ଆରଏସଏସକୁ ବ୍ୟାନ କରିବା ସହ ଛାତ୍ର କଂଗ୍ରେସ ରାଜ୍ୟ ସଭାପତିଙ୍କ ମୁକ୍ତି ଦାବି, ଅନୁଗୁଳ ଛାତ୍ର କଂଗ୍ରେସର ବିରୋଧ ପ୍ରଦର୍ଶନ

ଅନୁଗୁଳ: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ମୁଖ୍ୟଙ୍କ ବିବାଦୀୟ ମନ୍ତବ୍ୟକୁ କେନ୍ଦ୍ର କରି ଛାତ୍ର କଂଗ୍ରେସ ତରଫରୁ ବିରୋଧ ପ୍ରଦର୍ଶନ କରାଯାଇଥିଲା। ମାତ୍ର ନୂଆ ରୂପରେଖ ଓ ମିଥ୍ୟା ଅଭିଯୋଗରେ ଛାତ୍ର ନେତାଙ୍କୁ ଗିରଫ କରାଯାଇଛି। ଏହାର ପ୍ରତିବାଦରେ ମଙ୍ଗଳବାର ଅନୁଗୁଳ…

Continue Readingଆରଏସଏସକୁ ବ୍ୟାନ କରିବା ସହ ଛାତ୍ର କଂଗ୍ରେସ ରାଜ୍ୟ ସଭାପତିଙ୍କ ମୁକ୍ତି ଦାବି, ଅନୁଗୁଳ ଛାତ୍ର କଂଗ୍ରେସର ବିରୋଧ ପ୍ରଦର୍ଶନ

ରାଗିଂ ପରେ ବି ସରକାର ତତ୍ପରତା ପ୍ରକାଶ ନ କରିବାକୁ ଛାତ୍ର କଂଗ୍ରେସର ବିରୋଧ, ଜିଲ୍ଲାପାଳଙ୍କ ଅଫିସ ଆଗରେ ଦେଲେ ଧାରଣା

ଅନୁଗୁଳ: ଗଞ୍ଜାମ ସ୍ଥିତ ବିନାୟକ ଆଚାର୍ଯ୍ୟ ସରକାରୀ ମହାବିଦ୍ୟାଳୟ କ୍ୟାମ୍ପସରେ ଯେଉଁଭଳି ଅମାନୁଷିକ ଭାବରେ ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ଅତ୍ୟାଚାର କରାଯାଇଛି, ତାହାକୁ ବିରୋଧ କରି ଆଜି ଛାତ୍ର କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ସାହୁଙ୍କ ନେତୃତ୍ୱରେ ଛାତ୍ର…

Continue Readingରାଗିଂ ପରେ ବି ସରକାର ତତ୍ପରତା ପ୍ରକାଶ ନ କରିବାକୁ ଛାତ୍ର କଂଗ୍ରେସର ବିରୋଧ, ଜିଲ୍ଲାପାଳଙ୍କ ଅଫିସ ଆଗରେ ଦେଲେ ଧାରଣା

କଂଗ୍ରେସ ପକ୍ଷରୁ ୟଙ୍ଗ ଇଣ୍ଡିଆ ବୋଲ ପ୍ରସ୍ତୁତି

ଅନୁଗୁଳ: ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ୟଙ୍ଗ ଇଣ୍ଡିଆ ବୋଲ କାର୍ଯ୍ୟକ୍ରମ ନେଇ ଏକ ସାମ୍ବାଦିକ ସମ୍ମିଳନୀ ମଙ୍ଗଳବାର ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଯୁବ କଂଗ୍ରେସ ରାଜ୍ୟ ସଭାପତି ସ୍ମୃତି ରଂଜନ ଲେଙ୍କା, ଯୁବ କଂଗ୍ରେସ…

Continue Readingକଂଗ୍ରେସ ପକ୍ଷରୁ ୟଙ୍ଗ ଇଣ୍ଡିଆ ବୋଲ ପ୍ରସ୍ତୁତି

ଡ଼େଙ୍ଗୁ ନିରାକଣ ପାଇଁ ଛାତ୍ର କଂଗ୍ରେସର ଦାବିପତ୍ର

ଅନୁଗୁଳ : ଅନୁଗୁଳ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଅନୁଗୁଳ ସହର ତଥା ଏହାର ଆଖପାଖ ଅଞ୍ଚଳରେ ଡେଙ୍ଗୁ ରୋଗୀ ଚିହ୍ନଟ ଓ ଶୌଚନୀୟ ପରିମଳ ବ୍ୟବସ୍ଥାକୁ ସୁଧରିବା ପାଇଁ ସୋମବାର ଜିଲ୍ଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା ଛାତ୍ର…

