ଅଷ୍ଟମ ମର୍ଣ୍ଣିଂଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ ଲିଗ୍ ମ୍ୟାଚ୍: ବ୍ଲୁ ଷ୍ଟାରକୁ ହରାଇ ଦ୍ଵିତୀୟ ସେମିରେ ମର୍ଣ୍ଣିଂଷ୍ଟାର

ଅନୁଗୁଳ: ସ୍ଥାନୀୟ କଦମ ପଡ଼ିଆ ଠାରେ ଅଷ୍ଟମ ମର୍ଣ୍ଣିଂଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ ଲିଗ୍ ମ୍ୟାଚ ଅନୁଷ୍ଠିତ ହୋଇଛି। ଆଜି ବ୍ଲୁ ଷ୍ଟାର ଅନୁଗୁଳ ସହିତ ମର୍ଣ୍ଣିଂଷ୍ଟାର କ୍ରିକେଟ କ୍ଲବର ମ୍ୟାଚ୍ ହୋଇଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ବ୍ଲୁ ଷ୍ଟାର ଅନୁଗୁଳ ଟସ୍…

Continue Readingଅଷ୍ଟମ ମର୍ଣ୍ଣିଂଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ ଲିଗ୍ ମ୍ୟାଚ୍: ବ୍ଲୁ ଷ୍ଟାରକୁ ହରାଇ ଦ୍ଵିତୀୟ ସେମିରେ ମର୍ଣ୍ଣିଂଷ୍ଟାର

ଆରପିଡିଏସି ବୈଠକ: ଜିନ୍ଦଲର ଥଇଥାନ ପଦକ୍ଷେପକୁ ତ୍ୱରାନ୍ୱିତ କରାଯିବ

ଅନୁଗୁଳ: ବୁଧବାର ଅପରାହ୍ନରେ ଉତ୍କଳ B1, B2 ଓ C ଖଣିର ୨ୟ ଏବଂ ଜିନ୍ଦଲ ଷ୍ଟିଲର ୭ମ ଥଇଥାନ ଓ ପାରିପାର୍ଶ୍ବକ ଉନ୍ନୟନ ପରାମର୍ଶଦାତା କମିଟି ( ଆର୍ ପି ଡି ଏ ସି) ବୈଠକ ସ୍ଥାନୀୟ ସର୍କିଟ ହାଉସ୍…

Continue Readingଆରପିଡିଏସି ବୈଠକ: ଜିନ୍ଦଲର ଥଇଥାନ ପଦକ୍ଷେପକୁ ତ୍ୱରାନ୍ୱିତ କରାଯିବ

ଆଇଏଡିଭିଏଲ ପକ୍ଷରୁ ଚର୍ମର ଯତ୍ନ ନେଇ କର୍ମଶାଳା

ଅନୁଗୁଳ:ସ୍ଥାନୀୟ ପିଟିସି ହାଇସ୍କୁଲ ଠାରେ ଇଣ୍ଡିଆନ ଆସୋସିଏସନ୍ ଅଫ ଡର୍ମାଟୋଲୋଜିଷ୍ଟସ୍, ଭେନେରୋଲୋଜିଷ୍ଟସ୍ ଆଣ୍ଡ ଲେପ୍ରୋଲୋଜିଷ୍ଟସ ପକ୍ଷରୁ କିଶୋର ବୟସରେ ଚର୍ମର ଯତ୍ନ ଉପରେ ଏକ କର୍ମଶାଳା ଆୟୋଜିତ ହୋଇଥିଲା। ପିଟିଶି ହାଇସ୍କୁଲର ପ୍ରଧାନ ଶିକ୍ଷକ କେଦାର ବେହେରାଙ୍କ ସଭାପତିତ୍ବରେ ଆୟୋଜିତ ଏହି…

Continue Readingଆଇଏଡିଭିଏଲ ପକ୍ଷରୁ ଚର୍ମର ଯତ୍ନ ନେଇ କର୍ମଶାଳା

ଶ୍ଵଶୁରକୁ ମାଡ଼ ମାରି ଜ୍ବାଇଁ ଓ ସମୁଦୀ କଲେ ଅପହରଣ!

ଅନୁଗୁଳ: ଅନୁଗୁଳ ହୁଲୁରୁସିଂହା ଛକ ନିକଟରୁ ଶ୍ଵଶୁରକୁ ମାଡ଼ ମାରି ଜ୍ବାଇଁ ଓ ସମୁଦୀ ଅପହରଣ କରି ନେବା ଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି। ହିନ୍ଦୋଳ ଜନାରଦନପୂର ଅଞ୍ଚଳର ଶତ୍ରୁଘ୍ନ ନନ୍ଦ ଯିଏ ପେଶାରେ ଜଣେ ସାମ୍ବାଦିକ ତାଙ୍କ ଝିଅର…

Continue Readingଶ୍ଵଶୁରକୁ ମାଡ଼ ମାରି ଜ୍ବାଇଁ ଓ ସମୁଦୀ କଲେ ଅପହରଣ!

