ଆଦର୍ଶ ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଅନୁଗୁଳ: ଛେଣ୍ଡିପଦା ବ୍ଲକ କୋଶଳା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଭାଲେଣ୍ଟିନା ଦାଶଙ୍କୁ ନିକଟରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ତିନି ଦଶନ୍ଧି ଧରି ଶ୍ରୀମତୀ ଦାଶ ନିଜ ଛାତ୍ରବତ୍ସଳତା,ଶିକ୍ଷାଦାନରେ ଛାତ୍ରଛାତ୍ରୀଙ୍କ ବୋଧଗମ୍ୟତା ଉପରେ ସେ ସବୁବେଳେ ଗୁରୁତ୍ୱ ଦେଇଆସୁଥିଲେ। ସମୟାନୁବର୍ତ୍ତିତା,ସହକାରୀ ଶିକ୍ଷକ…

Continue Readingଆଦର୍ଶ ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ପୁଣି ଆକ୍ସନ ମୋଡ଼ରେ ନିର୍ବାହୀ ଅଧିକାରୀ

ଅନୁଗୁଳ: ପୌର ପାଳିକାର ଯେଉଁ ଠିକାଦାର ମାନେ ଟେଣ୍ଡର ପାଇଲା ପରେ କାମ କରୁ ନାହାନ୍ତି ବା କାମ ବିଳମ୍ବ କରି ସହରର ଉନ୍ନତିରେ ବାଧକ ସାଜୁଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି ଅନୁଗୁଳ ପୌର ନିର୍ବାହୀ ଅଧିକାରୀ। ଡେରେଙ୍ଗ,…

Continue Readingପୁଣି ଆକ୍ସନ ମୋଡ଼ରେ ନିର୍ବାହୀ ଅଧିକାରୀ

ଶରତ ସାମଲଙ୍କୁ ଡିଜିପି ଡିସ୍କ ସମ୍ମାନ

ଅନଗୁଳ: ପୋଲିସ ସ୍ପେଶାଲ ବ୍ରାଞ୍ଚ ଭୁବନେଶ୍ୱର ଜୋନ ଅଧୀନରେ ଅନୁଗୁଳରେ କାର୍ଯ୍ୟରତ ପୋଲିସ ସବ ଇନିସ୍ପେକ୍ଟର ଶରତ କୁମାର ସାମଲ ଗତ ୧ ତାରିଖ ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ଡିଜିପି ଡିସ୍କ ସମ୍ମାନ ହାସଲ କରିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ଏକ…

Continue Readingଶରତ ସାମଲଙ୍କୁ ଡିଜିପି ଡିସ୍କ ସମ୍ମାନ

ହାତୀ ଛୁଆ ପାଇଁ ଗାଁ ଲୋକଙ୍କ ପୂଜା ପାଠ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ହାତୀ ସମେତ ଅନେକ ବନ୍ୟପ୍ରାଣୀ ଅକାଳରେ ମରୁଛନ୍ତି କିନ୍ତୁ ଜଙ୍ଗଲ ଅଧ୍ୟୁଷିତ ଗୁରଙ୍ଗ ଗାଁରେ ଗତ ୧୨ ତାରିଖ ଦିନ ଏକ ମାଈ ହାତୀ ଏକ ଛୁଆକୁ ଜନ୍ମ ଦେଇଥିଲା। ଗାଁ ଲୋକେ ଏଥିରେ ଏତେ ଖୁସି…

Continue Readingହାତୀ ଛୁଆ ପାଇଁ ଗାଁ ଲୋକଙ୍କ ପୂଜା ପାଠ

ଜିଲ୍ଲା ପ୍ରତିଷ୍ଠା ଦିବସ ଅବସରରେ ଏଟିଭି ପକ୍ଷରୁ ଆଲୋଚନାଚକ୍ର

ଅନୁଗୁଳ:  ଅନୁଗୁଳ ଜିଲ୍ଲା ପ୍ରତିଷ୍ଠା ଦିବସ ଅବସରରେ ଏଟିଭି ପକ୍ଷରୁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ବାସନ୍ତୀ ପାଠାଗାର ପରିସରରେ ଆୟୋଜିତ ଏହି ଆଲୋଚନାଚକ୍ରରେ ସଂସ୍ଥାର ପ୍ରତିଷ୍ଠାତା ରାଜେନ୍ଦ୍ର ସାମଲଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ସମାରୋହକୁ ଉଦଘାଟନ କରିଥିଲେ…

Continue Readingଜିଲ୍ଲା ପ୍ରତିଷ୍ଠା ଦିବସ ଅବସରରେ ଏଟିଭି ପକ୍ଷରୁ ଆଲୋଚନାଚକ୍ର

ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ ପକ୍ଷରୁହିନ୍ଦୁ ନବବର୍ଷ

ଅନୁଗୁଳ: ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ ପକ୍ଷରୁ ହିନ୍ଦୁ ନବ ବର୍ଷ ପାଳିତ ହୋଇଯାଇଛି। ପୂର୍ବତନ ଟାମଡା ଅଧ୍ୟକ୍ଷ ଶକ୍ତି ପ୍ରସାଦ ପଟନାୟକ ମୁଖ୍ୟ ଅତିଥି ରୂପେ ଜିଗର ଦେଇ ହିନ୍ଦୁ…

