ଏପ୍ରିଲ ୧୧ ରେ ଶୁଭାରମ୍ଭ ହେବ ଆୟୁଷ୍ମାନ କାର୍ଡ: ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ

ଅନୁଗୁଳ:ବହୁ ପ୍ରତିକ୍ଷିତ ଆୟୁଷ୍ମାନ କାର୍ଡ ଏପ୍ରିଲ ୧୧ ତାରିଖ ଠାରୁ ପ୍ରଦାନ କରାଯିବ। ଏଥିପାଇଁ ଷ୍ଟେଟ ହେଲଥ ଆସ୍ୟୁରାନସ ସୋସାଇଟିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଡି. ବୃନ୍ଦା ଏକ ଗାଇଡ଼ ଲାଇନ ଜାରି କରିଛନ୍ତି। ଏହି ଗାଇଡ଼ ଲାଇନ ଅନୁସାରେ ଏପ୍ରିଲ…

Continue Readingଏପ୍ରିଲ ୧୧ ରେ ଶୁଭାରମ୍ଭ ହେବ ଆୟୁଷ୍ମାନ କାର୍ଡ: ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ

କଲେଜ ରୋଡ଼ରୁ ଜବରଦଖଲ ଉଛେଦ

ଅନୁଗୁଳ: ଗତ କିଛି ମାସ ଧରି ଅନୁଗୁଳ କଲେଜ ରୋଡ଼ର ଉଭୟ ପାର୍ଶ୍ୱକୁ କିଛି ଦୋକାନୀ ଜବର ଦଖଲ କରି ଫଳ, ଫାଷ୍ଟ ଫୁଡ, ଜୁସ ଦୋକାନ ଏବଂ ଅନ୍ୟାନ୍ୟ ଉଠା ଦୋକାନ ଦେଇଥିଲେ। ଏହାଦ୍ୱାରା ଟ୍ରାଫିକ ଜାମ ହେଉଥିବା ନେଇ…

Continue Readingକଲେଜ ରୋଡ଼ରୁ ଜବରଦଖଲ ଉଛେଦ

ତିନି ମାସ ପାଇଁ ଜୀବିକା ଦେଇଛି “କେନ୍ଦୁ “

ଅନୁଗୁଳ: ଏବେ ଅନୁଗୁଳର ବିଭିନ୍ନ ହାଟ ବଜାରରେ ପାଚିଲା କେନ୍ଦୁ ଦେଖିବାକୁ ମିଲୁଛି। ସହରବାସି ମଧ୍ୟ ଆଗ୍ରହର ସହ ଏହି କେନ୍ଦୁ କିଣୁଥିବା ଦେଖିବାକୁ ମିଳୁଛି। ସାଧାରଣତଃ ଏପ୍ରିଲରୁ ଜୁନ ମାସ ଯାଏ ବଜାରରେ କେନ୍ଦୁ ମିଳିଥାଏ। କେନ୍ଦୁ ଏଭଳି ଏକ…

Continue Readingତିନି ମାସ ପାଇଁ ଜୀବିକା ଦେଇଛି “କେନ୍ଦୁ “

କଣିହାରେ ଶିକାରୀକୁ ମାଡ଼ିବସିଲେ ଫରେଷ୍ଟ ଷ୍ଟାଫ

ଅନୁଗୁଳ: ଗତ ୮ ତାରିଖରେ କଣିହାଁ ରେଞ୍ଜ ଫରେଷ୍ଟ ଷ୍ଟାଫଙ୍କୁ ଗୁପ୍ତ ସୂଚନା ମିଳିଲା କି ଏକ ଯାଗାରେ ଶିକାରୀ ଶିକାର ପାଇଁ ଯୋଜନା କରୁଛି। ସଙ୍ଗେ ସଙ୍ଗେ ଫରେଷ୍ଟ ଅଧିକାରୀମାନେ ସରଧାପୁର ବିଟର ବଡଗୁଣ୍ଡୁରୀ ଜଙ୍ଗଲରେ ଛାନଭିନ କଲାବେଳେ ଦୁଇଟି…