ଅନୁଗୁଳ ବିଭିନ୍ନ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ନେତା

ଅନୁଗୁଳ: ଅନୁଗୁଳର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଶେଷରେ ବିଜେଡି ନେତାଙ୍କୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିବାକୁ ପଡ଼ିଛି। ପୂର୍ବତନ ଟାମଡ଼ା ଅଧ୍ୟକ୍ଷ ତଥା ବିଜେଡିର ଜଣେ ଟାଣୁଆ ନେତା ଶକ୍ତି ପଟ୍ଟନାୟକ ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର…

Continue Readingଅନୁଗୁଳ ବିଭିନ୍ନ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ନେତା

ଏଡିଯେୟୁ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ (ଏଡ଼ିଜେୟୁ ) ପକ୍ଷରୁ ସଂଘର ସଭାପତି ଦ୍ୱାରିକା ପ୍ରସାଦ ନନ୍ଦଙ୍କ ଅଧକ୍ଷତାରେ ସ୍ଥାନୀୟ ସମବାୟ ବ୍ୟାଙ୍କ ସମ୍ମିଳନୀ କକ୍ଷ ଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ଅନୁଗୋଳର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ )…

Continue Readingଏଡିଯେୟୁ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ଅନୁଗୁଳରେ ଜିଲ୍ଲାସ୍ତରୀୟ ନିର୍ମାଣ ଶ୍ରମିକ ସମାରୋହ: ପରିଚୟ ପତ୍ର ଓ ସହାୟତା ରାଶି ବାଣ୍ଟିଲେ ମନ୍ତ୍ରୀ

ଅନୁଗୁଳ: ସୋମବାର ଅପରାହ୍ନରେ ସ୍ଥାନୀୟ ପୌରପାଳିକା ଟାଉନ୍ ହଲ ଠାରେ ଜିଲ୍ଲାସ୍ତରୀୟ ନିର୍ମାଣ ଶ୍ରମିକ ସମାରୋହ ଆୟୋଜିତ ହୋଇଛି। ଏହି ସମାରୋହରେ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ, ସମସ୍ତଙ୍କ ସହଯୋଗ, ବିଶ୍ବାସ ଓ…

Continue Readingଅନୁଗୁଳରେ ଜିଲ୍ଲାସ୍ତରୀୟ ନିର୍ମାଣ ଶ୍ରମିକ ସମାରୋହ: ପରିଚୟ ପତ୍ର ଓ ସହାୟତା ରାଶି ବାଣ୍ଟିଲେ ମନ୍ତ୍ରୀ

ଅଷ୍ଟମ ମର୍ଣ୍ଣିଙ୍ଗ ଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ: ଅନୁଗୁଳକୁ ହରାଇଲା ହିନ୍ଦୋଳ ଏକାଦଶ ୱାରିଅର୍ କ୍ଲବ

ଅନୁଗୁଳ: ସ୍ଥାନୀୟ କଦମ ପଡିଆ ଠାରେ ଆଜି ଅଷ୍ଟମ ମର୍ଣ୍ଣିଙ୍ଗ ଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଛି। ଆଠ ଦିନ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନୀ ମ୍ୟାଚରେ ହିନ୍ଦୋଳ ଏକାଦଶ ୱାରିଅର୍ କ୍ଲବ ଅନୁଗୁଳକୁ ପରାସ୍ତ କରିଛି। ଅନୁଗୁଳ…

Continue Readingଅଷ୍ଟମ ମର୍ଣ୍ଣିଙ୍ଗ ଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ: ଅନୁଗୁଳକୁ ହରାଇଲା ହିନ୍ଦୋଳ ଏକାଦଶ ୱାରିଅର୍ କ୍ଲବ

ଅନୁଗୁଳରେ ଅକ୍ଷୟ ସଙ୍ଗୀତ ଚର୍ଚ୍ଚା

ଅନୁଗୁଳ: ଅନୁଗୁଳ ଅକ୍ଷୟ ଗ୍ରୁପ୍ ପକ୍ଷରୁ ଆଜି ସ୍ଥାନୀୟ ଧର୍ମଶାଳା ଠାରେ ଅକ୍ଷୟ ସଙ୍ଗୀତ ଚର୍ଚ୍ଚା ଆୟୋଜିତ ହୋଇଯାଇଛି। ଓଡ଼ିଆ ସଙ୍ଗୀତ ଜଗତର ବାଦଶାହ ଅକ୍ଷୟ ମହାନ୍ତିଙ୍କ ଦ୍ୱାବିଂଶ ପୁଣ୍ୟ ତିଥି ଅବସରରେ ଆୟୋଜିତ ଏହି ସମାରୋହକୁ ଆଡଭୋକେଟ୍ ଦୀପକ ପାଣି,ଉମେଶ…

Continue Readingଅନୁଗୁଳରେ ଅକ୍ଷୟ ସଙ୍ଗୀତ ଚର୍ଚ୍ଚା

ଅନୁଗୁଳକୁ ଶୀତ ଆସିଲା: ତାପମାତ୍ରା ୧୩ ଡିଗ୍ରୀ

ଅନୁଗୁଳ: ନଭେମ୍ବର ଦ୍ଵିତୀୟ ସପ୍ତାହରେ ଅନୁଗୁଳକୁ ଶୀତ ଆସିଛି। ଆଜିର ସର୍ବାଧିକ ତାପମାତ୍ରା ୨୯ ଡିଗ୍ରୀ ଥିବା ବେଳେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ରହିଛି। ପାହାନ୍ତି ପ୍ରହରରେ ଶୀତ ଅନୁଭୂତ ହେଉଛି।କିଛି କିଛି ସ୍ଥାନରେ ବଡି ଭୋର ସମୟରେ ଯାଯାବର…

Continue Readingଅନୁଗୁଳକୁ ଶୀତ ଆସିଲା: ତାପମାତ୍ରା ୧୩ ଡିଗ୍ରୀ