୨୩ ବର୍ଷରୁ କମ ରାଜ୍ୟ କ୍ରିକେଟ ଦଳରେ ଅନୁଗୁଳର ୨ ଖେଳାଳୀ

ଅନୁଗୁଳ: ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ୨୦୨୪-୨୫ ବର୍ଷ ପାଇଁ ୨୩ ବର୍ଷରୁ କମ କ୍ରିକେଟ ରାଜ୍ୟ ଟିମ୍ ପାଇଁ ୧୮ ଜଣିଆ ଦଳ ଆଜି ଘୋଷଣା କରିଚି।ଏଥିରେ ଅନୁଗୁଳର ଦୁଇଜଣ ଖେଳାଳୀ ସ୍ଥାନ ପାଇଛନ୍ତି। ସେମାନେ ହେଲେ ମିଲନ ସାମଲ…

Continue Reading୨୩ ବର୍ଷରୁ କମ ରାଜ୍ୟ କ୍ରିକେଟ ଦଳରେ ଅନୁଗୁଳର ୨ ଖେଳାଳୀ

ରାଜ୍ୟରେ ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାରେ ମିଳିଛି ସୁନାଖଣିର ସନ୍ଧାନ: ଖଣି ଓ ଇସ୍ପାତ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଦୁଇଟି ସ୍ଥାନରେ ମିଳିଛି ସୁନାଖଣିର ସନ୍ଧାନ। ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାରେ ଏହି ସୁନା ଖଣି ମିଳିଛି। ଏ ନେଇ ବିଧାନସଭାର ଏକ ଅଣତାରକା ପ୍ରଶ୍ନରେ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଜେନା ଉତ୍ତର ରଖିଛନ୍ତି। ମନ୍ତ୍ରୀ…

Continue Readingରାଜ୍ୟରେ ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାରେ ମିଳିଛି ସୁନାଖଣିର ସନ୍ଧାନ: ଖଣି ଓ ଇସ୍ପାତ ମନ୍ତ୍ରୀ

ଆସନ୍ତା ୧୪ ରେ ଆୟୋଜିତ ହେବ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ, ବିନା ଦେୟରେ ମାମଲା ତୁଟେଇବେ କୋର୍ଟ

ଅନୁଗୁଳ: ଅନୁଗୁଳ, ତାଳଚେର, ଆଠମଲ୍ଲିକ, ପାଳଲହଡ଼ା, ଛେଣ୍ଡିପଦା ଓ ବଅଁରପାଳ ସ୍ଥିତ ଅଦାଲତ ପରିସରରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଆୟୋଜିତ ହେବାକୁ ଯାଉଛି। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧୀନ ଫୌଜଦାରୀ (ସାଲିସ ଯୋଗ୍ୟ), ଚେକ…

Continue Readingଆସନ୍ତା ୧୪ ରେ ଆୟୋଜିତ ହେବ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ, ବିନା ଦେୟରେ ମାମଲା ତୁଟେଇବେ କୋର୍ଟ

କଣିହାଁରୁ ଚୋରା ଶାଳ କାଠ ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ରେଞ୍ଜର ଛେଳିଆ କାଳୀ ମନ୍ଦିର ନିକଟରୁ ଜଙ୍ଗଲ ବିଭାଗର ଅଧିକାରୀ ମାନେ ଆଜି କଟା ହୋଇ ପଡିଥିବା ଚୋରା ଶାଳ ପଟା ଜବତ କରିଥିଲେ। କାଠ ପଟାର ପରିମାଣ ୨.୪୭ ଶିଏଫଟି। ଏଠି ସହିତ ଘଟଣା…

Continue Readingକଣିହାଁରୁ ଚୋରା ଶାଳ କାଠ ଜବତ

ଆଠ ମାସ ହେଲାଣି ଦରମା ପାଇ ନାହାନ୍ତି ମିଶନଶକ୍ତିର ପଞ୍ଚାୟତ ସ୍ତରୀୟ କର୍ମଚାରୀ, ସୋମବାର ଠାରୁ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ

ଅନୁଗୁଳ: ଆଠ ମାସ ହେଲା ଦରମା ନ ମିଳିବାରୁ ଆସନ୍ତା ସୋମବାର ଠାରୁ ରାଜରାସ୍ତାକୁ ଓହ୍ଲାଇବେ ମିଶନଶକ୍ତିର ପଞ୍ଚାୟତ ସ୍ତରୀୟ କର୍ମଚାରୀ। ମିଶନ ଶକ୍ତି ବିଭାଗରେ କାର୍ଯ୍ୟ କରୁଥିବା ପଞ୍ଚାୟତର ଏମ୍ ବି କେ, ସିଆରପି, କୃଷି ମିତ୍ର, ପ୍ରାଣୀ ମିତ୍ର…

Continue Readingଆଠ ମାସ ହେଲାଣି ଦରମା ପାଇ ନାହାନ୍ତି ମିଶନଶକ୍ତିର ପଞ୍ଚାୟତ ସ୍ତରୀୟ କର୍ମଚାରୀ, ସୋମବାର ଠାରୁ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ

ଘରୋଇ ନର୍ସିଂ ହୋମରୁ ପରିତ୍ୟକ୍ତ ଶିଶୁ ପୁତ୍ର ଉଦ୍ଧାର

ଅନୁଗୁଳ: ଅନୁଗୁଳ ମିଶ୍ରପଡ଼ା ସ୍ଥିତ ଏକ ନର୍ସିଂ ହୋମର କ୍ରାଡଲ ବେବି ପଏଣ୍ଟରୁ ଏକ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି । ଆଜି ସକାଳ ୯ ଟାରେ ଖବର ପାଇବା ପରେ ଅନୁଗୁଳ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏବଂ ସ୍ପେସିଆଲ ଆଡ଼ପସନ…

Continue Readingଘରୋଇ ନର୍ସିଂ ହୋମରୁ ପରିତ୍ୟକ୍ତ ଶିଶୁ ପୁତ୍ର ଉଦ୍ଧାର

ଅନୁଗୁଳରେ ଆୟୁର୍ବେଦ ମାଧ୍ୟମରେ ନେତୃତ୍ଵ ବିକାଶ କାର୍ଯ୍ୟକ୍ରମ

ଅନୁଗୁଳ: ଡ଼ା ନେଚର ୱେଲନେସ ବୃତିକା ହର୍ବୋଟିକ ପ୍ରାଇଭେଟ୍ ଲିମିଟେଡର ଏଭଳି ଏକ ଉପକ୍ରମ ଯାହାଦ୍ଵାରା ୱେଲନେସ ବା ଉତ୍ତମ ସ୍ବାସ୍ଥ୍ୟ ସହିତ ଅର୍ଥ ରୋଜଗାରର ମଧ୍ୟ ସୁବ୍ୟବସ୍ଥା ରହିଛି। ଡ଼ା ନେଚର ସମ୍ପ୍ରତି ବିଶ୍ଵର ଏକ ପ୍ରସିଦ୍ଧ ବ୍ରାଣ୍ଡ ଯାହା…

Continue Readingଅନୁଗୁଳରେ ଆୟୁର୍ବେଦ ମାଧ୍ୟମରେ ନେତୃତ୍ଵ ବିକାଶ କାର୍ଯ୍ୟକ୍ରମ

ଖରିଫ ଧାନ କିଣା ବେଳେ ମଣ୍ଡି ଜଗିବ ବିଜେପି କୃଷକ ମୋର୍ଚ୍ଚା, ସ୍ୱଚ୍ଛତା ରକ୍ଷାକୁ ଦେବେ ଗୁରୁତ୍ୱ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ଜାନୁଆରୀ ୫ ତାରିଖ ଠାରୁ ଆରମ୍ଭ ହେବ ଖରିଫ୍ ଧାନ ସଂଗ୍ରହ। ଏହି ସମୟରେ ଧାନମଣ୍ଡି ଓ ଧାନ କିଣାରେ ସ୍ୱଚ୍ଛତା ରକ୍ଷା ପାଇଁ ଆଜି ବିଜେପି କୃଷକ ମୋର୍ଚ୍ଚା ତରଫରୁ ଅନୁଗୁଳ ଜିଲ୍ଲା…

Continue Readingଖରିଫ ଧାନ କିଣା ବେଳେ ମଣ୍ଡି ଜଗିବ ବିଜେପି କୃଷକ ମୋର୍ଚ୍ଚା, ସ୍ୱଚ୍ଛତା ରକ୍ଷାକୁ ଦେବେ ଗୁରୁତ୍ୱ

ମେଡ଼ିକ୍ସର ସାମ୍ବାଦିକ ସମ୍ମିଳନୀ ଶିଳ୍ପାୟନ ଯୋଗୁଁ ଏଚ୍ଆଇଭି ବଢ଼ୁଛି

ଅନୁଗୁଳ: ବିଶ୍ୱ ଏଡ଼ସ ଦିବସ ଅବସରରେ ରବିବାର ମେଡିକ୍ସ ଦ୍ଵାରା ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ମେଡିକ୍ସର ନିର୍ଦ୍ଦେଶକ ଡା ଦିଲୀପ ସାମଲଙ୍କ ଅଧ୍ୟକ୍ଷତାରେରେ ଆୟୋଜିତ ଏହି ସମ୍ମିଳନୀରେ ଅନୁଗୁଳ ଜିଲ୍ଲାରେ ଏଚ୍ଆଇଭି ପୋଜିଟିଭଙ୍କ ସଂଖ୍ୟା କିଭଳି ବଢ଼ୁଚି ତାହା…

Continue Readingମେଡ଼ିକ୍ସର ସାମ୍ବାଦିକ ସମ୍ମିଳନୀ ଶିଳ୍ପାୟନ ଯୋଗୁଁ ଏଚ୍ଆଇଭି ବଢ଼ୁଛି

ବିଶ୍ବ ଏଡସ୍ ଦିବସ ପାଳିତ: ଆକ୍ରାନ୍ତଙ୍କୁ ଭେଦଭାବ ନ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ପରାମର୍ଶ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଏବଂ ଜିଲ୍ଲା ଏଡସ୍ ପ୍ରତିରୋଧ ଓ ନିୟନ୍ତ୍ରଣ କମିଟି ମିଳିତ ଆନୁକୂଲ୍ୟରେ ବିଶ୍ବ ଏଡସ୍ ଦିବସ ପାଳିତ ହୋଇଛି।ଏହି ଅବସରରେ ମହାବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀ ଓ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ନେଇ ଏକ ସଚେତନତା ରାଲି…

Continue Readingବିଶ୍ବ ଏଡସ୍ ଦିବସ ପାଳିତ: ଆକ୍ରାନ୍ତଙ୍କୁ ଭେଦଭାବ ନ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ପରାମର୍ଶ