Continue Readingକଣିହାରେ ଶିକାରୀକୁ ମାଡ଼ିବସିଲେ ଫରେଷ୍ଟ ଷ୍ଟାଫ

ବିଦାୟ ନେଲେ ମା’ ବାସନ୍ତୀ ଦୁର୍ଗାଭଷାଣି ଦେଖିବାକୁ ଜମିଲା ଶ୍ରଦ୍ଧାଳୁଙ୍କ ଭିଡ

ଅନୁଗୁଳ: ଚଳିତ ମାସ ୩ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଅମଲାପଡା ବାସନ୍ତୀ ଦୁର୍ଗାପୂଜା ପଡିଆରେ ୧୯ ତମ ମହୋତ୍ସବ ମଙ୍ଗଳବାର ଭଷାଣି ସହ ସମ୍ପନ୍ନ ହୋଇଛି। ସନ୍ଧ୍ୟା ୬ ଘଟିକାରେ ପୂଜା ପଡିଆରୁ ମା' ବାସନ୍ତୀଙ୍କ ସୁସଜ୍ଜିତ ପଟୁଆର ବାହାରିଥିଲା…

Continue Readingବିଦାୟ ନେଲେ ମା’ ବାସନ୍ତୀ ଦୁର୍ଗାଭଷାଣି ଦେଖିବାକୁ ଜମିଲା ଶ୍ରଦ୍ଧାଳୁଙ୍କ ଭିଡ

ମୋତିଲାଲ ଗଛ ବେଶରେ ବୁଲିଲେ କହିଲେ ଗଛ ପାଇଁ ଜୀବନ ଦେବି

ଅନୁଗୁଳ: ନିଜ ଅଞ୍ଚଳରେ ଖଣି ଖୋଳାକୁ ବନ୍ଦ କରିବା, ଗଛ କଟାକୁ ବନ୍ଦ କରିବା ପାଇଁ ଗାଁ ମିଟିଙ୍ଗରେ କହି ଜଙ୍ଗଲ ମାଫିଆଙ୍କ ଶିକାର ହୋଇଥିଲେ ମୋତିଲାଲ। ମୋତିଲାଲ ଆର୍ଯ୍ୟ ବୃତ୍ତିରେ ଜଣେ ହରବାଲ ଜୁସ ବିକ୍ରେତା। ନିଶାରେ ଜଣେ ପରିବେଶ…

Continue Readingମୋତିଲାଲ ଗଛ ବେଶରେ ବୁଲିଲେ କହିଲେ ଗଛ ପାଇଁ ଜୀବନ ଦେବି

ଶ୍ରୀଲଙ୍କା ଗସ୍ତ ପାଇଁ କ୍ରିକେଟ ପ୍ରସ୍ତୁତି ଶିବିର: ଶ୍ରେୟଂଶ ଓ ମୋକ୍ଷିତଙ୍କୁ ଡାକରା

ଅନୁଗୁଳ: ଜୁନିଅର କ୍ରିକେଟ୍ ଟିମର ଆସନ୍ତା ଶ୍ରୀଲଙ୍କା ଗସ୍ତ ନେଇ ଆସନ୍ତା ୧୨ ତାରିଖରୁ ବାରବାଟୀ ଷ୍ଟାଡିୟମରେ ଏକ ପ୍ରସ୍ତୁତି ଶିବିର ଆୟୋଜିତ ହେଉଛି। ଏହି ଶିବିରରେ ଯୋଗ ଦେବାପାଇଁ ଅନୁଗୁଳ ଜିଲ୍ଲାରୁ ଶ୍ରେୟଂଶ ଭରଦ୍ୱାଜ ଓ ମୋକ୍ଷିତ ପାନାକଲାଙ୍କୁ ଡାକରା…

