ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କଅଭିଯୋଗ ଶୁଣାଣି

ଅନୁଗୁଳ:ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଅନୁଗୁଳ କାର୍ଯ୍ୟରେ ଯୋଗ ଦେବା ଦିନଠାରୁ ଚର୍ଚାରେ ଅଛନ୍ତି। ବଡି ଭୋରରୁ ଜିପିଆରଏସ ଟ୍ରାକିଙ୍ଗ ସିଷ୍ଟମରେ ସ୍ୱଚ୍ଛ ସଵାରୀ ଠିକ ରୁଟରେ ନିୟମିତ ଯାଉଚି କି ନାହିଁ, ଅଳିଆ ଉଠୁଛି ନା ନାହିଁ ତାହା ତଦାରଖ କରିବା…

Continue Readingପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କଅଭିଯୋଗ ଶୁଣାଣି

ଶ୍ଵାନ ବନ୍ଧ୍ୟାକରଣ କାର୍ଯ୍ୟକ୍ରମ ଆରମ୍ଭ ପାଇଁ ସ୍ବେଚ୍ଛାସେବୀଙ୍କ ସ୍ମାରକ

ଅନୁଗୁଳ: ଅନୁଗୁଳ ପୌରପାଳିକା ମଧ୍ୟରେ ବୁଲା କୁକୁରଙ୍କ ବଂଶ ବୃଦ୍ଧି ବର୍ଷକୁ ବର୍ଷ ବଢ଼ି ଚାଲିଛି। ସହରର ୨୩ ଟି ୱାର୍ଡରେ ୫୦୦ ରୁ ଉର୍ଧ୍ଵ କୁକୁର ଥିବା ବେସରକାରୀ ଭାବେ ଆକଳନ କରାଯାଇଛି। ଖାଦ୍ୟ ଅଭାବରୁ ଅବା ରୋଗ କାରଣରୁ…

Continue Readingଶ୍ଵାନ ବନ୍ଧ୍ୟାକରଣ କାର୍ଯ୍ୟକ୍ରମ ଆରମ୍ଭ ପାଇଁ ସ୍ବେଚ୍ଛାସେବୀଙ୍କ ସ୍ମାରକ

ପିଏଚଡି ପକ୍ଷରୁ ବେଆଇନ ପାଣି ପାଇପ ବିଛା : ପୌରପାଳିକାର ତାଗିଦ

ଅନୁଗୁଳ: ଅନୁଗୁଳ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପୁରୁଣା ବସ ଷ୍ଟାଣ୍ଡ ବାଳିକା ଉଚ୍ଚ ବିଦ୍ୟାଳୟ ଠାରୁ ଅମଲାପଡା ଯାଏଁ ପାଣି ପାଇପ ବିଛାଇବା ପାଇଁ ରାସ୍ତା ଖୋଳା ଯାଉଚି। ପୌରପାଳିକାର ବିନା ଅନୁମତିରେ ଏହି କାର୍ଯ୍ୟ କରାଯାଉଥିବାରୁ ଟ୍ରାଫିକ ଜାମ ହେଉଛି।…

Continue Readingପିଏଚଡି ପକ୍ଷରୁ ବେଆଇନ ପାଣି ପାଇପ ବିଛା : ପୌରପାଳିକାର ତାଗିଦ

ଶିବାନନ୍ଦ-ପଦ୍ମଚରଣ ସ୍ମାରକୀ ଫୁଟବଲ: ମା’ ବୁଢ଼ୀ କ୍ଳବ୍ ବିଜୟୀ

ଅନୁଗୁଳ: ଭେଟ୍ରାନ କ୍ଲବ ପକ୍ଷରୁ ଆୟୋଜିତ ଶିବାନନ୍ଦ ପଦ୍ମଚରଣ ସ୍ମାରକୀ ଫୁଟବଲ ପ୍ରତିଯୋଗିତାର ଆଜିର ମ୍ୟାଚରେ ମା' ବୁଢ଼ୀ କ୍ଲବ ଅନଗୁଳ ଏଫସିଆଇ ଏକାଦଶକୁ ୨-୧ ଗୋଲରେ ପରାସ୍ତ କରିଥିଲା।ଧନେଶ୍ୱର ସର୍ଦାର ଖେଳ ପରିଚାଳନା କରିଥିଲେ। ପ୍ରଶାନ୍ତ ସିହ୍ନା ବୁଲୁ ରାଉତରାୟ…

Continue Readingଶିବାନନ୍ଦ-ପଦ୍ମଚରଣ ସ୍ମାରକୀ ଫୁଟବଲ: ମା’ ବୁଢ଼ୀ କ୍ଳବ୍ ବିଜୟୀ

ଆକ୍ସନମୋଡ଼ରେ ନୂଆ ପୌର ନିର୍ବାହୀ ଅଧିକାରୀ

ଅନୁଗୁଳ: ଅନୁଗୁଳ ପୌରପାଳିକାର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀ ଯୋଗଦାନ କରିବା ପରଠାରୁ ଆକ୍ସନମୋଡ଼ରେ ଅଛନ୍ତି। ଗତ ସୋମବାର ଏକ ଚିଠି କରି ଅଫିସ ସମୟ ମଧ୍ୟରେ ଚା' ପିଆ ନାଁରେ ଖଟି କରିବା, ବିନା ଅନୁମତିରେ ହେଡ଼ କ୍ୱାର୍ଟର…

