ଆସନ୍ତା ୧୦ ତାରିଖରୁ ଅନୁଗୁଳରେ ପ୍ଲାଷ୍ଟିକ ଓ କାଗଜ କପରେ ଚା’ ନିଷେଧ

ଅନୁଗୁଳ: ଆସନ୍ତା ମାର୍ଚ୍ଚ ୧୦ ତାରିଖରୁ ଅନୁଗୁଳ ପୌରପାଳିକା ଅଞ୍ଚଳରେ ଥିବା ଚା' ଦୋକାନରେ ପ୍ଲାଷ୍ଟିକ ଓ କାଗଜ କପର ବ୍ୟବହାରକୁ ନିଷେଧ କରାଯାଇଛି। ଆଜି ପୌର ସଭାକକ୍ଷରେ ଆୟୋଜିତ ଚା' ଦୋକାନୀଙ୍କ ଏକ ବୈଠକରେ ଏକଥା ଘୋଷଣା କରିଥିଲେ ପୌର…

Continue Readingଆସନ୍ତା ୧୦ ତାରିଖରୁ ଅନୁଗୁଳରେ ପ୍ଲାଷ୍ଟିକ ଓ କାଗଜ କପରେ ଚା’ ନିଷେଧ

ଅନୁଗୁଳ ପୌରପାଳିକାର ବୈଠକ: ପରିମଳ ଓ ଆଲୋକୀକରଣ ଉପରେ ଗୁରୁତ୍ୱ

ଅନୁଗୁଳ: ଆଜି ଅନୁଗୁଳ ପୌରପାଳିକା ସଭାକକ୍ଷ ରେ ପରିଷଦର ମାସିକ ବୈଠକ ଆୟୋଜିତ ହୋଇଥିଲା। ନଗରପାଳ ଅକ୍ଷୟ କୁମାର ସାମନ୍ତଙ୍କ ପୌରହିତ୍ୟରେ ଆୟୋଜିତ ଏହି ବୈଠକରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଉପ ନଗରପାଳ ଅନୁପମା ସାହୁ,ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ…

Continue Readingଅନୁଗୁଳ ପୌରପାଳିକାର ବୈଠକ: ପରିମଳ ଓ ଆଲୋକୀକରଣ ଉପରେ ଗୁରୁତ୍ୱ

ବେଆଇନ ହୋର୍ଡିଙ୍ଗ ଉଛେଦ ପାଇଁଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବି ପତ୍ର

ଅନୁଗୁଳ: ଅନୁଗୁଳ ସହର ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର ତୁରଙ୍ଗ ଶୀତଳ ବିହାର ହାଉସିଂ ସୋସାଇଟି ଭିତରେ ଏକ ବିଜ୍ଞାପନ ସଂସ୍ଥା ସୋସାଇଟିର ବିନା ଅନୁମତିରେ ଏକ ହୋର୍ଡିଙ୍ଗ ଲଗାଇଛି। ସୋସାଇଟିରୁ ଲୋକମାନେ ଜାତୀୟ ରାଜପଥକୁ ବାହାରିବା ବେଳେ…

Continue Readingବେଆଇନ ହୋର୍ଡିଙ୍ଗ ଉଛେଦ ପାଇଁଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବି ପତ୍ର

ଅନୁଗୁଳ ମହାବିଦ୍ୟାଳୟ ପୁରାତନ ଛାତ୍ରଙ୍କ ବୈଠକ

ଅନୁଗୁଳ: ଅନୁଗୁଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କ ଏକ ବୈଠକ କଲେଜ ପରିସରରେ ଆୟୋଜିତ ହୋଇଥିଲା। ଅଧ୍ୟକ୍ଷ ନୀଳାଞ୍ଚଳ ପଟେଲ ଅଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଅନେକ ପୁରାତନ ଛାତ୍ର ଯୋଗ ଦେଇ କଲେଜର ବିଭିନ୍ନ ସାମ୍ପ୍ରତିକ ସମସ୍ୟା…

Continue Readingଅନୁଗୁଳ ମହାବିଦ୍ୟାଳୟ ପୁରାତନ ଛାତ୍ରଙ୍କ ବୈଠକ

ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଗୁଳ କପ୍ ୨୦୨୫ ଉଦଯାପିତ: ୩-୨ରେ ଭଦ୍ରକକୁ ହରାଇ କିଟ୍ ଚାମ୍ପିୟନ

ଅନୁଗୁଳ: ସରିଲା ଅନୁଗୁଳ ବାସନ୍ତୀ ଭଲିବଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ସର୍ବ ଭାରତୀୟ ଆମନ୍ତ୍ରଣୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଗୁଳ କପ୍ ୨୦୨୫। ଗତ ୧ ଓ ୨ ତାରିଖ ଦୁଇ ଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ୟ ତଥା ରାଜ୍ୟ ବାହାରର…

Continue Readingଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଗୁଳ କପ୍ ୨୦୨୫ ଉଦଯାପିତ: ୩-୨ରେ ଭଦ୍ରକକୁ ହରାଇ କିଟ୍ ଚାମ୍ପିୟନ

