ଅନୁଗୁଳରେ ପ୍ରଥମ: ରାତ୍ରକାଳୀନ ସଫେଇ ବ୍ୟବସ୍ଥା ଆରମ୍ଭ

ଅନୁଗୁଳ: ଅନୁଗୁଳ ପୌରପାଳିକା ଇତିହାସରେ ପ୍ରଥମ ଥର ପାଇଁ ରାତ୍ରକାଳୀନ ସଫେଇ ବ୍ୟବସ୍ଥା ଗତ ଶୁକ୍ରବାର ରାତି ୧୧ ଟା ରୁ ଆରମ୍ଭ କରାଯାଇଥିଲା। ଏହି ସଫେଇ ରାତି ପ୍ରାୟ ତିନିଟା ପର୍ଯ୍ୟନ୍ତ ଚାଲୁ ରହିଥିଲା। ଜିଲ୍ଲାପାଳ ଅବଦାଲ ଏମ ଅଖତାରଙ୍କ…

Continue Readingଅନୁଗୁଳରେ ପ୍ରଥମ: ରାତ୍ରକାଳୀନ ସଫେଇ ବ୍ୟବସ୍ଥା ଆରମ୍ଭ

ରାଜ୍ୟରେ ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ: ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: ରାଜ୍ୟରେ ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ। ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି। ଏହି ବିଜ୍ଞପ୍ତି ଅନୁସାରେ  କଟକ ଓ ଭୁବନେଶ୍ବର ଡିସିପିଙ୍କ ବଦଳି ହୋଇଛି। ଜଗମୋହନ ମୀନାଙ୍କୁ ଭୁବନେଶ୍ବର ଡିସିପି ଭାବେ ନିଯୁକ୍ତି ମିଳିଥିବା ବେଳେ…

Continue Readingରାଜ୍ୟରେ ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ: ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି

ପର୍ଯ୍ୟବେକ୍ଷଣ ଟାୱାର ଉଦଘାଟିତ

ଅନୁଗୁଳ: ତାଳଚେର ରେଞ୍ଜ ବୁଲାଝର ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ବାରୁଆଁ ଠାରେ ଏକ ପର୍ଯ୍ୟବେକ୍ଷଣ ଟାୱାର ଉଦଘାଟିତ ହୋଇଯାଇଛି। ପାଳଲହଡା ବିଧାୟକ ଅଶୋକ ମହାନ୍ତି, ଡିଏଫଓ ଅନୁଗୁଳ, ତାଳଚେର ରେଞ୍ଜ ଅଫିସର ସୁକାନ୍ତି ଦେଇ,କୁଲେଇ ସରପଞ୍ଚ ଜ୍ୟୋତିର୍ମୟୀ ଗଡ଼ନାୟକ ଏବଂ ତାଳଚେରର…

Continue Readingପର୍ଯ୍ୟବେକ୍ଷଣ ଟାୱାର ଉଦଘାଟିତ

ମାର୍ଚ୍ଚ ୧ରୁ ଅନୁଗୁଳ କପ୍: ଭାଗ ନେବେ ୬ ଆନ୍ତଃରାଜ୍ୟ ଟିମ୍

ଅନୁଗୁଳ: ବାସନ୍ତୀ ଭଲିବଲ ଟ୍ରଷ୍ଟ ପକ୍ଷରୁ ଅନୁଗୁଳ କପ୍ ୨୦୨୫ ଆସନ୍ତା ମାର୍ଚ୍ଚ ୧ ତାରିଖଠାରୁ ଆରମ୍ଭ ହୋଇ ୨ ତାରିଖ ଯାଏଁ। ଏହି ଜାତୀୟସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ରାଜ୍ୟର କିଟ ଭଲିବଲ, ସୂର୍ଯ୍ୟଶିଖା ଭଲିବଲ, ସ୍ପୋର୍ଟସ ହଷ୍ଟେଲ ଭୁବନେଶ୍ୱର, ବାସନ୍ତୀ ଭଲିବଲ…

Continue Readingମାର୍ଚ୍ଚ ୧ରୁ ଅନୁଗୁଳ କପ୍: ଭାଗ ନେବେ ୬ ଆନ୍ତଃରାଜ୍ୟ ଟିମ୍

କମୁଛି ଓଡିଶା ଆଦର୍ଶ ବିଦ୍ୟାଳୟର ପାସ୍‌ ହାର, ୯୯% ରୁ ଖସି ୬୩% ରେ ପହଞ୍ଚିଲାଣି

ଭୁବନେଶ୍ୱର: ଲଗାତାର ୪ ବର୍ଷ ଧରି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପାସ୍ ହାର କମିଥିବା ଜଣାପଡିଛି। ଦ୍ବାଦଶ ଶ୍ରେଣୀରେ ୨୦୨୦-୨୧ ମସିହାରେ ପାସ୍ ହାର ୯୯.୦୯ ପ୍ରତିଶତ ଥିବାବେଳେ ଗତବର୍ଷ ୨୦୨୩-୨୪ ରେ ପାସ୍ ହାର ଖସି ୬୩.୨୦ ପ୍ରତିଶତରେ ପହଞ୍ଚିଛି।…

Continue Readingକମୁଛି ଓଡିଶା ଆଦର୍ଶ ବିଦ୍ୟାଳୟର ପାସ୍‌ ହାର, ୯୯% ରୁ ଖସି ୬୩% ରେ ପହଞ୍ଚିଲାଣି

