅନୁଗୁଳ: ଛିନ୍‌ତାଇ କରି ଅନୁଗୁଳ ସହରରେ ଆତଙ୍କ ଖେଳାଇଥିବା ୨ ଜଣ ଅଭିଯୁକ୍ତଙ୍କୁ ବାନ୍ଧିଛି ସଦର ଥାନା ପୁଲିସ୍‌। ଗିରଫ ଅଭିଯୁକ୍ତ ହେଲେ ହେମସୁରପଡ଼ାର ରବି ମିଶ୍ର ଓ ଅନ୍ୟ ଜଣେ ନାବାଳକ ଥିବା ଜଣାପଡ଼ିଛି। ପୁଲିସ୍‌ ସେମାନଙ୍କ ଠାରୁ ଲୁଟ୍‌…

Continue Readingବନ୍ଧା ହେଲେ ୨ ଛିନ୍‌ତାଇ ଅଭିଯୁକ୍ତ

ଅନୁଗୁଳ ପାଇଁ ସ୍ମାର୍ଟ ସିଟି ପରିକଳ୍ପନା: ଏକ ଆହ୍ବାନ

ଅନୁଗୁଳ: ୧୯୯୩ରୁ ଅନୁଗୁଳ ଜିଲ୍ଲା ଗଠନ ହେବା ପରେ ଏହାର ବିଭିନ୍ନ ଦିଗରେ ବିକାଶ ହୋଇଛି ସତ କିନ୍ତୁ ଅନୁଗୁଳବାସୀଙ୍କ ଇପ୍‌ସିତ ସ୍ବପ୍ନ ପୂରଣ ହେବାକୁ ବହୁ ପଥ ବାକି ଅଛି। ଅନେକ ଜିଲ୍ଲାପାଳ ଆସିଛନ୍ତି। ନିତ୍ୟ ନୈମତ୍ତିକ ଶଗଡ଼ଗୁଳାରେ ଫାଇଲ୍‌…

Continue Readingଅନୁଗୁଳ ପାଇଁ ସ୍ମାର୍ଟ ସିଟି ପରିକଳ୍ପନା: ଏକ ଆହ୍ବାନ

ଅନଲାଇନ ପାଠପଢା, ଚକ୍ଷୁ ରୋଗର ଶିକାର ଛାତ୍ରଛାତ୍ରୀ

ଅନୁଗୁଳ: କରୋନା କଟକଣା ଯୋଗୁଁ ଗତ ୮ ରୁ ୯ ମାସ ଧରି ଛାତ୍ରଛାତ୍ରୀ ମାନେ ସ୍କୁଲ ଛାଡି ଅନଲାଇନ ଆପ ମାଧ୍ୟମରେ ପାଠ ପଢୁଛନ୍ତି।ଦିନକୁ ପ୍ରାୟ ୩ ଘଣ୍ଟା ଧରି ମୋବାଇଲ ରେ ପାଠ ପଢ଼ୁଥିବାବେଳେ ମନୋରଞ୍ଜନ ରେ ପ୍ରାୟ…

Continue Readingଅନଲାଇନ ପାଠପଢା, ଚକ୍ଷୁ ରୋଗର ଶିକାର ଛାତ୍ରଛାତ୍ରୀ

ଅନୁଗୁଳରେ ୭୨ତମ ଗଣତନ୍ତ୍ର ଦିବସ

ଅନୁଗୁଳ: କରୋନା କଟକଣା ମଧ୍ୟରେ ଅନୁଗୁଳ ଷ୍ଟାଡିୟମ୍‌ ପରିସରରେ ୭୨ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ରାଜ୍ୟ ଇସ୍ପାତ, ଖଣି ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ରୂପେ ସମାରୋହରେ ଯୋଗ ଦେଇ ଜାତୀୟ ପତାକା…

Continue Readingଅନୁଗୁଳରେ ୭୨ତମ ଗଣତନ୍ତ୍ର ଦିବସ

ଜନରାଜ୍ୟ ଦିବସ: ବଜାରରେ ହାଉଯାଉ ପ୍ଲାଷ୍ଟିକ୍‌ ପତାକା

ଅନୁଗୁଳ: କରୋନା କଟକଣା ଭିତରେ ପାଳିତ ହେବ ଦେଶର ଜନରାଜ୍ୟ ଦିବସ। ମନ୍ତ୍ରୀ ଆସିବେ, ମାର୍ଚ୍ଚପାଷ୍ଟ, ଅଭିଭାଷଣ ସବୁକିଛି ସର୍ଟକର୍ଟରେ ହେବ। କିନ୍ତୁ ଫ୍ଲାଗ୍‌ କୋଡ୍‌କୁ କେହି ମାନୁନଥିବା ପରିଲକ୍ଷିତହୋଇଛି। ଦେଶର ଜାତୀୟ ପତାକାର ମାନ କିଭଳି ହେବ ତାହା ଫ୍ଲାଗ୍‌…

Continue Readingଜନରାଜ୍ୟ ଦିବସ: ବଜାରରେ ହାଉଯାଉ ପ୍ଲାଷ୍ଟିକ୍‌ ପତାକା