କୁଚ ବିହାର ଟ୍ରଫି: ଓଡ଼ିଶା ବନାମ ମେଘାଳୟ ଅନୁଗୁଳର ଦୁଇ ବ୍ୟାଟରଙ୍କ ଶତକ

ଅନୁଗୁଳ: କୁଚ ବିହାର ଟ୍ରଫିର ଗତ ମ୍ୟାଚ୍ ରେ ଓଡ଼ିଶା ଦିଲ୍ଲୀକୁ ହରାଇବା ପରେ ଉତ୍ସାହିତ ଯୁବ ଦଳ ମେଘାଳୟକୁ ମଧ୍ୟ ପାଣି ପିଆଇଲେଣି। ପ୍ରଥମେ ବ୍ୟାଟିଂ କରି ମେଘାଳୟ ୯୬ରେ ଅଲ୍ ଆଉଟ୍ ହେବା ପରେ ଓଡ଼ିଶା ୯ ୱିକେଟରେ…

Continue Readingକୁଚ ବିହାର ଟ୍ରଫି: ଓଡ଼ିଶା ବନାମ ମେଘାଳୟ ଅନୁଗୁଳର ଦୁଇ ବ୍ୟାଟରଙ୍କ ଶତକ

ଭାରତ ବିକାଶ ପରିଷଦର ଭିନ୍ନ ପ୍ରୟାସ ଗୋଟିଏ ମଞ୍ଚରେ ଗୁରୁ ଓ ଶିଷ୍ୟ ସମ୍ବର୍ଦ୍ଧିତ

ଅନୁଗୁଳ: ସ୍ଥାନୀୟ ପିଟିସି ଉଚ୍ଚ ବିଦ୍ୟାଳୟ ଠାରେ ଭାରତ ବିକାଶ ପରିଷଦ ପକ୍ଷରୁ ଗୁରୁ ବନ୍ଦନା ଓ ଛାତ୍ର ଅଭିନନ୍ଦନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଶାନ୍ତନୁ କୁମାର ସରଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ସ୍ବାମୀ ସଚ୍ଚିଦାନନ୍ଦଜୀ ମହାରାଜ ମୁଖ୍ୟ ଅତିଥି…

Continue Readingଭାରତ ବିକାଶ ପରିଷଦର ଭିନ୍ନ ପ୍ରୟାସ ଗୋଟିଏ ମଞ୍ଚରେ ଗୁରୁ ଓ ଶିଷ୍ୟ ସମ୍ବର୍ଦ୍ଧିତ

ବୋଇତ ବନ୍ଦାଣ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା, ଲୋକଗୀତର ତାଳେ ତାଳେ ଝୁମିଲେ ଦର୍ଶକ

ଅନୁଗୁଳ : ଅଗ୍ରଣୀ ସେବା ଓ ସାଂସ୍କୃତିକ ଅନୁଷ୍ଠାନ କଳାକାରର ଦ୍ୱାରା ଆୟୋଜିତ ୩୯ ତମ ବୋଇତ ବନ୍ଦାଣ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାର ଆଜି ଥିଲା ଦ୍ୱିତୀୟ ଦିବସ। ଆଜି ସକାଳେ ଓଡିଶୀ ନୃତ୍ୟ ଗୁରୁ ପିତାମ୍ବର ବିଶ୍ୱାଳ,ଓଡିଶୀ…

Continue Readingବୋଇତ ବନ୍ଦାଣ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା, ଲୋକଗୀତର ତାଳେ ତାଳେ ଝୁମିଲେ ଦର୍ଶକ
Read more about the article ଶିଶୁ ସାହିତ୍ୟିକ ବିଭୂତି ସ୍ବାଇଁଙ୍କୁ ‘ଚନ୍ଦ୍ରମା ଶିଶୁ ପତ୍ରିକା ସମ୍ପାଦନା ସମ୍ମାନ- ୨୦୨୪’
oppo_2

ଶିଶୁ ସାହିତ୍ୟିକ ବିଭୂତି ସ୍ବାଇଁଙ୍କୁ ‘ଚନ୍ଦ୍ରମା ଶିଶୁ ପତ୍ରିକା ସମ୍ପାଦନା ସମ୍ମାନ- ୨୦୨୪’

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ କଳମଛୁଇଁ ଗ୍ରାମର ଶିଶୁ ସାହିତ୍ୟିକ ବିଭୂତି ଭୂଷଣ ସ୍ଵାଇଁଙ୍କୁ ‘ଚନ୍ଦ୍ରମା ଶିଶୁ ପତ୍ରିକା ସମ୍ପାଦନା ସମ୍ମାନ- ୨୦୨୪’ରେ ସମ୍ମାନିତ କରାଯାଇଛି। ପବିତ୍ର ମୋହନ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ତ୍ରୈମାସିକ ଶିଶୁ କିଶୋର ପତ୍ରିକା…

Continue Readingଶିଶୁ ସାହିତ୍ୟିକ ବିଭୂତି ସ୍ବାଇଁଙ୍କୁ ‘ଚନ୍ଦ୍ରମା ଶିଶୁ ପତ୍ରିକା ସମ୍ପାଦନା ସମ୍ମାନ- ୨୦୨୪’