ବାଲିପଟ୍ଟାରୁ ବିପୁଳ ଚୋରା କାଠ ଜବତ

ଅନୁଗୁଳ: ଗତ ୨୩ ତାରିଖ ଦିନ ୧୦ ଟା ସମୟରେ ଅନୁଗୁଳ ଜିଲ୍ଲା ଜରପଡା ଥାନା ବାଲିପଟ୍ଟା ନୂଆପଡା ମାଟିଗାଡିଆ ସାହିରୁ ବିପୁଳ ଚୋରା କାଠ ଜବତ ହୋଇଛି। ଜରପଡା ରେଞ୍ଜ ଅଫିସର ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଉକ୍ତ ଜାଗା…

Continue Readingବାଲିପଟ୍ଟାରୁ ବିପୁଳ ଚୋରା କାଠ ଜବତ

ଅପରେସନ କ୍ଲିନର ୨ ୟ ଦିନ, ଅମାନିଆ ଦୋକାନୀଙ୍କ ଠାରୁ ୭ ହଜାର ଫାଇନ ଆଦାୟ

ଅନୁଗୁଳ: ପୌରପାଳିକାର "ଅପରେସନ କ୍ଲିନ" ର ଦ୍ଵିତୀୟ ଦିନ ବସ ଷ୍ଟାଣ୍ଡ ଓ ଆଖ ପାଖ ଅଞ୍ଚଳରେ ଚଢ଼ାଉ ଜାରି ରହିଥିଲା। ଯେଉଁ ମାନେ ଡ୍ରେନ ଟପି ଦୋକାନ ସାମଗ୍ରୀ ଆଗରେ ରଖିଥିଲେ କିମ୍ବା ଦୋକାନ ଆଗରେ ଡଷ୍ଟ ବିନ ନରଖି…

Continue Readingଅପରେସନ କ୍ଲିନର ୨ ୟ ଦିନ, ଅମାନିଆ ଦୋକାନୀଙ୍କ ଠାରୁ ୭ ହଜାର ଫାଇନ ଆଦାୟ

ଆକ୍ସନ ମୋଡ଼ରେ ପୌରପାଳିକା, ବେଆଇନ ମଦ ବିକିବା ନେଇ ଦୋକାନ ସିଲ

ଅନୁଗୁଳ: ଅନୁଗୁଳ ପୌରପାଳିକା ନୂଆ ନିର୍ବାହୀ ଅଧିକାରୀ ଏବେ ପୁରା ଆକ୍ସନ ମୋଡ଼ରେ କାମ କରୁଛନ୍ତି। ଆଜି ସକାଳେ ବେଆଇନ ମଦ ବିକିବା ସହ ପ୍ଲାଷ୍ଟିକ ଆବର୍ଜନା ପକାଇବା ଅଭିଯୋଗରେ ପୁରୁଣା ବସ ଷ୍ଟାଣ୍ଡ  ଠିକିରି ମାର୍କେଟର ଗୋଟିଏ ଦୋକାନ ସିଲ…

Continue Readingଆକ୍ସନ ମୋଡ଼ରେ ପୌରପାଳିକା, ବେଆଇନ ମଦ ବିକିବା ନେଇ ଦୋକାନ ସିଲ

ଟ୍ରକ ମାଲିକ ସଙ୍ଘ ନିର୍ବାଚନ ଘୋଷଣା: ମାହୋଲ ଗରମ

ଅନୁଗୁଳ: ଅନୁଗୁକ ଜିଲ୍ଲା ଟ୍ରକ ମାଲିକ ସଙ୍ଘର ସାଧାରଣ ପରିଷଦର ବୈଠକ ଗତ ରବିବାର ବସିଥିଲା। ବୈଠକରେ ସମସ୍ତ କର୍ମକର୍ତା ଓ ସଦସ୍ୟ ମାନେ ଉପସ୍ଥିତ ଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଲା ନିଲମ୍ବିତ ଟ୍ରକ ମାଲିକ ମାନଙ୍କ ସଦସ୍ୟତା ଫେରାଇବା…

Continue Readingଟ୍ରକ ମାଲିକ ସଙ୍ଘ ନିର୍ବାଚନ ଘୋଷଣା: ମାହୋଲ ଗରମ

ଓଡିଶା ପୋଲିସ ହାବିଲଦାର ଓ କନଷ୍ଟେବଳ ସଙ୍ଘ, ପିଟିସିର କର୍ମକର୍ତା ନିର୍ବାଚନଓଡିଶା ପୋଲିସ ହାବିଲଦାର ଓ କନଷ୍ଟେବଳ ସଙ୍ଘ, ପିଟିସିର କର୍ମକର୍ତା ନିର୍ବାଚନ

ଅନୁଗୁଳ: ଗତ ୨୦ ତାରିଖରେ ଓଡିଶା ପୋଲିସ ହାବିଲଦାର ଓ କନଷ୍ଟେବଳ ଶାଖା ସଙ୍ଘ ପିଟିସିର କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହେବା ସହ ୨୧ ତାରିଖରୁ ଗଣତି ଆରମ୍ଭ ହୋଇ ଫଳାଫଳ ଘୋଷିତ ହୋଇଛି। ଏହି ନିର୍ଵାଚନରେ ଆର୍ତତ୍ରାଣ ସ୍ୱାଇଁ ସଭାପତି,ମନମୋହନ…

Continue Readingଓଡିଶା ପୋଲିସ ହାବିଲଦାର ଓ କନଷ୍ଟେବଳ ସଙ୍ଘ, ପିଟିସିର କର୍ମକର୍ତା ନିର୍ବାଚନଓଡିଶା ପୋଲିସ ହାବିଲଦାର ଓ କନଷ୍ଟେବଳ ସଙ୍ଘ, ପିଟିସିର କର୍ମକର୍ତା ନିର୍ବାଚନ