ଜିଲ୍ଲାରେ କରୋନା ସ˚କ୍ରମଣ ୨ ଅଙ୍କରୁ ତଳକୁ ଖସିଲା

ଅନୁଗୁଳ: ଜିଲ୍ଲାରେ କରେନା ସ˚କ୍ରମଣ ୨ ଅଙ୍କରୁ ତଳକୁ ଖସିଛି। ଗତ କିଛି ମାସ ମଧ୍ୟରେ ଏହା ସର୍ବନିମ୍ନ ସ˚କ୍ରମଣ। ଗତ ୧୪ ତାରିଖରେ ୨୬ ଜଣ କରୋନା ସ˚କ୍ରମିତ ହୋଇଥିବା ବେଳେ ୧୫ ତାରିଖ ଦିନ ୧୬ ଜଣ, ୧୬…

Continue Readingଜିଲ୍ଲାରେ କରୋନା ସ˚କ୍ରମଣ ୨ ଅଙ୍କରୁ ତଳକୁ ଖସିଲା

କରୋନାଠାରୁ ଦୁର୍ଘଟଣା ଅଧିକ ମାରାତ୍ମକ

ଅନୁଗୁଳ: ଓଡ଼ିଶାରେ କରୋନାଠାରୁ ସଡ଼କ ଦୁର୍ଘଟଣା ଅଧିକ ବିପଦଜନକ ପରିସ୍ଥିତି ସୃଷ୍ଟି କରିଛି। ୨୦୧୪ରୁ ୨୦୧୯ ଭିତରେ ୩୬ ପ୍ରତିଶତ ସଡ଼କ ଦୁର୍ଘଟଣା ବଢ଼ିଥିବାରୁ ସୁପ୍ରିମ୍‌ କୋର୍ଟର ସଡ଼କ ସୁରକ୍ଷା କମିଟି ଓଡ଼ିଶାରେ ସଡ଼କ ସୁରକ୍ଷା ପରିଚାଳନା ପ୍ରତି ଅସନ୍ତୋଷ ବ୍ୟକ୍ତ…

Continue Readingକରୋନାଠାରୁ ଦୁର୍ଘଟଣା ଅଧିକ ମାରାତ୍ମକ

କୋଭିଡ-୧୯ ପ୍ରହାର କମିଛି ଗାଡ଼ି ବିକ୍ରି ଓ ପରିବହନ ରାଜସ୍ବ

ଅନୁଗୁଳ: କୋଭିଡ୍‌ କଟକଣା ଯୋଗୁଁ ଅନୁଗୁଳ ଜିଲ୍ଲା ସମେତ ସାରା ରାଜ୍ୟରେ ଗାଡ଼ି ବିକ୍ରି ଓ ପରିବହନ ରାଜସ୍ବ ସ˚ଗ୍ରହ କମିଛି। ତେବେ କଟକଣା କୋହଳ ପରେ ରାଜସ୍ବ ସ˚ଗ୍ରହ ସାମାନ୍ୟ ବଢ଼ିଥିବା ଜଣାପଡ଼ିଛି। ନଭେମ୍ବର ମାସରେ ୩ ପ୍ରତିଶତ ବଢ଼ିଥିବା…

Continue Readingକୋଭିଡ-୧୯ ପ୍ରହାର କମିଛି ଗାଡ଼ି ବିକ୍ରି ଓ ପରିବହନ ରାଜସ୍ବ

ବେଆଇନ୍‌ ପାର୍କି˚ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ

ଅନୁଗୁଳ: ଅନୁଗୁଳରେ ଅନେକ ନିର୍ମାଣ କାର୍ଯ୍ୟ ହେଉଛି। ସୌନ୍ଦର୍ଯ୍ୟକରଣ କାମ ହେଉଛି କିନ୍ତୁ ଟ୍ରାଫିକ୍‌ ବ୍ୟବସ୍ଥା ଯେମିତି କି ସେମିତି। ବିପର୍ଯ୍ୟସ୍ତ ଟ୍ରାଫିକ୍‌ ବ୍ୟବସ୍ଥା ଯୋଗୁଁ ସହରର ରାସ୍ତାଘାଟ ସଙ୍କୁଚିତ ହେଉଛି। ଦୁର୍ଘଟଣା ଘଟୁଛି ଏବ˚ ସହରର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି।…

Continue Readingବେଆଇନ୍‌ ପାର୍କି˚ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ

ସରକାରୀ ଅଫିସ୍‌ରେ ଦଲାଲି କରୁଛନ୍ତି କର୍ମଚାରୀ

ଅନୁଗୁଳ: ପ୍ରତିଦିନ କେଉଁଠି ନା କୋଉଠି ଭିଜିଲାନ୍ସ ରେଡ୍‌ ହେଉଛି। ଧରା ପଡୁଛନ୍ତି ସରକାରୀ କର୍ମଚାରୀ। ପିଅନଙ୍କ ଘରୁ କୋଟି କୋଟି ଟଙ୍କାର ସମ୍ପତ୍ତି ମିଳିଲାଣି ତ ପାଠକ ଭଳି ବଡ଼ ବଡ଼ ଅଧିକାରୀଙ୍କ ଘରୁ ଶହଶହ କୋଟି। ଅଭିଯୁକ୍ତମାନେ ଗିରଫ…