Continue Readingଡ଼େଙ୍ଗୁ ନିରାକଣ ପାଇଁ ଛାତ୍ର କଂଗ୍ରେସର ଦାବିପତ୍ର

ଉପବଚସ୍ପତିଙ୍କୁ କ୍ଷମା କରିବା ନିମନ୍ତେ ଶାନ୍ତି ଯଜ୍ଞ

ଅନୁଗୁଳ : ଅନୁଗୁଳ ଶୈଳ ଶ୍ରୀକ୍ଷେତ୍ର ବଡ ଦାଣ୍ଡରେ ଜିଲ୍ଲା କଂଗ୍ରେସ କମିଟିର ପୂର୍ବତନ ସାଧାରଣ ସମ୍ପାଦକ ତଥା କାଉନସିଲର ବଲବୀର ସିଂ ଗୁରୁବାର ପୁର୍ବାହ୍ନରେ ଏକ ଶାନ୍ତି ମହା ଯଜ୍ଞର ଆୟୋଜନ କରିଥିଲେ। ସୂଚନା ମୁତାବକ, ଗତ ୨୦ ତାରିଖରେ…

Continue Readingଉପବଚସ୍ପତିଙ୍କୁ କ୍ଷମା କରିବା ନିମନ୍ତେ ଶାନ୍ତି ଯଜ୍ଞ

ମୁଖ୍ୟମନ୍ତ୍ରୀଙ୍କ ଅନୁଗୁଳ ଗସ୍ତକୁ ଜିଲ୍ଲା ଛାତ୍ର କଂଗ୍ରେସର ବିରୋଧ

ଅନୁଗୁଳ: ଆସନ୍ତା କଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୁଳ ଆସୁଥିବା ବେଳେ ଏହି ଗସ୍ତକୁ ବିରୋଧ କରିଛି ଜିଲ୍ଲା ଛାତ୍ର କଂଗ୍ରେସ। ଜିଲ୍ଲା ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସର କର୍ମକର୍ତ୍ତା ଗୁରୁବାର ସନ୍ଧ୍ୟାରେ ସହରର ବିଭିନ୍ନ ସ୍ଥାନରେ ମମିତା ମେହେରକୁ…

Continue Readingମୁଖ୍ୟମନ୍ତ୍ରୀଙ୍କ ଅନୁଗୁଳ ଗସ୍ତକୁ ଜିଲ୍ଲା ଛାତ୍ର କଂଗ୍ରେସର ବିରୋଧ

ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିକ୍ଷୋଭ

ଅନୁଗୁଳ: ଶୁକ୍ରବାର ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜା ଛକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ…

Continue Readingଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିକ୍ଷୋଭ

ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହକଲା ଛାତ୍ର କଂଗ୍ରେସ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଶନିବାର ସ୍ଥାନୀୟ ରାଜା ସୋମନାଥ ସିଂ ଜଗଦେଵ ପ୍ରତିମୂର୍ତ୍ତି ପାଖରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଲିକା ଦାହ କରାଯାଇଛି। ଛାତ୍ରନେତା ରାକେଶ ଦେହୁରୀଙ୍କ ନେତୃତ୍ୱରେ ରାଜ୍ୟ ସରକାରଙ୍କ ଉଦାସୀନତା ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଓଡ଼ିଶା…

Continue Readingମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହକଲା ଛାତ୍ର କଂଗ୍ରେସ

ଶ୍ମଶାନରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଝୁଲାଇଲା ଛାତ୍ର କଂଗ୍ରେସ

ଅନୁଗୁଳ: କରୋନା ଟିକାକୁ ନେଇ ଉଭୟ ବିଜେପି ଓ ବିଜେଡିର ଫଟୋ ରାଜନୀତି ଜାରି ରହିଛି। ଟିକା ସାର୍ଟିଫିକେଟ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ରହୁଥିବା ବେଳେ ଟିକା କେନ୍ଦ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଛାଇଯାଇଛି। ଏହାକୁ ନେଇ ଉଭୟ…

Continue Readingଶ୍ମଶାନରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଝୁଲାଇଲା ଛାତ୍ର କଂଗ୍ରେସ

କରୋନାରେ ଆଖି ବୁଜିଲେ ଛାତ୍ରନେତା

ଅନୁଗୁଳ: ଘାତକ ସାବ୍ୟସ୍ତ ହୋଇଛି ପ୍ରାଣଘାତୀ କରୋନା। ଅନୁଗୁଳ ଜିଲ୍ଲାରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ଉଦ୍‌ବେଗଜନକ ଭାବେ ବଢ଼ିଛି । ଶନିବାର ରାତିରେ କରୋନା ସଂକ୍ରମିତ ଛାତ୍ର କଂଗ୍ରେସ ନେତା ଫାରୁକ୍ ଅହମ୍ମଦ(୨୨) ଙ୍କ…

Continue Readingକରୋନାରେ ଆଖି ବୁଜିଲେ ଛାତ୍ରନେତା