ବନ୍ଦାଣପଶି ଗ୍ରାମରେ ରକ୍ତଦାନ ଶିବିର ୧୦୨ ୟୁନିଟ ରକ୍ତ ସଂଗ୍ରହ

ଅନୁଗୁଳ: ଆଜି ଅନୁଗୁଳ ବ୍ଲକର ବାରଗୋଣିଆ ପଞ୍ଚାୟତ ବନ୍ଦାଣପଶି ଗ୍ରାମରେ ଏସକେଏସ କ୍ଲବ ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଏହି ରକ୍ତଦାନ ଶିବିରରେ ୧୦୨ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।ଏହି ରକ୍ତଦାନ ଶିବିରରେ ମୁଖ୍ୟଅତିଥୀ ଭାବେ ମାନ୍ୟବର ବିଧାୟକ ପ୍ରତାପ…

Continue Readingବନ୍ଦାଣପଶି ଗ୍ରାମରେ ରକ୍ତଦାନ ଶିବିର ୧୦୨ ୟୁନିଟ ରକ୍ତ ସଂଗ୍ରହ

କଳାକାର ପକ୍ଷରୁ ୩୯ ତମ ବୋଇତ ବନ୍ଦାଣ ମହୋତ୍ସବ

ଅନୁଗୁଳ: ସ୍ଥାନୀୟ ସଭାଘର ଠାରେ ସେବା ଓ ସାଂସ୍କୃତିକ ଅନୁଷ୍ଠାନ କଳାକାର ପକ୍ଷରୁ ତ୍ରିଦିବସୀୟ ବୋଇତ ବନ୍ଦାଣ ମହୋତ୍ସବ ଓ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଆରମ୍ଭ ହୋଇଛି। ଅନୁଗୁଳ ଓକିଲ ସଙ୍ଘ ସଭାପତି ଦିଲୀପ ସାହୁ ଏହି ସମାରୋହକୁ ଉଦଘାଟନ କରିବା ସହ…

Continue Readingକଳାକାର ପକ୍ଷରୁ ୩୯ ତମ ବୋଇତ ବନ୍ଦାଣ ମହୋତ୍ସବ

ଡ଼ା ନଗେନ୍ଦ୍ର ନାଥ ପ୍ରଧାନଙ୍କ ୮୯ ତମ ଜୟନ୍ତୀ

ଅନୁଗୁଳ: ଗାନ୍ଧିମାର୍ଗ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସାରସ୍ଵତ ସାଧକ ଡ଼ା ନଗେନ୍ଦ୍ର ନାଥ ପ୍ରଧାନ ଙ୍କ ୮୯ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଅନୁଗୁଳ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶାନ୍ତନୁ କୁମାର ସରଙ୍କ ସଭାପତିତ୍ବରେ ଆୟୋଜିତ ଏହି…

Continue Readingଡ଼ା ନଗେନ୍ଦ୍ର ନାଥ ପ୍ରଧାନଙ୍କ ୮୯ ତମ ଜୟନ୍ତୀ

୧୪ ମହାବଳଙ୍କୁ ସ୍ଵାଗତ କରିବ ସାତକୋଶିଆ

ଅନୁଗୁଳ: ୨୦୧୮ ମସିହାର ବିଫଳତାକୁ ପଛକୁ ଠେଲି ସାତକୋଶିଆରେ ପୁଣି ମହାବଳର ଗର୍ଜନ ଶୁଭିବ। ଲକ୍ଷ ଓଡ଼ିଶାରେ ବାଘ ବଂଶ ବୃଦ୍ଧି ଏବଂ ପର୍ଯ୍ୟଟନର ବିକାଶ। ଏଥିପାଇଁ ଗତ ଅଗଷ୍ଟ ମାସରୁ ରାଜ୍ୟ ଓ ଜିଲ୍ଲା ବନ ବିଭାଗ ପକ୍ଷରୁ ପୁରା…

Continue Reading୧୪ ମହାବଳଙ୍କୁ ସ୍ଵାଗତ କରିବ ସାତକୋଶିଆ

ସମାଜସେବୀ କେଦାରନାଥ ମୋଦୀଙ୍କ ଦେହାନ୍ତ

ଅନୁଗୁଳ: ଅନୁଗୁଳରେ ଷାଠିଏ ଦଶକରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପ୍ରଚାରକ, ଗୋ ସେବକ ତଥା ଧର୍ମପରାୟଣ ବ୍ୟକ୍ତି କେଦାରନାଥ ମୋଦିଙ୍କ ଆଜି ସକାଳେ ଶଙ୍କର ସିନେମା ସ୍ଥିତ ତାଙ୍କ ବାସ ଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨…

Continue Readingସମାଜସେବୀ କେଦାରନାଥ ମୋଦୀଙ୍କ ଦେହାନ୍ତ

ଅନୁଗୁଳ ଜୁହାର ପରିବାର ପକ୍ଷରୁ ନୂଆଖାଇ ଭେଟଘାଟ

ଅନୁଗୁଳ: ଆଜି ସ୍ଥାନୀୟ ରେଲୱେ କଲ୍ୟାଣ ମଣ୍ଡପ ଠାରେ ଅନୁଗୁଳ ଜୁହାର ପରିବାର ପକ୍ଷରୁ ନୂଆଖାଇ ଭେଟଘାଟ ୨୦୨୪ ଆୟୋଜିତ ହୋଇଯାଇଛି। ଏହି ଭବ୍ୟ ସମାରୋହକୁ ଖମାର କଲେଜର ପ୍ରାକ୍ତନ ଅଧ୍ୟକ୍ଷ ତଥା କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ଡ଼ା ଅକ୍ଷୟ କୁମାର…

Continue Readingଅନୁଗୁଳ ଜୁହାର ପରିବାର ପକ୍ଷରୁ ନୂଆଖାଇ ଭେଟଘାଟ