Continue Readingସରକାରୀ ଅଫିସ୍‌ରେ ଦଲାଲି କରୁଛନ୍ତି କର୍ମଚାରୀ

ଅନୁଗୁଳ ବସ୍‌ଷ୍ଟାଣ୍ତରେ ହେବ ସ୍ମାର୍ଟ ଶୌଚାଳୟ

ଅନୁଗୁଳ: ଅନୁଗୁଳ ପୌରପାଳିକା ଆଜି ସୁଦ୍ଧା ସମ୍ପୂର୍ଣ୍ଣ ମଳମୁକ୍ତ ଅଞ୍ଚଳ ହୋଇପାରୁନାହିଁ। ବିଶେଷ କରି ବସ୍‌ଷ୍ଟାଣ୍ତରେ ଥିବା ଶୌଚାଳୟ ଏଠାକୁ ଦୈନିକ ଆସୁଥିବା ଶତାଧିକ ଯାତ୍ରୀଙ୍କୁ ଯଥେଷ୍ଟ ସେବା ଯୋଗାଇ ପାରୁନାହିଁ। ବିଭିନ୍ନ ଘରୋଇ ସ˚ଗଠନ ପକ୍ଷରୁ ନିର୍ମିତ ପରିଶ୍ରାଗାରର ଅବସ୍ଥା…

Continue Readingଅନୁଗୁଳ ବସ୍‌ଷ୍ଟାଣ୍ତରେ ହେବ ସ୍ମାର୍ଟ ଶୌଚାଳୟ

ସୁପର ବଜାର ପାଇଁ ଜମି ଖୋଜା ଚାଲିଛି

ଅନୁଗୁଳ: ଗୋଟିଏ ଛାତ ତଳେ ତେଜରାତି ଦୋକାନଠାରୁ ଲେଡିଜ୍‌କର୍ଣ୍ଣର, କ୍ରୀଡ଼ା ଉପକରଣ ଠାରୁ କୁଣ୍ତା ଦୋକାନ। ମିଠା ଦୋକାନ, ଫଳ ଦୋକାନ, ଓମ୍‌ଫେଡ୍‌ ପାର୍ଲର, ଏଟିଏମ୍‌ ସବୁ କିଛି ଥିବ। ୨୪ ଘଣ୍ଟିଆ ପାନୀୟ ଜଳ ବ୍ୟବସ୍ଥା, ଶୌଚାଳୟର ବି ବ୍ୟବସ୍ଥା…

Continue Readingସୁପର ବଜାର ପାଇଁ ଜମି ଖୋଜା ଚାଲିଛି

କେରେଜାଙ୍ଗ-ଅନୁଗୁଳ ଡବଲ୍‌ ଲାଇନ୍‌ ରେଳପଥ କାର୍ଯ୍ୟକ୍ଷମ ହେଲା

ଅନୁଗୁଳ: ପ୍ରାୟ ୧୪ କିଲୋମିଟରର କେରଜାଙ୍ଗ-ଅନୁଗୁଳ ଦୋହରା ରେଳପଥ କାର୍ଯ୍ୟକ୍ଷମ ହୋଇଛି। ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗରେ ଟ୍ରେନ୍‌ ଗତି କରିପାରିବ ବୋଲି ରେଳବାଇ ସୁରକ୍ଷା ଅଧିକାରୀ ସବୁଜ ସ˚କେତ ଦେଇଛନ୍ତି। ସେହିଭଳି ତାଳଚେର-ସମ୍ବଲପୁର ଦୋହରା ରେଳପଥର ୧୬୮ କିଲୋମିଟରରୁ…

Continue Readingକେରେଜାଙ୍ଗ-ଅନୁଗୁଳ ଡବଲ୍‌ ଲାଇନ୍‌ ରେଳପଥ କାର୍ଯ୍ୟକ୍ଷମ ହେଲା

ଅନୁଗୁଳର ବେକାରୀ ସମସ୍ୟାର ବିକଳ ଚିତ୍ର

ଅନୁଗୁଳ: ଗତ ଦୁଇ ଦଶନ୍ଧି ଭିତରେ ଅନୁଗୁଳ ଜିଲ୍ଲାରେ ବେକାରୀ ସମସ୍ୟା ଉତ୍କଟ ହୋଇଛି। ୧୮ରୁ ୩୫ ବର୍ଷ ବୟସ୍କ ବେକାର ଯୁବକଯୁବତୀଙ୍କ ସ˚ଖ୍ୟା ପ୍ରତିବର୍ଷ ବଢ଼ିବାରେ ଲାଗିଛି। କର୍ମ ନିୟୋଜନ କେନ୍ଦ୍ରରେ ନାମ ପ˚ଜିକରଣ କରିଦେଲେ କଥା ସରିଲା। କାମ…

Continue Readingଅନୁଗୁଳର ବେକାରୀ ସମସ୍ୟାର ବିକଳ ଚିତ୍ର

ଛାତ୍ର କ˚ଗ୍ରେସ କଲା ଜୋତା ପଲିସ

ଅନୁଗୁଳ: ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଓ ଯୁବ ଦିବସ ଅବସରରେ ଛାତ୍ର କ˚ଗ୍ରେସ ପକ୍ଷରୁ ଗାନ୍ଧୀ ପାର୍କଠାରେ ଜୋତା ପଲିସ୍‌ କାମ କରାଯାଇଥିଲା।ନବୀନ ସରକାରରେ ଦାରିଦ୍ର୍ୟ ଓ ବେକାରୀ ହୁ ହୁ ହୋଇ ବଢ଼ୁଥିବା ବେଳେ ଶିକ୍ଷିିତ ଯୁବକମାନେ ବେକାର ହୋଇ…

Continue Readingଛାତ୍ର କ˚ଗ୍ରେସ କଲା ଜୋତା ପଲିସ