ଦୋକାନ ପିଲାଙ୍କ ମାଡ଼ରେ କନିଷ୍ଠ କିରାଣୀ ଓ ତାଙ୍କ ସ୍ତ୍ରୀ ଆହତ
ଅନୁଗୁଳ: ଆଜି ସକାଳେ ଅନୁଗୁଳ ଟିଚର୍ସ କଲୋନୀରେ ରହୁଥିବା ଡିଇଓ ଅଫିସର କନିଷ୍ଠ କିରାଣୀ ଶଶାଙ୍କ ଶେଖର ସାହୁ ପତ୍ନୀ ତପସ୍ଵିନୀ ଛୋଟ ଝିଅଙ୍କୁ ଧରି ସ୍କୁଲରୁ ଟିଚର୍ସ କଲୋନୀ ସ୍ଥିତ ଘରକୁ ଫେରୁଥିବା ସମୟରେ ଘର ପାଖରେ ଥିବା…
ଅନୁଗୁଳ: ଆଜି ସକାଳେ ଅନୁଗୁଳ ଟିଚର୍ସ କଲୋନୀରେ ରହୁଥିବା ଡିଇଓ ଅଫିସର କନିଷ୍ଠ କିରାଣୀ ଶଶାଙ୍କ ଶେଖର ସାହୁ ପତ୍ନୀ ତପସ୍ଵିନୀ ଛୋଟ ଝିଅଙ୍କୁ ଧରି ସ୍କୁଲରୁ ଟିଚର୍ସ କଲୋନୀ ସ୍ଥିତ ଘରକୁ ଫେରୁଥିବା ସମୟରେ ଘର ପାଖରେ ଥିବା…
ଅନୁଗୁଳ: ଜମ୍ମୁ କାଶ୍ମୀରର ଉଦ୍ଧମ୍ପୂର୍ ଠାରେ ସେନା ବାହିନୀର ଶ୍ଵାନ ଯୋଦ୍ଧା ଫାଣ୍ଟମ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଫାଣ୍ଟାମ୍ ହେଉଛି ବେଲଜୀୟାନ ପ୍ରଜାତିର କୁକୁର ।ବୟସ ହୋଇଥିଲା ଚାରି ବର୍ଷ। ଆର୍ଭିଏଫ୍ରେ ତାକୁ ତାଲିମ ଦିଆଯାଇ ଭାରତୀୟ ସେନାରେ ନିଯୁକ୍ତି ଦିଆଯାଇଥିଲା।ଅନେକ…
ଅନୁଗୁଳ: ଅନୁଗୁଳରେ ଆନନ୍ଦ ଓ ଉତ୍ସାହର ସହ କାଳୀ ପୂଜା ଓ ଦୀପାବଳୀ ଆରମ୍ଭ ହୋଇଛି। ପାଞ୍ଜିରେ ଦ୍ବନ୍ଦ୍ବାତ୍ମକ ସ୍ଥିତି ଯୋଗୁଁ ଲୋକେ ଦୁଇ ଦିନ ଧରି ଦୀପାବଳି ପାଳିବାକୁ ନିଷ୍ପତ୍ତି ନେଇଛନ୍ତି। କିଛି ଦୋକାନୀ ଗୁରୁବାର ଖାତା ପୂଜା କରିଥିବା…
ଅନୁଗୁଳ: ଆଜି ବନ୍ତଳା ଥାନା ଚମ୍ପତିମୁଣ୍ଡା ପଞ୍ଚାୟତ ଭାଲିଆପାଳ ଗାଁରେ ଏକ ବାର ଫୁଟିଆ ଅଜଗରକୁ ଉଦ୍ଧାର କରାଯାଇଛି। ସାପଟି ଗାଁର ଗୟା ନାୟକଙ୍କ ଘରେ ଥିବା ଗୋଟିଏ ବୋଦାକୁ ଆକ୍ରମଣ କରି ମାରି ଗିଳି ବାକୁ ଯାଉଥିବା ବେଳେ ପରିବାର…
ଅନୁଗୁଳ: ଆଜି ସକାଳ ପ୍ରାୟ ସାତ ଟା ସମୟରେ ଅନୁଗୁଳ ସଂଜୀବନୀ ମାର୍କେଟ ଲକ୍ଷ୍ମୀ ମନ୍ଦିରରୁ ଚୋରି କରି ଚୋର ଜଣକ ନିର୍ଦ୍ଧୁମ ଛେଚା ଖାଇଥିବା ଜଣାପଡିଛି। ଘଟଣାଟି ହେଲା ପ୍ରତିଦିନ ଲକ୍ଷ୍ମୀ ମନ୍ଦିରରେ ସକାଳ ଧୂପ ଲାଗି ବେଳେ ପରଦା…
