୧୨ କ୍ଵିଣ୍ଟାଲ ଚୋରା କେନ୍ଦୁପତ୍ର ଜବତ
ଅନୁଗୁଳ: ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଛେଣ୍ଡିପଦା ଜଙ୍ଗଲ ବିଭାଗ ପକ୍ଷରୁ ନାଇଟ ପାଟ୍ରୋଲିଂ ଚାଲିଥିବା ବେଳେ ସନ୍ତରାବନ୍ଧ ଗାଁ କମ୍ପସଲା ବିଟ୍ ଅଞ୍ଚଳରେ ଏକ ମହିନ୍ଦ୍ରା ବଲରୋ ପିକଅପ୍ ସନ୍ଦିଗ୍ଧ ଅବସ୍ଥାରେ ଯାଉଥିବା ଦେଖି ଅଟକାଇ ଥିଲେ। ଗାଡି ଅଟକିବାପରେ…
ଅନୁଗୁଳ: ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଛେଣ୍ଡିପଦା ଜଙ୍ଗଲ ବିଭାଗ ପକ୍ଷରୁ ନାଇଟ ପାଟ୍ରୋଲିଂ ଚାଲିଥିବା ବେଳେ ସନ୍ତରାବନ୍ଧ ଗାଁ କମ୍ପସଲା ବିଟ୍ ଅଞ୍ଚଳରେ ଏକ ମହିନ୍ଦ୍ରା ବଲରୋ ପିକଅପ୍ ସନ୍ଦିଗ୍ଧ ଅବସ୍ଥାରେ ଯାଉଥିବା ଦେଖି ଅଟକାଇ ଥିଲେ। ଗାଡି ଅଟକିବାପରେ…
ଅନୁଗୁଳ: ଆସନ୍ତା ୨୬ ତାରିଖରେ ଅନୁଗୁଳ ଷ୍ଟାଡିୟମରେ ଅନୁଗୁଳ ଜିଲ୍ଲା ମହୋତ୍ସବ ଓ ଜିଲ୍ଲା ସ୍ତରୀୟ ପଲ୍ଲୀଶ୍ରୀ ମେଳା ଉଦ୍ଘାଟନ ପାଇଁ ଅନୁଗୁଳ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତାର ଆନୁଷ୍ଠାନିକ ଭାବେ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଆମନ୍ତ୍ରଣ…
ଅନୁଗୁଳ: ରାଜ୍ୟ ଖେଳ ମାନଚିତ୍ରରେ ଅନୁଗୁଳର ସ୍ଥାନ ବହୁ ତଳେ।ଜିଲ୍ଲାରେ ସବୁ ଥାଇ କିଛି ନଥିଲା ଭଳି। ଏସବୁ ସତ୍ତ୍ୱେ ଏମିତି କିଛି ପ୍ରତିଭା ଅଛନ୍ତି ଯେଉଁମାନେ ସବୁ ବାଧା ବିଘ୍ନକୁ ଦୂର କରି ନିଜ ଟାଲେଣ୍ଟ ବଳରେ ଜିଲ୍ଲା ପାଇଁ…
ଅନୁଗୁଳ: ପେନସନ ଆଇନ ସଂଶୋଧନ ପ୍ରତ୍ୟାହାର ଦାବିରେ ଦେଶବ୍ୟାପୀ ପେନସନର୍ ମାନଙ୍କ ପ୍ରତିବାଦ ପରିପ୍ରେକ୍ଷୀରେ ଆଠମଲ୍ଲିକ ଅବସରପ୍ରାପ୍ତ କର୍ମଚାରୀ ସଂଘ ଆହ୍ଵାନରେଆଠମଲ୍ଲିକ, କିଶୋରନଗର ଓ ଅନୁଗୁଳ ବ୍ଲକର କର୍ମକର୍ତ୍ତା ମାନେ ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ରଙ୍କ ଜରିଆରେ ଦେଶର …
ଅନୁଗୁଳ: ଆଜି ଆସନ୍ତା ରଥ ଯାତ୍ରାକୁ ଆଖି ଆଗରେ ରଖି ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ରଥ କାଠ ଅଣାଯାଇଛି। ଜରପଡା ରେଞ୍ଜ କତଡା କମ୍ପାଟମେଣ୍ଟ ସିମିଳିପଥର ଜଙ୍ଗଲରୁ ବାନ୍ଧଣ, ଶାଳ ଓ ଧଉରା ଗଛ ୨୧ ଗୋଟି କଟାଯାଇ…
ଅନୁଗୁଳ: ଆସନ୍ତା ୨୬ ତାରିଖ ରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଗୁଳ ଷ୍ଟାଡିୟମରେ ଜିଲ୍ଲା ମହୋତ୍ସବ ଏବଂ ପଲ୍ଲୀଶ୍ରୀ ମେଳା ଅନୁଷ୍ଠିତ ହେବ। ମେଳା ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଅନୁଗୁଳ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳାକୁ ସର୍ବାଙ୍ଗ ସୁନ୍ଦର…
ଅନୁଗୁଳ: ଅନୁଗୁଳ ପୁରୁଣା ବସ୍ ଷ୍ଟାଣ୍ଡରୁ ବଜାର ଛକ ମଧ୍ୟରେ ଶୌଚାଳୟଟିଏ ନଥିବାରୁ ପୌର ପ୍ରଶାସନ ଏକଦା ଇ ଟଏଲେଟ୍ ଖୋଲି ଥିଲା। କିନ୍ତୁ କୌଣସି ସଂସ୍ଥା ଏହି ଶୌଚାଳୟଟିକୁ ଚଳାଇ ନପାରିବାରୁ ଶେଷରେ ଏହା ଜବରଦଖଲକାରୀଙ୍କ ନଜରରେପଡ଼ିଥିଲା। କିଛି ଅସାଧୁ…
ଅନୁଗୁଳ: ବାଜି ରାଉତ ଛାତ୍ରାବାସର ୭୯ତମ ବାର୍ଷିକୋତ୍ସବ ଶାନ୍ତି ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସ୍ତମ୍ଭକାର ଡ ବାସନ୍ତୀ ମହାନ୍ତି ଯୋଗଦେଇଥିଲେ। ଏହି ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ବିଶିଷ୍ଟ ଲେଖକ ଦାସ ବେନହୁର…
ଅନୁଗୁଳ: ଓସିଏ ପକ୍ଷରୁ ଗତ ୧୬ ତାରିଖ ଠାରୁ ଆନ୍ତଃ ଜିଲ୍ଲା ମହିଳା୨୦-୨୦ କ୍ରିକେଟ ପ୍ରତିଯୋଗିତା lର ପ୍ରିଲିମିନାରୀ ରାଉଣ୍ଡ ଆରମ୍ଭ ହୋଇଛି। ଓଡ଼ିଶାର ବଛା ବଛା ଷ୍ଟାଡିୟମ୍ ତଥା ଖେଳପଡିଆରେ ଏହି ଟୁର୍ଣ୍ଣାମେଣ୍ଟ ଖେଳା ଯାଉଛି। କଟକ, ଖୋର୍ଦ୍ଧା, ସୁନ୍ଦରଗଡ଼,…
ଅନୁଗୁଳ: ପ୍ରାଣୀ ସମ୍ପଦକୁ ରାଜ୍ୟ ସମୃଦ୍ଧିର ଅନ୍ୟତମ କାରକ ଭାବେ ବିବେଚନା କରାଯାଏ ବିଶେଷ କରି ପ୍ରାଣୀ ସମ୍ପଦ ଗ୍ରାମାଞ୍ଚଳର ଆର୍ଥିକ ସ୍ଥିତି ବଢ଼ାଇବାରେ ଅନେକାଂଶରେସହାୟତା କରିଥାଏ। ଏକ ରିପୋର୍ଟ ଅନୁସାରେ ୨୦୦୯-୧୦ ରୁ ଓଡ଼ିଶାରେ କ୍ଷୀର ଉତ୍ପାଦନ ବଢୁଛି କିନ୍ତୁ…