ଅନୁଗୁଳ ଜିଲ୍ଲା ପାଲା ଗାୟକ ସଂଘର ଦ୍ଵିବାର୍ଷିକ ସମ୍ମିଳନୀ
ଅନୁଗୁଳ: ପଞ୍ଚୁକ ପୂଜା କମିଟି ଦଣ୍ଡାଛକ, ବାରସିଂହା ଆନୁକୁଲ୍ୟରେ ଅନୁଗୁଳ ଜିଲ୍ଲା ପାଲା ଗାୟକ ସଂଘର ଦ୍ଵିବାର୍ଷିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ସଭାପତି ଧ୍ରୁବ ଚରଣ ସାହୁ ଓ ସ୍ଥାୟୀ ସଭାପତି ଈଶ୍ୱର ଚନ୍ଦ୍ର ତ୍ରିପାଠୀଙ୍କ ପୌରହିତ୍ୟରେ ସଭା କାର୍ଯ୍ୟ ଆରମ୍ଭ…