Continue Readingରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ ପକ୍ଷରୁହିନ୍ଦୁ ନବବର୍ଷ

ଜମି ମାଲିକଙ୍କୁ ଶୀଘ୍ର ମିଳିବ କ୍ଷତିପୂରଣ: ଜିଏମଡିସି ଅନୁଗୁଳ

ଅନୁଗୁଳ: ଓଡ଼ିଶାର ବିକାଶକୁ ଆଗେଇ ନେବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ଗୁଜରାଟ ମିନେରାଲ ଡେଭେଲପମେଣ୍ଟ କର୍ପୋରେସନ ଲିମିଟେଡ୍ (ଜିଏମଡିସି)ର ପରିଚାଳନା ନିର୍ଦ୍ଦେଶକ ରୂପବନ୍ତ ସିଂହ ଗତ ଗୁରୁବାର, ମାର୍ଚ୍ଚ ୨୭ ତାରିଖରେ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀଙ୍କୁ ଲୋକ…

Continue Readingଜମି ମାଲିକଙ୍କୁ ଶୀଘ୍ର ମିଳିବ କ୍ଷତିପୂରଣ: ଜିଏମଡିସି ଅନୁଗୁଳ

ବ୍ରାହ୍ମଣୀବିଲରୁ ବିପୁଳ ଚୋରା କାଠ ଜବତ

ଅନୁଗୁଳ: ଆଜି ଦିନ ବେଳା ଅନଗୁଳ ଫରେଷ୍ଟ ଡିଭିଜନ ମୋବାଇଲ ଷ୍ଟାଫକୁ ଖବର ମିଳିଲା କି ବ୍ରାହ୍ମଣୀବିଲ ଅଞ୍ଚଳରେ ବିପୁଳ ପରିମାଣର ଚୋରା କାଠ ରହିଛି। ଖବର ପାଇ ଏସିଏଫ ମୁରାରୀ ମୋହନ ପଣ୍ଡାଙ୍କ ନେତୃତ୍ୱରେ ଛେଣ୍ଡିପଦା, କୋଶଳାର ଫରେଷ୍ଟ ଷ୍ଟାଫ…

Continue Readingବ୍ରାହ୍ମଣୀବିଲରୁ ବିପୁଳ ଚୋରା କାଠ ଜବତ

ସୁଲଭ ଇଣ୍ଟରନ୍ୟାସନାଲକୁ କାରଣ ଦର୍ଶାଅ ନୋଟିସ: ହାତଗୁଞ୍ଜା ନେବା ମହଙ୍ଗା ପଡିଲା

ଅନୁଗୁଳ: ଅନୁଗୁଳ ଗୋପବନ୍ଧୁ ପାର୍କ ନିକଟରେ ଥିବା ସୁଲଭ ଶୌଚାଳୟକର୍ତୃପକ୍ଷ ୧୦ ଟଙ୍କା ନନେଲେ ଶୌଚାଳୟ ବ୍ୟବହାର କରିବାକୁ ଦେଉନଥିବା ଅଭିଯୋଗ ହେବାପରେ ଏଟିଭିରେ ଏଥିନେଇ ଖବର ପ୍ରକାଶିତ ହୋଇଥିଲା। ଏଇ ପ୍ରସଙ୍ଗରେ ପୌରପାଳିକା ଗୁରୁତ୍ୱର ସହ ନେଇଛି। ଚିଠି ସଂଖ୍ୟା…

Continue Readingସୁଲଭ ଇଣ୍ଟରନ୍ୟାସନାଲକୁ କାରଣ ଦର୍ଶାଅ ନୋଟିସ: ହାତଗୁଞ୍ଜା ନେବା ମହଙ୍ଗା ପଡିଲା

ଲୁଟୁଛି ସୁଲଭ ଶୌଚାଳୟ ହାତ ଗୁଞ୍ଜା ଦଶ ନ ହେଲେ ଖସ

ଅନୁଗୁଳ: ଅନୁଗୁଳ ଗୋପବନ୍ଧୁ ପାର୍କ ନିକଟରେ ଥିବା ସୁଲଭ ଶୌଚାଳୟସ୍ଥାନୀୟ ଲୋକଙ୍କୁ ଲୁଟୁଥିବା ଅଭିଯୋଗ ହେଉଛି। ଦଶ ଟଙ୍କା ନ ଦେଲେ ଶୌଚାଳୟ ଯିବାକୁ ଦେଉନଥିବା ଅନେକ ଲୋକ ଅଭିଯୋଗ କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ, କିଛି ମାସ ତଳେ…

Continue Readingଲୁଟୁଛି ସୁଲଭ ଶୌଚାଳୟ ହାତ ଗୁଞ୍ଜା ଦଶ ନ ହେଲେ ଖସ