ଅନୁଗୁଳ: ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଓ ଯୁବ ଦିବସ ଅବସରରେ ଛାତ୍ର କ˚ଗ୍ରେସ ପକ୍ଷରୁ ଗାନ୍ଧୀ ପାର୍କଠାରେ ଜୋତା ପଲିସ୍ କାମ କରାଯାଇଥିଲା।ନବୀନ ସରକାରରେ ଦାରିଦ୍ର୍ୟ ଓ ବେକାରୀ ହୁ ହୁ ହୋଇ ବଢ଼ୁଥିବା ବେଳେ ଶିକ୍ଷିିତ ଯୁବକମାନେ ବେକାର ହୋଇ ବୁଲୁଥିବାରୁ ଏଥିରେ କ୍ଷୁବ୍ଧ ହୋଇ କ˚ଗ୍ରେସ ପକ୍ଷରୁ ଏଭଳି ଅଭିନବ ପ୍ରତିବାଦ କରାଯାଇଥିଲା। ଏଥିରେ ରାଜୀବ ଗାନ୍ଧି ଛାତ୍ର ସ˚ଗଠନର ସଭାପତି ଫାରୁକ୍ ଅହମ୍ମଦ, କୈଳାଶ ପ୍ରଧାନ, ଶିବାନୀ ଶଙ୍କର ଗୌଡ଼ ଆଲୋକ ଦାଶ, ତୁଷାର ପ୍ରଧାନ, ଆଲୋକ ସାହୁ ପ୍ରମୁଖ ଯୋଗ ଦେଇଥିଲେ।
ଛାତ୍ର କ˚ଗ୍ରେସ କଲା ଜୋତା ପଲିସ
- Post published:January 13, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik
