ମୁଖ୍ୟମନ୍ତ୍ରୀ ଟ୍ରଫି ୨୦୨୫ ପାଇଁ ଆନ୍ତଃ କ୍ଲବ ବାଳକ ଫୁଟବଲ ପ୍ରତିଯୋଗିତା

ଅନୁଗୁଳ: ତାଳଚେର ଗ୍ରୀନଗ୍ରାମ ଷ୍ଟାଡିୟମରେ ବାଳକ ବିଭାଗ ଆନ୍ତଃ କ୍ଲବ ଫୁଟବଲ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଏହାକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ରୂପେ ଡେପୁଟି କଲେକ୍ଟର ବିକାଶ ସବର, ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ…

Continue Readingମୁଖ୍ୟମନ୍ତ୍ରୀ ଟ୍ରଫି ୨୦୨୫ ପାଇଁ ଆନ୍ତଃ କ୍ଲବ ବାଳକ ଫୁଟବଲ ପ୍ରତିଯୋଗିତା

ମଜା ମଜା ମ୍ୟାଜିକ ଦେଖାଇବାକୁ ପୁଣି ଅନୁଗୁଳ ଆସୁଛନ୍ତି ବାଦଶାହ, କାଲିଠୁ ମଚାଇବେ ଧୁମ୍

ଅନୁଗୁଳ: ଅନୁଗୁଳରେ ମଜା ମଜା ମ୍ୟାଜିକ ଦେଖାଇବାକୁ ପୁଣି ଆସୁଛନ୍ତି ବାଦଶାହ। ବାଦଶାହ ମ୍ୟାଜିକ କମ୍ପାନୀ ଆସନ୍ତା ୧୭ ତାରିଖ ସନ୍ଧ୍ୟାରେ ଅନୁଗୁଳ ସଭା ଘରେ ଧୁମ ମଚେଇବ। କମ୍ପାନୀ ପକ୍ଷରୁ ଦୈନିକ ଦୁଇଟି ଶୋ' ଅପରାହ୍ନ ୪ ଓ ସନ୍ଧ୍ୟା…

Continue Readingମଜା ମଜା ମ୍ୟାଜିକ ଦେଖାଇବାକୁ ପୁଣି ଅନୁଗୁଳ ଆସୁଛନ୍ତି ବାଦଶାହ, କାଲିଠୁ ମଚାଇବେ ଧୁମ୍

ପ୍ରଦୂଷଣମୁକ୍ତ ଅନୁଗୁଳ ଦାବି ନେଇ ସ୍ବେଚ୍ଛାସେବୀଙ୍କ ସାଇକଲ ଶୋଭାଯାତ୍ରା

ଅନୁଗୁଳ: ବୁଧବାର ସକାଳ ଆଠଟା ସମୟରେ ଅନୁଗୁଳର ୧୭ ଜଣ ଯୁବ ସ୍ବେଛାସେବୀ ପ୍ରଦୂଷଣମୁକ୍ତ ଅନୁଗୁଳ ଦାବି ନେଇ ଭୁବନେଶ୍ୱର ଯାତ୍ରା ଆରମ୍ଭ କରିଛନ୍ତି। ଜଗନ୍ନାଥ ମନ୍ଦିର ସମ୍ମୁଖରେ ବିଶିଷ୍ଟ ସମାଜସେବୀ କ୍ରିଷ୍ଣା ମହାନ୍ତି ନଡ଼ିଆ ଫଟାଇ ଏହି ଶୋଭାଯାତ୍ରାର ଶୁଭାରମ୍ଭ…

Continue Readingପ୍ରଦୂଷଣମୁକ୍ତ ଅନୁଗୁଳ ଦାବି ନେଇ ସ୍ବେଚ୍ଛାସେବୀଙ୍କ ସାଇକଲ ଶୋଭାଯାତ୍ରା

ସ୍ଥାୟୀ ନିଯୁକ୍ତି ଦାବିରେ ନାଲକୋ କ୍ଷତିଗ୍ରସ୍ତ ପ୍ରଜାସଂଘର ଗଣ ଧାରଣା

ଅନୁଗୁଳ: କିଛିଦିନ ତଳେ ନାଲକୋର ଜନ୍ମ ଦିନ ପାଳି ମଉଜ କରୁଥିଲେ ଅଧିକାରୀ ମାନେ। କିନ୍ତୁ ଗତ ୧୬ ବର୍ଷ ଧରି ନାଲକୋ କ୍ଷତିଗ୍ରସ୍ତ ପ୍ରଜାମାନେ ନିଜର ଦାବି ନେଇ ଯେଭଳି ଆନ୍ଦୋଳନକୁ ଓଲ୍ହାଇଛନ୍ତି ସେଥିପ୍ରତି ନାଲକୋ ଅଣଦେଖା କରିବା ସାଧାରଣରେ…

Continue Readingସ୍ଥାୟୀ ନିଯୁକ୍ତି ଦାବିରେ ନାଲକୋ କ୍ଷତିଗ୍ରସ୍ତ ପ୍ରଜାସଂଘର ଗଣ ଧାରଣା

ଜିଲ୍ଲା ଠିକାଦାର ସଂଘର ନୂତନ କର୍ମକର୍ତା

ଅନୁଗୁଳ: ସ୍ଥାନୀୟ ଚଣ୍ଡୀଖମଣ ଠାରେ ଅନୁଗୁଳ ଜିଲ୍ଲା ଠିକାଦାର ସଂଘର ସାଧାରଣ ସଭା ଓ ନୂତନ କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସଦସ୍ୟ ସୁବୋଧ କୁମାର ସିଂହ, ସରୋଜ କୁମାର ରାଉଳଙ୍କ ତତ୍ୱାବଧାନରେ ଆୟୋଜିତ ଏହି ସାଧାରଣ ସଭାରେ ଦିବଙ୍ଗତ…

Continue Readingଜିଲ୍ଲା ଠିକାଦାର ସଂଘର ନୂତନ କର୍ମକର୍ତା

ନାହିଁ ନାହିଁରେ ଚାଲିଛି ଅନୁଗୁଳ ମେଡିକାଲ ଜନ ଔଷଧୀ ଷ୍ଟୋର: ଅଧିକାଂଶ ସମୟରେ ମିଳୁନି ସାଧାରଣ ଔଷଧ, ଗରିବ ରୋଗୀ ହନ୍ତସନ୍ତ

ଅନୁଗୁଳ: ଅନୁଗୁଳ ମେଡିକାଲରେ ଥିବା ଜନଔଷଧୀ ଥାଇ କି ନ ଥିଲା ଭଳି ଅବସ୍ଥା। ଲୋକଙ୍କୁ ସୁଲଭ ମୂଲ୍ୟରେ ଔଷଧ ଯୋଗାଇବାକୁ ଏହାର ପ୍ରତିଷ୍ଠା ହୋଇଥିଲେ ବି ଏବେ ନାମକୁ ମାତ୍ର ହୋଇ ରହି ଯାଇଛି। ରୋଗୀଙ୍କ ଆବଶ୍ୟକ ମୁତାବକ ଔଷଧ…

Continue Readingନାହିଁ ନାହିଁରେ ଚାଲିଛି ଅନୁଗୁଳ ମେଡିକାଲ ଜନ ଔଷଧୀ ଷ୍ଟୋର: ଅଧିକାଂଶ ସମୟରେ ମିଳୁନି ସାଧାରଣ ଔଷଧ, ଗରିବ ରୋଗୀ ହନ୍ତସନ୍ତ