Continue Readingଆକ୍ସନମୋଡ଼ରେ ନୂଆ ପୌର ନିର୍ବାହୀ ଅଧିକାରୀ

ଶିବାନନ୍ଦ-ପଦ୍ମଚରଣ ସ୍ମାରକୀ ଫୁଟବଲ ପ୍ରତିଯୋଗିତା

ଅନୁଗୁଳ: ଅନୁଗୁଳ ଶିବା ପଡିଆରେ ଭେଟ୍ରାନ କ୍ଲବ ପକ୍ଷରୁ ଶିବାନନ୍ଦ ପଦ୍ମଚରଣ ସ୍ମାରକୀ ଫୁଟବଲ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଅନୁଗୁଳ ନଗରପାଳ ଅକ୍ଷୟ କୁମାର ସାମନ୍ତ ମୁଖ୍ୟଅତିଥି ରୂପେ ଯୋଗ ଦେଇ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ରୂପେ ଜିଲ୍ଲା…

Continue Readingଶିବାନନ୍ଦ-ପଦ୍ମଚରଣ ସ୍ମାରକୀ ଫୁଟବଲ ପ୍ରତିଯୋଗିତା

ଉଦ୍ୟୋଗିକ ନିରାପତ୍ତା ଉପରେ ସେମିନାର

ଅନୁଗୁଳ: ଅନୁଗୁଳ ସ୍ୱାୟଂଶାସିତ ମହାବିଦ୍ୟାଳୟରେ ଉଦ୍ୟୋଗିକ ନିରାପତ୍ତା ସମ୍ପର୍କିତ ଏକ ସେମିନାର ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଗଣିତ ବିଭାଗ ପକ୍ଷରୁ ଏହି ସେମିନାର ଆୟୋଜିତ ହୋଇଥିଲା। ପ୍ରଥମେ ପଦାର୍ଥ ବିଜ୍ଞାନ  ବିଭାଗର ମୁଖ୍ୟ ଡା…

Continue Readingଉଦ୍ୟୋଗିକ ନିରାପତ୍ତା ଉପରେ ସେମିନାର

ପୂଜା ପ୍ରସାଦ ବଢ଼ାକୁ ନେଇ ଗଣ୍ଡଗୋଳ: ଖଣ୍ଡା ଚୋଟରେ ଜଣେ ଗୁରୁତର

ଅନୁଗୁଳ: ଆଜି ଅପରାହ୍ନ ପ୍ରାୟ ତିନିଟା ସମୟରେ ବ୍ରାହ୍ମଣୀଦେଇ ପଡାରେ ଦୁର୍ବୁତ୍ତଙ୍କ ଖଣ୍ଡା ଚୋଟରେ ଜଣେ ଗୁରୁତର ହୋଇଛି। ଅଭିଯୋଗ ମୁତାବକ ସାହିରେ ସରସ୍ବତୀ ପୂଜା ଅନ୍ନ ପ୍ରସାଦ ବଢ଼ା ଯାଉଥିବା ବେଳେ ସାହିର ମନୋଜ ନାୟକ ଓ ଶିବ ପ୍ରସାଦ…

Continue Readingପୂଜା ପ୍ରସାଦ ବଢ଼ାକୁ ନେଇ ଗଣ୍ଡଗୋଳ: ଖଣ୍ଡା ଚୋଟରେ ଜଣେ ଗୁରୁତର

ଏନଏସି ହାଇସ୍କୁଲର ବାର୍ଷିକ ଉତ୍ସବ

ଅନୁଗୁଳ: ଗୁରୁବାର ପୂର୍ବାହ୍ନରେ ଅନୁଗୁଳ ଏନଏସି ହାଇସ୍କୁଲର ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଛି। ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ଅଳକାନନ୍ଦାଙ୍କ ପୌରହିତ୍ୟରେ ଆୟୋଜିତ ଏହି ସମାରୋହକୁ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ…

Continue Readingଏନଏସି ହାଇସ୍କୁଲର ବାର୍ଷିକ ଉତ୍ସବ

ଯୋଗ ଦେଲେ ନୂଆ କାର୍ଯ୍ୟନିର୍ବାହୀ ଅଧିକାରୀ

ଅନୁଗୁଳ: ଆଜି ଅପରାହ୍ନରେ ଅନୁଗୁଳ ପୌରପାଳିକାର ନୂଆ କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଭାରପ୍ରାପ୍ତ ଅଧିକାରୀ ଆସିଷ୍ଟାଣ୍ଟ କଲେକ୍ଟର ସୁକାନ୍ତ କୁମାର ସାହୁଙ୍କ ଠାରୁ ଦାୟିତ୍ୱ ଗ୍ରହଣ  କରିଥିଲେ। ସୂଚନା ଯୋଗ୍ୟ ପୂର୍ବତନ ନିର୍ବାହୀ…

Continue Readingଯୋଗ ଦେଲେ ନୂଆ କାର୍ଯ୍ୟନିର୍ବାହୀ ଅଧିକାରୀ