ଛୋଟ ସିନା ଦାନ ତା ମହାନ: ଟିବି ରୋଗୀଙ୍କ ପାଇଁ ୨୫ ହଜାର ଦାନ କରି ଚର୍ଚ୍ଚାରେ ଗାର୍ଗୀ

ଅନୁଗୁଳ: ନିକଟରେ ସ୍ଥାନୀୟ ସଭାଘରେ ଟିବି ମୁକ୍ତ ଭାରତ ଅଭିଯାନ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜିଲ୍ଲାର ଏକାଧିକ ବିଧାୟକ ଯୋଗ ଦେଇଥିଲେ। ଦେଶକୁ ଟିବି ମୁକ୍ତ…

Continue Readingଛୋଟ ସିନା ଦାନ ତା ମହାନ: ଟିବି ରୋଗୀଙ୍କ ପାଇଁ ୨୫ ହଜାର ଦାନ କରି ଚର୍ଚ୍ଚାରେ ଗାର୍ଗୀ

ଅବସରପ୍ରାପ୍ତ ଡାକ କର୍ମଚାରୀଙ୍କ ବାର୍ଷିକ ସମାବେଶ

ଅନୁଗୁଳ: ଆଜି ପୂର୍ବାହ୍ନରେ ବାସନ୍ତୀ ଦୁର୍ଗାପୂଜା ପଡିଆରେ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ଅବସରପ୍ରାପ୍ତ ଡାକ କର୍ମଚାରୀଙ୍କ ତୃତୀୟ ବାର୍ଷିକ ସମାବେଶ ଆୟୋଜିତ ହୋଇଥିଲା। ଏହି ସମାବେଶକୁ ଅବସରପ୍ରାପ୍ତ ଡାକ ଅଧିକାରୀ ବିଜୟ କୁମାର ଦାସ, ଭିକାରି ନାଏକ, ରଘୁନାଥ ଦାସ…

Continue Readingଅବସରପ୍ରାପ୍ତ ଡାକ କର୍ମଚାରୀଙ୍କ ବାର୍ଷିକ ସମାବେଶ

ହେଲଥ କରିଡର ଭିତରେ ରୋଷେଇ ଚାଲିଥିଲା: ଗୋଡ଼େଇଲେ ପୌର କର୍ମଚାରୀ

ଅନୁଗୁଳ: ଗତ କାଲି ରାତି ପ୍ରାୟ ସାଢେ ୧୦ ଟା ବେଳକୁ ପୌର ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀଙ୍କୁ ଖବର ମିଳିଲା କି ୫୫ ନମ୍ବର ଜାତୀୟ ରାଜପଥର ଅନୁଗୁଳ ଗାନ୍ଧୀ ପାର୍କ ନିକଟରେ ଥିବା ହେଲଥ କରିଡର ବାଡା…

Continue Readingହେଲଥ କରିଡର ଭିତରେ ରୋଷେଇ ଚାଲିଥିଲା: ଗୋଡ଼େଇଲେ ପୌର କର୍ମଚାରୀ

ଟ୍ରକ ମାଲିକ ସଙ୍ଘ ନିର୍ବାଚନ: ଭୋଜିଭାତ ଦେଇ ଭୋଟରଙ୍କୁ ମନାଉଛନ୍ତି

ଅନୁଗୁଳ: ଆସନ୍ତା ୯ ତାରିଖରେ ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଙ୍ଘର ନିର୍ବାଚନ ହେଵାକୁ ଯାଉଛି। ଏଥିନେଇ ନାମାଙ୍କନ ପତ୍ର ଦାଖଲ ହୋଇ ନଥିଲେ ମଧ୍ୟ ପ୍ରଚାର ଆରମ୍ଭ ହୋଇଗଲାଣି। ସନ୍ଧ୍ୟାରେ ସମ୍ଭାବିତପ୍ରାର୍ଥୀମାନେ ଘରକୁ ଘର ବୁଲି ଭୋଟରଙ୍କୁ ମନାଉ ଥିବା…

Continue Readingଟ୍ରକ ମାଲିକ ସଙ୍ଘ ନିର୍ବାଚନ: ଭୋଜିଭାତ ଦେଇ ଭୋଟରଙ୍କୁ ମନାଉଛନ୍ତି

ବାସନ୍ତୀ ଭଲିବଲ ଟ୍ରଷ୍ଟ ପକ୍ଷରୁ ଜାତୀୟ ଭଲିବଲ ପ୍ରତିଯୋଗିତା

ଅନୁଗୁଳ: ଅମଲାପଡା ବାସନ୍ତୀ ଦୁର୍ଗାପୂଜା ପଡିଆରେ ବାସନ୍ତୀ ଭଲିବଲ ଟ୍ରଷ୍ଟ ପକ୍ଷରୁ ଜାତୀୟ ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ରୂପେ ଏହି ଟୁର୍ନାମେଣ୍ଟକୁ ଉଦଘାଟନ କରିଥିଲେ। ଅନୁଗୁଳରେ ଖେଳର ଉନ୍ନତି ପାଇଁ…

Continue Readingବାସନ୍ତୀ ଭଲିବଲ ଟ୍ରଷ୍ଟ ପକ୍ଷରୁ ଜାତୀୟ ଭଲିବଲ ପ୍ରତିଯୋଗିତା