ତାଳଚେର: କୋଇଲା ନଗରୀ ତାଳଚେରର ବିଭିନ୍ନ ସୁନା ଗହଣା ଦୋକାନରେ ଚଢ଼ାଉ । ଓଜନ ମାପ ବିଭାଗ ଓ ପ୍ରଶାସନ ପକ୍ଷରୁ ଏହି ଚଢ଼ାଉ କରାଯାଇ ଲକ୍ଷାଧିକ ଟଙ୍କାର ଜରିମାନା ଆଦାୟ କରାଯାଇଛି। ଧନତେରସରେ ଏହି ଚଢ଼ାଉ ଓଜନ ମାପ ,…
ଅନୁଗୁଳ: ଦୀପାବଳି ଅବସରରେ ଏସଏନ୍କେ ରୟାଲ ଶର୍ମା ଛକ ତାଳଚେର ଓ ଗାନ୍ଧୀମାର୍ଗ ଅନୁଗୁଳ ପକ୍ଷରୁ ଗ୍ରାହକଙ୍କ ପାଇଁ ଅକ୍ଟୋବର ୩୦ ଓ ୩୧ ତାରିଖ ଦୁଇ ଦିନ ଧରି ସ୍ପେଶାଲ ଅଫର ଦିଆଯାଉଛି। ଗ୍ରାହକମାନେ ଏସଏନ୍କେ ରୟାଲର ତାଳଚେର…
ଅନୁଗୁଳ: ଅନୁଗୁଳ ଜିଲ୍ଲା ସଦର ଥାନା ଅଞ୍ଚଳରେ ଆଜି ଏକ ଟ୍ରାକ୍ଟର ଦୁର୍ଘଟଣାରେ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ଚାଳକ ହେଲେ ଜରପଡ଼ା ଥାନା ଅନ୍ତର୍ଗତ କଞ୍ଜରା ପଞ୍ଚାୟତ ବଣୁଆସାହିର ତ୍ରିଲୋଚନ ସାହୁଙ୍କ ପୁଅ ନରହରି ସାହୁ (୩୭)। ଖବର ଅନୁସାରେ,…
ଅନୁଗୁଳ: ସ୍ବେଚ୍ଛାସେବୀଙ୍କ ମହାନତା। ଅସହାୟ ବୃଦ୍ଧାଙ୍କୁ କଲେ ଉଦ୍ଧାର। ଅନୁଗୁଳ ଜିଲ୍ଲାର ଜଣାଶୁଣା ସ୍ବେଚ୍ଛାସେବୀ ଚିନ୍ମୟୀ ଦାସ ଆଜି ପିଟିସି ଛକ ରାଜ ହୋଟେଲ ପାଖରେ ଏକ ଦୋକାନ ସାମ୍ନାରୁ ଜଣେ ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରିଛନ୍ତି। ତାଙ୍କୁ ହସ୍ପିଟାଲରେ…
ଅନୁଗୁଳ: ଅକ୍ଟୋବର ୨୮ ତାରିଖରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ପାଳିତ ହେଉଛି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ। ଏହି ଉପଲକ୍ଷେ ଆଜି ପୂର୍ବାହ୍ନରେ ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ ସ୍ବାସ୍ଥ୍ୟ କର୍ମୀଙ୍କୁ ନେଇ ଦୁର୍ନୀତି ନିବାରଣ ସଚେତନତା…