ଶିମିଳିପଡାରେ ବୈଦିକ ବିଶ୍ୱ ଶାନ୍ତି ମହାଯଜ୍ଞ

ଅନୁଗୁଳ: ଶିମିଳିପଡା ଭାଗବତ ପରିବାର ପକ୍ଷରୁ ଦ୍ଵିତୀୟ ଏକୋଇଶି କୁଣ୍ଡିୟ ବିଶ୍ୱ ଶାନ୍ତି ମହାଯଜ୍ଞ ମାଘ ମାସ କୃଷ୍ଣପକ୍ଷ ପ୍ରତିପଦ ତିଥିରେ ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ସକାଳେ ଧ୍ବଜା ଉତ୍ତୋଳନ ପରେ ଯଜ୍ଞକର୍ମ ଅନୁଷ୍ଠିତ ହୋଇଥିଲା। ବିଶ୍ୱବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ,ସୁଖ…

Continue Readingଶିମିଳିପଡାରେ ବୈଦିକ ବିଶ୍ୱ ଶାନ୍ତି ମହାଯଜ୍ଞ

ଚାଷୀଙ୍କୁ ପିଆଜ ବିହନ ବିତରଣ

ଅନୁଗୁଳ: ଅନୁଗୁଳ ଜଙ୍ଗଲ ବିଭାଗ ଏବଂ ଛେଣ୍ଡିପଦା ଉଦ୍ୟାନ କୃଷି ବିଭାଗର ମିଳିତ ଉଦ୍ୟମରେ ଜରପଡା ରେଞ୍ଜ ଭାଗିରଥିପୁର ବନ ସଂରକ୍ଷଣ ସମିତିର ଚାଷୀ ମାନଙ୍କୁ ପିଆଜ ବିହନ ବଣ୍ଟନ କରାଯାଇଥିଲା। ଜେରଙ୍ଗ ନୂଆ ସାହି, ବୁଢ଼ୀ ପାହାଡ଼, ଭାଗିରଥିପୁର ଆଦି…

Continue Readingଚାଷୀଙ୍କୁ ପିଆଜ ବିହନ ବିତରଣ

ମକର ସଂକ୍ରାନ୍ତିରେ ଶୈଳଶ୍ରୀକ୍ଷେତ୍ର ୧୦ ହଜାର ଶ୍ରଦ୍ଧାଳୁଙ୍କ ଭିଡ଼

ଅନୁଗୁଳ: ପବିତ୍ର ମକର ସଂକ୍ରାନ୍ତି ଅବସରରେ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ପ୍ରବଳ ଜନ ଗହଳି ଦେଖିବାକୁ ମିଳିଥିଲା। ବଡି ଭୋରରୁ ଦୁଆର ଫିଟା ପରେ ଶ୍ରୀ ଜୀଉ ମାନଙ୍କର ପାରମ୍ପରିକ ପୂଜା ନୀତି ସରିବାପରେ ଶ୍ରୀ ବିଷ୍ଣୁ ପୂଜନ ଓ…

Continue Readingମକର ସଂକ୍ରାନ୍ତିରେ ଶୈଳଶ୍ରୀକ୍ଷେତ୍ର ୧୦ ହଜାର ଶ୍ରଦ୍ଧାଳୁଙ୍କ ଭିଡ଼

ହାତୀ ଆକ୍ରମଣରେ ମହିଳା ମୃତ

ଅନୁଗୁଳ: ସୋମବାର ରାତିରେ ଦେବଗଡ ଜିଲ୍ଲା ରିଆମାଳ ବ୍ଳକ ସଂଘାପୋଷି ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ମହିଳା ଜଣକ ହେଲେ ଦିଗାମ୍ବର ବେହେରାଙ୍କ ସ୍ତ୍ରୀ କୁନି ବେହେରା (୫୫)। ସେ ରାତିରେ ପରିସ୍ରା ପାଇଁ ବାଡ଼ି…

Continue Readingହାତୀ ଆକ୍ରମଣରେ ମହିଳା ମୃତ