Continue Readingଶ୍ରୀଲଙ୍କା ଗସ୍ତ ପାଇଁ କ୍ରିକେଟ ପ୍ରସ୍ତୁତି ଶିବିର: ଶ୍ରେୟଂଶ ଓ ମୋକ୍ଷିତଙ୍କୁ ଡାକରା

ଡକାୟତ ଦଳର କିଙ୍ଗପିନ ଦୁଷ୍ମନ୍ତ ଗିରଫ: ଗଡୁଛି ୧୪ ମାମଲା,୨ ୱାରେଣ୍ଟ

ଅନୁଗୁଳ: ଗତ ମାସ ୧୦ ତାରିଖ ରାତିରେ ଟେଣ୍ଟଲୋଇ ଅଞ୍ଚଳର କିଛି ଦୁର୍ବୁତ୍ତ ନାଲକୋ ରେଲୱେ କ୍ରସିଂ ପାଖ ପଡିଆରେ ଏକାଠି ହୋଇ ଡକାୟତି କରିବାକୁ ଯୋଜନା କରୁଥିବା ବେଳେ ବଅଁରପାଳ ପୋଲିସକୁ ଏ ନେଇ ଗୁପ୍ତ ସୂଚନା ମିଳିଥିଲା। ଡକାୟତ…

Continue Readingଡକାୟତ ଦଳର କିଙ୍ଗପିନ ଦୁଷ୍ମନ୍ତ ଗିରଫ: ଗଡୁଛି ୧୪ ମାମଲା,୨ ୱାରେଣ୍ଟ

ବାସନ୍ତୀ ଦୁର୍ଗାପୂଜା ସରିଲା: ଆଜି ଭଷାଣି

ଅନୁଗୁଳ: ସ୍ଥାନୀୟ ଅମଲାପଡା ବାସନ୍ତୀ ଦୁର୍ଗାପୂଜା ମଣ୍ଡପରେ ଦଶମୀ ପୂଜା ସୋମବାର ସମ୍ପନ୍ନ ହୋଇଛି। ସକାଳେ ସୂର୍ଯ୍ୟପୂଜା, ଗୋ ପୂଜା, ଦଶମୀ ପୂଜା, ଅପରାଜିତା ପୂଜା, ସନ୍ଧ୍ୟାରେ ଆଳତୀ, ଚରୁ ବିତରଣ ଆଦି ଅନୁଷ୍ଠିତ ହୋଇଥିଲା। ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି,…

Continue Readingବାସନ୍ତୀ ଦୁର୍ଗାପୂଜା ସରିଲା: ଆଜି ଭଷାଣି

ବାସନ୍ତୀ ଦୁର୍ଗା ମଣ୍ଡପ ରେ ମହାନବମୀ ପୂଜା: ନବ କୁମାରୀ ପୂଜା ଓ ଦାଣ୍ଡିଆ ମୁଖ୍ୟ ଆକର୍ଷଣ

ଅନୁଗୁଳ: ସ୍ଥାନୀୟ ଅମଲାପଡା ବାସନ୍ତୀ ଦୁର୍ଗାପୂଜା ମହାନବମୀ ତିଥିରେ ଆଜି ସକାଳେ ସୂର୍ଯ୍ୟପୂଜା, ଗୋ ପୂଜା, ମହାନବମୀ ପୂଜା ଅନୁଷ୍ଠିତ ହୋଇଥିଲା। ପୂର୍ବାହ୍ନ ୧୧ ଘଟିକା ସମୟରେ ଚୈତ୍ର ନବରାତ୍ର ହେତୁ ନବକୁମାରୀ ପୂଜନ ଅନୁଷ୍ଠିତ ହୋଇଥିଲା। କୁନି କୁନି କନ୍ୟା…

Continue Readingବାସନ୍ତୀ ଦୁର୍ଗା ମଣ୍ଡପ ରେ ମହାନବମୀ ପୂଜା: ନବ କୁମାରୀ ପୂଜା ଓ ଦାଣ୍ଡିଆ ମୁଖ୍ୟ ଆକର୍ଷଣ